ରାୟପୁର ବସ୍ ଦୁର୍ଘଟଣାରେ ୮ ମୃତ
ରାୟପୁର ବସ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ୮ଜଣ ମୃତକ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା...
ନଭେମ୍ବର ୨୯ ସୁଦ୍ଧା ଉପନିର୍ବାଚନ
ନଭେମ୍ବର ୨୯ ସୁଦ୍ଧା ସରିବ ଉପ ନିର୍ବାଚନ । ଓଡିଶାର ତିର୍ତ୍ତୋଲ ଏବଂ ବାଲେଶ୍ୱର ସଦରରେ ହେବ ଉପନର୍ବିାଚନ । ଏହାସହିତ ନଭେମ୍ବର ୨୯ ସୁଦ୍ଧା ବିହାର ସାଧାରଣ ନିର୍ବାଚନ ସାରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଭିନ୍ନ...
ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ ମାରି ବିଧାୟକ ଅଟକ
ବାରିପଦା ଆଇଟିଡିଏ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ଼ ମାରିବା ଘଟଣା । ଉକ୍ତ ଘଟଣାରେ ବିଧାୟକ ପ୍ରକାଶ ସୋରେନ ଓ ତାଙ୍କ ସହଯୋଗୀ ପ୍ରଶାନ୍ତ ବେହେରା ଥାନାରେ ଅଟକ । ଅଭିଯୋଗ ପରେ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ଘଟଣାର...
କିଏ କହୁଛି ସତ
କଥାକୁ ଚପାଇଦେବା ପାଇଁ ଏ ଝିଅକୁ ଫସାଇଦିଆଯାଉଛି କି? । ଚିନ୍ମୟୀ ମହାପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କିଏ ଚକ୍ରାନ୍ତ କରୁଛି କି? ନାଁ ଆଦିତ୍ୟଙ୍କ ମୃତ୍ୟୁ ପଛରେ ଚିନ୍ମୟୀଙ୍କର ଷଡଯନ୍ତ୍ର ରହୁଛି । ଆଦିତ୍ୟଙ୍କ ମୃତ୍ୟୁର ୨...
ନିର୍ବାହୀ ଯନ୍ତ୍ରୀଙ୍କୁ ବିଧାୟକଙ୍କ ନିସ୍ତୁକ ମାଡ
ବାରିପଦାର ବିଜେପି ବିଧାୟକଙ୍କ ଦାଦାଗିରି ଦବଦବା ଦେଖାଇବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ । ବିଧାୟକ ନିଜ ସମର୍ଥକଙ୍କୁ କାମ ଦେବା ପାଇଁ ଧମକ ସହ ମାଡ ମାରିଛନ୍ତି । ବାରିପଦା ଆଇଟିଡିଏ ସହକାରୀ ନିର୍ବାହି ଯନ୍ତ୍ରୀ...
୯ ମୃତ, ୩୦ ଜିଲ୍ଲାରୁ ୩୨୬୭ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟର ସମସ୍ତ ଜିଲ୍ଲାରୁ ୩୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୨୬୭ ମଧ୍ୟରୁ କ୍ୱାରେଣ୍ଟିନରୁ ୧୯୬୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୩୦୬ । ରାଜ୍ୟରେ ମେବାଟ୍ ପଜିଟିଭ୍ଙ୍କ ସଂଖ୍ୟା ୧ ଲକ୍ଷ...
କରୋନାକୁ ମାତ୍ ଦେବ ଷ୍ଟେରଏଡ
ମହାମାରୀ କରୋନା ଚିକିତ୍ସା ନେଇ ନୂଆ ଆଶା । ଷ୍ଟେରଏଡ ବ୍ୟବହାର କରି ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇହେବ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ଉତ୍ସାହଜନକ ତତ୍ୟ କରୋନା ମହାମାରୀ ଲଢେଇରେ ବେଶ୍ ଫଳପ୍ରଦ ହୋଇପାରେ । ଅନ୍ତର୍ଜାତୀୟ...
ଆଜିଠୁ ଖୋଲିବ ରେସ୍ତୋରାଁ ଓ ବାର୍
ଦୀର୍ଘଦିନ ପରେ ରାଜ୍ୟରେ ପୁଣି ଖୋଲିଛି ରେସ୍ତୋରାଁ ଓ ବାର । ଏଥିପାଇଁ ଆଜିଠୁ ମିଳିଛି ରାଜ୍ୟ ସରକାରଙ୍କ ଅନୁମତି । ଏଥର ରେସ୍ତୋରାଁରେ ବସି ଆପଣ ଖାଇବାର ମଜା ନେଇପାରିବେ । ସେହିପରି ବାର୍...
୮ମୃତ, ୩୬୩୧ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟର ସମସ୍ତ ଜିଲ୍ଲାରୁ ୩୬୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୩୬୩୧ ମଧ୍ୟରୁ କ୍ୱାରେଣ୍ଟିନରୁ ୨୨୧୪ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୪୧୭ । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୧ ଲକ୍ଷ...
ଭାରତରେ ପବଜୀ ସହ ବ୍ୟାନ ହେଲା ଏହି ୧୧୮ ଆପ୍
ସୀମାରେ ଚୀନ ସହିତ ତିକ୍ତତା ବଢିଚାଲିଥିବାବେଳେ ଭାରତ ସରକାର ପୁଣିଥରେ ଅନେକ ଚାଇନାର ମୋବାଇଲ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଭାରତରେ ବହୁଳ ମାତ୍ରାରେ ବ୍ୟବହୃତ ହେଉଥିବା ପବଜୀ ଆପ ସହିତ ଆଉ ୧୧୮ ଆପ୍କୁ ବ୍ୟାନ...

















