୬ଜଣ ଟେରୋରିଷ୍ଟଙ୍କୁଏନକାଉଣ୍ଟର୍
ଆଜି ସକାଳେ ଜାମ୍ମୁ ଓ କାଶ୍ମିରରେ ଆଣ୍ଟିଟେରରିଷ୍ଟ ଅପରେସନ୍ରେ ୩ ଜଣ ଟେରରିଷ୍ଟଙ୍କୁ ଏନକାଉଣ୍ଟର୍ କରାଯାଇଛି । ଏହି ଏନକାଉଣ୍ଟର୍ ଜାମ୍ମୁ ଓ କାଶ୍ମିରର ସୋଫିଆନ ଜିଲ୍ଲା ଅମଶିପୋରା ଗାଁ ରେ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ...
କେରଳରେ ଗୋଷ୍ଠି ସଙ୍କ୍ରମଣ!
କେରଳରେ ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଶୁକ୍ରବାର ଦିନ ନିଶ୍ଚିତ କରିଛନ୍ତି ଯେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ସମ୍ପ୍ରଦାୟର ପ୍ରସାରଣ ଆରମ୍ଭ ହୋଇଛି ଏବଂ ଏହାର ପ୍ରସାରକୁ ରୋକିବା...
ଫେରାଇଦେଲେ କାର୍ଯ୍ୟାନୁଷ୍ଠାନ
ଘରୋଇ ହସ୍ପିଟାଲ ରୋଗୀଙ୍କୁ ଫେରାଇ ଦେବା ପ୍ରସଙ୍ଗ । ଘରୋଇ ହସ୍ପିଟାଲକୁ ଚେତାବନୀ ଦେଲେ ମୁଖ୍ୟ ଶାସନ ସଚିବ । ରୋଗୀଙ୍କୁ ଫେରାଇଦେବା ଅନୈତକ ଏବଂ ବେଆଇନ । ଅଭିଯୋଗକୁ ଗୁରୁତ୍ୱର ସହ ନେଇଛନ୍ତି ସରକାର । ରାଜ୍ୟରେ କରୋନା...
ଭାରତରେ ୧୦ ଲକ୍ଷ ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା
କରୋନାର କରାଳ ରୂପରେ ଏବେ ସମଗ୍ର ବିଶ୍ୱବାସୀ ଛନ୍ଦି ହୋଇଯାଇଛନ୍ତି । ଯେତିକି ମୁଣ୍ଡ ନେଉଛି ସେତିକି ପଜିଟିଭଙ୍କ ସଂଖା ମଧ୍ୟ ବଢାଉଛି କରୋନା । ତେବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷରେ ପହଁଚିଛି । ଆଜି...
ହଜାରେ ଟପିଲା ପଜିଟିଭ୍ ସଂଖ୍ୟା
ଆଜି ଭୁବନେଶ୍ୱରରୁ ୧୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୨୪ ରୁ ଲୋକାଲ କେସ୍ ୫୧ ଏବଂ କ୍ୱାରେଣ୍ଟିନ୍ ସେଣ୍ଟରରୁ ୭୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ୍ ପଜିଟିଭଙ୍କ ସଂଖ୍ୟା ୧୦୪୩ । ସୁସ୍ଥ ୪୫୭...
ଧକ୍କା ଦେଇନି ପୁରୁଷୋତ୍ତମ ଏକ୍ସପ୍ରେସ୍
ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ଘଟଣାକୁ ବିତିଗଲାଣି ୧୨ ଦିନ । ତଥାପି ରହସ୍ୟ ଉପରୁ ଉଠି ପାରୁନି ପରଦା । ବନ୍ଧୁଙ୍କ ଠୁ ଆରମ୍ଭ କରି ନିଜ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଘନ ଘନ ଜେରା କରୁଛି ଜିଆରପି ପୋଲିସ ।...
କାହିଁକି ଭାରତର ତାରିଫ କଲେ ବିଲ ଗେଟ୍ସ
ଭାରତର ପୁଣି ତାରିଫ କଲେ ବିଲ ଗେଟ୍ସ । “ପୁରା ଦେଶରେ କରୋନା ରାଜ୍ କରୁଥିଲେ ମଧ୍ୟ ଇଣ୍ଡିଆର ଫାର୍ମାସ୍ୟୁଟିକାଲ କମ୍ପାନି ଏତେ ସୁଦୃଢ ଅଛି ଯେ, ନିଜ ଦେଶର ଚାହିଦା ମେଣ୍ଟାଇବା ସହ ପୁରା ବିଶ୍ୱକୁ କରୋନା ଭାକ୍ସିନ୍...
କଟକ ବ୍ୟବସାୟୀଙ୍କ ମୁହଁରେ ସୁନାର ମାସ୍କ
ମାସ୍କ ଏବେ ଆମର ପୋଷାକ ପତ୍ର ଭଳି ଆବଶ୍ୟକ ସାମଗ୍ରୀରେ ପରିଣତ ହୋଇସାରିଲାଣି । କରୋନା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏଥିପାଇଁ ସରକାର ଆଇନକାନୁନରେ ମଧ୍ୟ ସଂଶୋଧନ କଲେ । ମାତ୍ର ୪ ମାସ ଧରି କରୋନା...
ଭୁବନେଶ୍ୱରରୁ ୬୦ ପଜିଟିଭ୍ ଚିହ୍ନଟ
ଆଜି ଭୁବନେଶ୍ୱରରୁ ୬୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।୧୪୦ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୨୦ ଲୋକାଲ କେସ୍ ରହିଛି । ଭୀମଟାଙ୍ଗୀ, ଜାଗମରା, ବମିଖାଲ, ପଟିଆ ରେଲୱେ ଷ୍ଟେସନ, ନୟାପଲ୍ଲୀ ବେହେରା ସାହି, ନୟାପଲ୍ଲୀ ଆଇଆରସି ଭିଲେଜ,...
ପାଣି ସ୍ରୋତରେ ମିଳେଇଗଲା ପୋଲ
୨୯ ଦିନ ତଳେ ନିର୍ମାଣ କରାଯାଇଥିଲା ନଦୀବନ୍ଧ । ଆଉ ଆଜି ସେହି ବନ୍ଧ ପାଣିର ସ୍ରୋତରେ ବୋହିଯାଇଛି । ଆମେ କହୁଛୁ ବିହାରର ଗୋପାଳଗଞ୍ଜରେ ଥିବା ଗଣ୍ଡକନଦୀର କଥା । ସତରଘାଟ ନଦୀବନ୍ଧ ନିର୍ମାଣ ପାଇଁ ଖର୍ଚ୍ଚ...

















