ଦିଲ୍ଲୀରେ ମୋବାଇଲ ନେଟୱାର୍କ ବନ୍ଦ
ନାଗରିକତା ସଂଶୋଧନ ଆଇନକୁ ନେଇ ଆଜି ପୁଣି ଦିଲ୍ଲୀରେ ଉତ୍ତେଜନା ସୃଷ୍ଟି ହୋଇଛି । ଲାଲକିଲ୍ଲା ନିକଟରେ ଏକାଠି ହୋଇଛନ୍ତି ହଜାର ହଜାର ବିକ୍ଷୋଭକାରୀ । ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବାସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାକୁ ନିୟନ୍ତ୍ରଣ...
ମୋବାଇଲ କିଣିଲେ ପିଆଜ ଅଫର ,କେଉଁଠି ପଢନ୍ତୁ
ପିଆଜ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି ଥିବାବେଳେ କିନ୍ତୁ ଏଭଳି ସମୟରେ ବାଲେଶ୍ୱରରେ ସାମ୍ନାକୁ ଆସିଛି ଏକ ମଜାଦାର ଖବର । ସହରରେ ଏକ ମୋବାଇଲ ଫୋନ ଦୋକାନୀ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଦେଉଛନ୍ତି ପିଅ୍ଧକ୍ସ ଅଫର...
ପିଆଜ ପରେ ଟେନସନ୍ ଦେଲାଣି ଆଳୁ
ମାସେ କାଳ କନ୍ଦାଇଲାଣି ପିଆଜ । ନିୟନ୍ତ୍ରଣକୁ ଆସୁନି ଦର । ଭୁଆଁ ବୁଲାଉଛନ୍ତି କେନ୍ଦ୍ର ସରକାର । ହାତ ଟେକିଦେଲେ ରାଜ୍ୟ ସରକାର । ପିଆଜ ଯନ୍ତ୍ରଣା ବଢୁଛି ପଛେ କମିବାର ନାଁ ନେଉନି । ଦୁଇ ଦିନ...
ମିଆଁଉକୁ କିଏ ମାରିଲା ଗୁଳି
ରାଜଧାନୀରେ ଚାଞ୍ଚଲ୍ୟ । ବିଲେଇକୁ ଗୁଳିମାଡ କଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଓୟୁଏଟିରେ ବିଲେଇଟିକୁ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାର ମୃତ୍ୟୁ ହୋଇଛି । ତେବେ କିଏ ଓ କାହିଁକି ବିଲେଇକୁ ଗୁଳିମାଡ କଲା ତାହା ଜଣାପଡିନାହିଁ ।...
ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି
ସ୍ୱାଭିମାନ ଅଞ୍ଚଳରେ ପୁଣି ବିଏସଏଫ କ୍ୟାମ୍ପ ବିରୋଧରେ ପ୍ରଜାମେଳି । ହନ୍ତାଳଗୁଡାରେ ନବ ନିର୍ମିତ ବିଏସଏଫ କ୍ୟାମ୍ପକୁ ହଜାର ହଜାର ଲୋକଙ୍କ ବିରୋଧ । ପୂର୍ବରୁ କ୍ୟାମ୍ପ ନିର୍ମାଣକୁ ମଧ୍ୟ ଲୋକ ବିରୋଧ କରିଥିଲେ । ଠାରେ ଥିବା ଆରବିଆଇ...
ସରକାରଙ୍କୁ ଧନ୍ୟବାଦ ଦେବାକୁ ପ୍ରଜାମେଳି
ସ୍ୱାଭିମାନଅଞ୍ଚଳରେ ପ୍ରଜାମେଳି । ଏହି ପ୍ରଜାମେଳି ସରକାରଙ୍କ ବିରୋଧରେ ନୁହେଁ ବରଂ ସରକାର ପହଁଞ୍ଚାଇଥିବା ସମସ୍ତ ଯୋଜନାକୁ ନେଇ ରାଜ୍ୟ ସରାକରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯେଉଁଠାରେ ପ୍ରଜାମେଳି ହୁଏ , ସରକାରଙ୍କ ବିରୋଧରେ ସ୍ୱର ଉଠିଥାଏ ସେଇଠି ଶୁଭୁଛି...
ହୁତୁ ହୁତୁ ହୋଇ ଜଳି ପାଉଁଶ ହୋଇଗଲା…
କାଚ ଫ୍ୟକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା ଗୋଦାମ ଘର । ବାରିପଦା ଉପକଣ୍ଠ ମଞ୍ଚାବନ୍ଧା ଠାରେ ଏକ ଗୋଦାମ ଘରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଦୀର୍ଘ ୮ ଘଣ୍ଟା...
ଗୁଳି କରିଛି ସୁପାରୀ କିଲର
ଖୋର୍ଦ୍ଧାର ଶିଶୁରୋଗ ବିଶେଷଜ୍ଞ ଡାକ୍ତରଙ୍କ ଉପରକୁ ଗୁଳିମାଡ଼ ଘଟଣାରେ ଏଯାଏଁ ପୋଲିସର ହାତ ଖାଲି । ତେବେ ଏହି ଗୁଳିକାଣ୍ଡ ପଛରେ ସୁପାରି କିଲର ରହିଥିବା ପୋଲିସ ପ୍ରମାଣ ପାଇବା ସହ ଅପରାଧୀକୁ ଖୁବଶୀଘ୍ର ଗିରଫ କରାଯିବ...
୯ ଜଣଙ୍କୁ ଆଜୀବନ ଜେଲ୍
ହତ୍ୟାକାଣ୍ଡରେ ୯ ଜଣଙ୍କୁ ଆଜିବନ ଜେଲ୍ ଆଦେଶ । ରାୟଗଡା ଜିଲ୍ଲା ଟିକିରି ଅଞ୍ଚଳର ଛେଲିଆ ମାଝି ହତ୍ୟା ମାମଲାରେ ୯ ଜଣ ଅଭିଯୁକ୍ତଙ୍କୁ ଜିଲ୍ଲା ଦୌରାଜଜ୍ ଆଜିବନ ଜେଲ୍ ଆଦେଶ ଦେଇଛନ୍ତି । ଅଭିଯୁକ୍ତମାନେ ହେଉଛନ୍ତି ବାଲି ମାଝି,...
ଏକାଠି ହେଲେ ଆଦିବାସୀ ମହାସଂଘ
ରାୟଗଡା ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲା । ସିବିଆଇ ତଦନ୍ତ ଦାବି କଲେ ଆଦିବାସୀ ମହାସଂଘ । ଏନେଇ ଶତାଧିକ ଆଦିବାସୀ ଏକ ରାଲିରେ ଯାଇ ଏସପିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ...












