ଫସିଲେ କଳକି ଭଗବାନ୍
ଆୟକର ବିଭାଗର ଜାଲରେ ଆଉ ଜଣେ ବାବା । କଳକି ଭଗବାନ ନାଁରେ ପରିଚିତ ବାବାଙ୍କ ବିଭିନ୍ନ ସ୍ଥାନରେ ରେଡ କରି ଆୟକର ବିଭାଗ ପ୍ରାୟ ୫ ଶହ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ୯୦ କେଜି...
ସରପଞ୍ଚଙ୍କ ସ୍ୱାମୀ ଗିରଫ
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାରେ ଗିରଫ ହେଲେ ସରପଞ୍ଚଙ୍କ ସ୍ୱାମୀ । ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ଗିରଫ ହୋଇଛନ୍ତି । ମାମଲାର ତଦନ୍ତ କରୁଥିବା ଧର୍ମଶାଳା ପୋଲିସ ରୂପେଶଙ୍କୁ ଗିରଫ...
ସିଥିରେ ଝଟକୁଥାଉ ସିନ୍ଦୁର
ହୁଳହୁଳିରେ ଉଛୁଳୁଛି ସୁବର୍ଣ୍ଣପୁର ଢେରାପଡାର ସବୁ ସାହି । ସାହିରେ ବୁଲୁଛି ହରଗୌରିଙ୍କ ପ୍ରତିକାତ୍ମକ ପ୍ରତିମା । ଦୁଆରେ ଚାଲିଛି ବନ୍ଦାପନା । ସେପଟେ ସବୁ ବ୍ରତଧାରୀ ମହିଳାଙ୍କ ଆଗରେ ପୂଜା ଥାଳି ଆଉ ପାତ୍ରରେ ହଳଦି ନିର୍ମିିତ ସିଦ୍ଧି...
ମୁଣ୍ଡରେ କାଗଜ ପେଟି ପିନ୍ଧି ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
ପରୀକ୍ଷା ସମୟରେ କପି ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଏସବୁ ପରେ ବି କପି ରୋକା ଯାଇପାରୁନି । ତେବେ କପି ରୋକିବା ପାଇଁ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯାହା ଜାଣିଲେ...
ଗାଁରେ ବି ପ୍ଲାଷ୍ଟିକ୍ ବ୍ୟାନ୍
ଆସନ୍ତାବର୍ଷ ୨୦୨୦ ଅକ୍ଟୋବର ୨ତାରିଖ ସୁଦ୍ଧା ରାଜ୍ୟରେ ପ୍ଲାଷ୍ଟିକ୍ ପୁରା ବ୍ୟାନ୍ ହେବ । ବର୍ତ୍ତମାନ ରାଜ୍ୟରେ ସବୁ ପୌରାଞ୍ଚଳରେ ପ୍ଲାଷ୍ଟିକ ବ୍ୟାନ କରାଯାଇଛି । ହେଲେ ଏବେ ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ୍ ବ୍ୟବହାର କମ କରାଯିବା ସହିତ ଉପଯୁକ୍ତ...
ପିଚାରେ ରହିଗଲା ଭଙ୍ଗା ଛୁଞ୍ଚି
ପୁଣି ଚିକିତ୍ସାରେ ସାଂଘାତିକ ଅବହେଳା ଅଭିଯୋଗ । ୩ ବର୍ଷର ଛୁଆକୁ ଇଞ୍ଜେକ୍ସନ ଦେବାବେଳେ ନର୍ସଙ୍କ ଦାୟିତ୍ୱହୀନତାରୁ ପିଚାରେ ରହିଗଲା ସିରିଞ୍ଜର ଭଙ୍ଗା ଛୁଞ୍ଚି । ଅନୁଗୋଳ ଆଠମଲ୍ଲିକ ବ୍ଲକ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିରୋଧରେ ଆସିଛି ଏଭଳି ସଙ୍ଗୀନ...
ଚକା ଫାଟିଗଲା, ରୋଗୀ ଆଖି ବୁଜିଲା
ଅଧାବାଟରେ ଆମ୍ବୁଲାନ୍ସ ଚକ ପମ୍ପଚର ହୋଇଯିବାରୁ ଚାଲିଗଲା ରୋଗୀଙ୍କ ଜୀବନ । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ । ମୃତ ମହିଳା ହେଉଛି କର୍ପା ଗାଁର କଲ୍ୟାଣି ବିଡିକା । ଅଭିଯୋଗ ଅନୁସାରେ...
ସିରିଜ ବସ୍ ଦୁର୍ଘଟଣା, ୩୫ ମୃତ
ପଶ୍ଚିମ ସାଉଦି ଆରବ ଅନ୍ତର୍ଗତ ମଦିନାର ଅଲ୍-ଅଖଲ୍ କେନ୍ଦ୍ର ନିକଟରେ ଘଟିଛି ସିରିଜ ଦୁର୍ଘଟଣା | ଚାଲିଯାଇଛି ୩୫ ଜଣ ଲୋକଙ୍କ ଜୀବନ | ଏଥିସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି | ବୁଧବାର ସଂଧ୍ୟା ୭ଟାରେ ମେଦିନାରୁ...
ବିଜେଡିର ଜୀବନ ବିନ୍ଦୁ
ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ ସାରା ରାଜ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିଜୁ ଜନତା ଦଳ କାର୍ଯ୍ୟାଳୟ ସମେତ ୫୯ଟି ସ୍ଥାନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି...
ରାୟଗଡାରେ ଲାଗିଲା ମାଓ ପୋଷ୍ଟର
ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଗ୍ରାମ ନିକଟରେ ମାଓ ପୋଷ୍ଟର । ବିଭିନ୍ନ ପ୍ରସଙ୍ଗକୁ ନେଇ ମାଓବାଦୀମାନେ ଦୁଇଟି ବ୍ୟାନର ଓ ୬ଟି ଭିନ୍ନ ଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି । ସିପିଆଇ , ମାଓବାଦୀ ,...


















