ଦ୍ୱିତୀୟ ଦିନରେ ଭାରତକୁ ୨ରୌପ୍ୟ
ଏସିୟ କ୍ରିଡାର ଦ୍ୱିତୀୟ ଦିନରେ ଭାରତୀୟ ଖେଳାଳୀଙ୍କ ମୁକାବିଲା ଜାରି ରହିଛି। ସୋମବାର ଦୀପକ କୁମାର ଓ ଲକ୍ଷ୍ୟ ସୁଟିଂରେ ଭାରତ ପାଇଁ ଦୁଇଟି ରୌପ୍ୟ ପଦକ ଜିତିଛନ୍ତି। ଲକ୍ଷ୍ୟ ସେରାନ ୪୩/୫୦ ସ୍କୋର ସହିତ ଦ୍ୱିତୀୟ ସ୍ଥାନରେ ରହି...
ଭାରତ ପାଇଁ ବଜରଙ୍ଗ ଆଣିଲେ ପ୍ରଥମ ସ୍ୱର୍ଣ୍ଣ ପଦକ
ଦେଶ ପାଇଁ ବଜରଙ୍ଗ ଜିତିଲେ ପ୍ରଥମ ସ୍ୱର୍ଣ୍ଣ। ତାରକା ରେସଲର ବଜରଙ୍ଗ ପୁନିଆ ଏସିଆନ ଗେମ୍ସରେ ଭାରତ ଲାଗି ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ବଜରଙ୍ଗ ଏହି ସଫଳତା ଅର୍ଜନ କରି ଇତିହାସ ସୃଷ୍ଟି କରିଛନ୍ତି। ଏନେଇ ଭାରତୀୟ...
୧୫ ଦିନରେ ୫୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ କଂଗ୍ରେସ
୨୦୧୯ ନିର୍ବାଚନ ପାଇଁ ଏବେଠୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତିନି ପ୍ରମୁଖ ଦଳ ବିଜେପି ଓ ବିଜେଡି ମଧ୍ୟରେ କଂଗ୍ରେସ ନିର୍ବାଚନ ପ୍ରସ୍ତୁତିକୁ ନେଇ ଆଗରେ ରହିଛି। ନବଗଠିତ ପିସିସି କମିଟିର ପ୍ରଥମ ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି...
ଗର୍ଭପାତ ପାଇଁ ନାବାଳିକାଙ୍କୁ କୋର୍ଟ ଦେଲେ ଅନୁମତି
ଏମିତି ବି ଘଟଣା ଘଟିପାରେ. ବାପା ବି ପାଲଟି ଯାଇପାରେ ପିଶାଚ. ନିଜର କୁତ୍ସିତ କାମନା ମେଣ୍ଟାଇବା ପାଇଁ ନିଜ ଜନ୍ମିତ ଝିଅ ଉପରେ ପାଶବିକ ଅତ୍ୟଚାର କରିବାର ପାପ ଯିଏ କରେ, ତାକୁ କଣ ବାପା କୁହାଯାଇପାରିବ ?...
କମୁଛି ବର୍ଷା: କମିନି ପ୍ରକୋପ
କେରଳରେ ଲାଗିରହିଥିବା ଲଗାଣ ବର୍ଷା ଅପେକ୍ଷାକୃତ କମିବାରେ ଲାଗିଛି। ତେବେ ବନ୍ୟାର ପ୍ରକୋପ କମିନାହିଁ। ରବିବାର ସକାଳୁ ରେଡ ଆଲର୍ଟ ପ୍ରତ୍ୟାହାର କରାଯାଇଥିଲେ ମଧ୍ୟ ବନ୍ୟା ପ୍ରପିଡିତ ଅଞ୍ଚଳରେ ତିନି ସେନା ଓ ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି...
ଭାରତକୁ ପ୍ରଥମ ପଦକ ଦେଲେ ଅପୂର୍ବି-ରବି
ଏସିଆନ ଗେମ୍ସର ୧୮ତମ ସଂସ୍କରଣ ରବିବାର ଠାରୁ ଆରମ୍ଭ ହୋଇଯାଇଛି। ପ୍ରତିଯୋଗିତାରେ ପ୍ରଥମ ଦିବସରେ ଭାରତ ପାଇଁ ଖାତା ଖୋଲିଛନ୍ତି ସୁଟର ଅପୂର୍ବି ଚଣ୍ଡେଲା ଓ ରବି କୁମାର। ଉଭୟ ସୁଟର ୧୦ ମିଟର ଏୟାର ରାଇଫଲ ମିକ୍ସଡ୍ ଟିମ୍...
ବାଜପେୟୀଙ୍କ ଅସ୍ଥି ବିସର୍ଜନ କଲେ ନମିତା
ହରିଦ୍ୱାରରେ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରାଯାଇଛି। ବାଜପେୟୀଙ୍କ ପୋଷ୍ୟାକନ୍ୟା ନମିତା ଅସ୍ଥି ବିସର୍ଜନ କରିଛନ୍ତି। ବିଜେପିର ୧୫୦୦୦ କାର୍ଯ୍ୟକର୍ତ୍ତା ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ ପାଇଁ ହରିଦ୍ୱାରରେ ଉପସ୍ଥିତ ଥିଲେ। ବାଜପେୟୀଙ୍କ ଚିତାଭସ୍ମକୁ...
ମରୁଭୂମିରେ ବାଟବଣା ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ !
ଜୟପୁରର ଜ୍ୟାସଲମେର ମରୁଭୂମିରେ ବାଟବଣା ହୋଇଯିବାରୁ କୋଚିର ଅଶୋକ ନାମରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି. ତେବେ ଅଶୋକ ସେଠାକୁ ଶନିବାରଠାରୁ ଆରମ୍ଭ ହେବାକୁ ଥିବା ‘ଇଣ୍ଡିଆ ବାଜା ରାଲୀ’ର ଶୋ’ରେ ଭାଗ ନେବାକୁ ଆସିଥିଲେ. ପୋଲିସର କହିବା...
ବିଦେଶରେ ବଲିଉଡ ଗୀତ ‘ବଦ୍ରୀ କି ଦୁଲ୍ହନିଆ’
ଏବେ ବଲିଉଡର ଧୂନ୍ କେବଳ ଭାରତ ନୁହେଁ ବରଂ ଭାରତ ବାହାରେ ମଧ୍ୟ ଅଛି ବୋଲି ଦେଖିବାକୁ ମିଳିଛି. ବଲିଉଡ ଗୀତ ‘ତୁଜକୋ ବନାକର ଲେ ଜାଏଁଗେ,ବଦ୍ରି କି ଦୁଲ୍ହନିଆ’ରେ ଦୁଇଜଣ କପଲ ଆମେରିକାର ଲୋକପ୍ରିୟ ରିଅଲିଟି ଶୋ’ ‘SO...
ଖେଳ ପାଇଁ ବିଦେଶୀ ଚାକିରିକୁ ନା !
ପ୍ରତ୍ୟେକ ପିଲା ଚାହାଁନ୍ତି ସେମାନେ କେମିତି ଭଲ ପାଠ ପଢି ଭଲ ଚାକିରିଟିଏ କରିବେ. ଆଉ ଯଦି ସେ ଚାକିରି ଆମେରିକା ଭଳି ଦେଶରେ ପାଇଯାଆନ୍ତି ତାହାଲେ ଖୁସି କହିଲେ ନ ସରେ. ହେଲେ ଏମିତି ଜଣେ ଭାରତୀୟ ଖେଳାଳି...