27.1 C
Bhubaneswar
Sunday, May 25, 2025
-Advertisement-

ରାହୁଲଙ୍କ ପିଲାଳିଆମି ନା ବଦମାସୀ, ସଂସଦୀୟ ଆଚରଣ ପ୍ରତି ଅପମାନ !

ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ଚାଲିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବ୍ୟବହାର ସମସ୍ତଙ୍କୁ ତାଜୁବ୍ କରିଛି । ଅନାସ୍ଥା ଆଲୋଚନାରେ ଭାଗ ନେଇ ରାହୁଲ ମୋଦି ସରକାରକୁ ଅତି କଡା ଭାଷାରେ ସମାଲୋଚନା କଲେ...

15 ଜୀବନ ନେଲା ବଜ୍ରପାତ

ବଜ୍ରପାତ ନେଲା ଜୀବନ. ଓଡିଶାର ବିଭିନ୍ନ ଜିଲ୍ଲାଗୁଡିକରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା 15କୁ ଛୁଇଁଲା. ମୟୁରଭଞ୍ଜ, ସୁନ୍ଦରଗଡ଼, ସୁବର୍ଣ୍ଣପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଗାଁରେ ଆଜି ଅପରାହ୍ନ ସୁଦ୍ଧା ବଜ୍ରପାତରେ ପାଖାପାଖି ଆଠରୁ ଅଧିକ...

ଜଷ୍ଟିସ୍ କେଏସ୍ ଜାଭେରୀ ହେଲେ ନୂଆ ମୁଖ୍ୟ ବିଚାରପତି

ସୁପ୍ରିମକୋର୍ଟଙ୍କ ଅନୁମୋଦନ କ୍ରମେ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ୍ କେଏସ୍ ଜାଭେରୀ. ପୂର୍ବରୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍ ଭିନିତ୍ ସରନ୍ ସୁପ୍ରିମକୋର୍ମରେ ଯୋଗ ଦେବେ. ଜଷ୍ଟିସ୍ ଜାଭେରୀ...

ଟାଙ୍କିରେ ଖସିପଡିଲେ ଛାତ୍ରଛାତ୍ରୀ, ଉଦ୍ଧାର କାର୍ଯ୍ୟ ଜାରି

ଭାଙ୍ଗିଯାବା ଘୋଡଣୀ ପାଇଁ ପାଣି ଟାଙ୍କିରେ ଖସିପଡ଼ିଲେ 10 ଜଣ ଛାତ୍ରଛାତ୍ରୀ. ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଭରତପୁର କରୋଲୀ ଜିଲ୍ଲାର ଏକ ବିଦ୍ୟାଳୟରେ. ସକାଳେ ଛାତ୍ରଛାତ୍ରୀମାନେ ସେଠାରେ ଖେଳୁଥିବା ସମୟରେ ଟାଙ୍କି ଭିତରେ ଖସିପଡିଥିଲେ. ପ୍ରତ୍ୟେକ୍ଷଦର୍ଶୀମାନେ ଉଦ୍ଧାରକାରୀ...

ସତୀଦାହର ପୁନାରାବୃତ୍ତି, ଏକାଠି ବଞ୍ଚିବା-ମରିବାର ପ୍ରତିଶୃତି କଲେ ପୂର୍ଣ୍ଣ

ପୂର୍ବକାଳରେ ପ୍ରଚଳିତ ସତୀଦାହ ପ୍ରଥା ବିଷୟରେ ସମସ୍ତେ ଅଳ୍ପ ବହୁତ ଜାଣିଥିବେ. ମାତ୍ର ବର୍ତ୍ତମାନର ସମାଜରେ ବିବାହକୁ ପୂର୍ଣ୍ଣ ଭାବେ ବଜାୟୀ ରଖିବା ମଧ୍ୟ ଅନେକ ଦମ୍ପତ୍ତିଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇପଡୁଛି. ଏଭଳି ସମୟରେ ସତୀଦାହ ଭଳି ଏକ ବିରଳ...

ମାଛ ହାଟରେ ବିଷ ଆତଙ୍କ, ଚିନ୍ତାରେ ବ୍ୟବସାୟୀ

ଆନ୍ଧ୍ର ମାଛରେ ଫାର୍ମାଲିନ ଲେପ ଦିଆଯାଉଥିବା ଘଟଣା ସତ ପ୍ରମାଣିତ ହେବା ପରେ ଚିନ୍ତାରେ ବ୍ୟବସାୟୀ. ଅନ୍ୟପଟେ ପ୍ରଶାସନିକ ଅଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା. ଘଟଣାର ସତ୍ୟାସତ୍ୟ ପଦାକୁ ଆସିବା ପରେ ରାଜ୍ୟର ପ୍ରମୁଖ ଜିଲ୍ଲାମାନଙ୍କରେ ଥିବା ମାଛ ମାର୍କେଟଗୁଡିକରେ ଖାଦ୍ୟ...

ଇସ୍କନ ରାସ୍ତାର ଡ୍ରେନେଜ ପାଇଁ ଗଡକରୀଙ୍କୁ ଚିଠି

ବର୍ଷ ବର୍ଷ ଧରି ଭୁବନେଶ୍ବର ଇସ୍କନ ମନ୍ଦିର ସାମନା ଜାତୀୟ ରାଜପଥରେ ବର୍ଷାପାଣି ଲହଡା ଭାଙ୍ଗିବା ସମସ୍ୟାର ସମାଧାନ ପାଇଁ ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ପଡିଲା । ଏହାକୁ ନେଇ ଭୁବନେଶ୍ବର ମହାନଗର ନିଗମ ଓ ଏନଏଚ୍ କର୍ତ୍ତୃପକ୍ଷଙ୍କ...

ମିଗ୍ -21 ଦୁର୍ଘଟଣାଗ୍ରସ୍ତ

ହିମାଞ୍ଚଳ ପ୍ରଦେଶର କାଙ୍ଗଡ଼ାରେ ବାୟୁସେନାର ମିଗ୍ 21 ବିମାନ ଗଛରେ ପିଟି ହୋଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା. ଏହି ଫାଇଟର ଜେଟ୍ ଟି ପଠାନକୋଟ୍ ରୁ ଉଡ଼ାଣ ଆରମ୍ଭ କରିଥିଲା. ବିମାନରେ ଜଣେ ପାଇଲଟ ଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି....

ରୋଷ କରିଛନ୍ତି ମାଲକ୍ଷ୍ମୀ

ପ୍ରଭୁଙ୍କ ମାନବୀୟ ଲୀଳା ଦେଖିବାକୁ ଅନେଇ ବସିଛନ୍ତି ଲକ୍ଷ ଲକ୍ଷ ଭକ୍ତ. ପବିତ୍ର ହେରା ପଞ୍ଚମୀରେ ଗୁଣ୍ଡିଚା ମନ୍ଦିର ଆଗରେ ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ. ନଅଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ରଥଯାତ୍ରାର ପଞ୍ଚମ ଦିନରେ ପାଳନ କରାଯାଏ ଏହି...

ଟ୍ରମ୍ପ୍-ପୁତିନ୍ ଆଲୋଚନା ଆମେରିକା ଓ ଋଷ୍ ସମ୍ପର୍କ ସୁଧୁରିବା ଆଶା

ହେଲସିଙ୍କି(ଏଜେନ୍ସି): ବିଶ୍ୱର ଦୁଇ ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ଆମେରିକା ଓ ଋଷ୍ ଯଦି ବନ୍ଧୁତା ଆଡକୁ ଗତି କରନ୍ତି ତେବେ ଏହା ବିଶ୍ୱବାସୀଙ୍କ ପାଇଁ ଏକ ଆଶ୍ୱସ୍ତର ବିଷୟ ହେବ । ତେବେ ଏଦିଗରେ ଏକ ଆଶାର କିରଣ ଦେଖାଦେଇଛି...
- Advertisement -

Latest article

ମାଲକାନଗିରିରେ ପହଲଗାମ ପ୍ରତିବାଦ

ଜମ୍ମୁ କାଶ୍ମୀର ପହେଲଗାମ ଆତଙ୍କବାଦୀ ହାମଲାରେ ୨୮ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଅତି ନିର୍ମମ ଭାବରେ ଆତଙ୍କୀ ମାନେ ନିର୍ଦ୍ଧୋଷୀ ପର୍ଯ୍ୟଟକଙ୍କ ପ୍ରାଣ ନେଇଛନ୍ତି। ଏଭଳି ଘଟଣାକୁ ବିଭିନ୍ନ ମହଲରେ ଦୃଢ଼...

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ

ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...

ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...