ଟ୍ରେନରେ ଚଢିପାରିବେନି କିନ୍ନର
କିନ୍ନର ମାନଙ୍କ ଉପରେ ଲାଗିଲା କଟକଣା । ଟ୍ରେନ୍ ହେଉ ବା ଷ୍ଟେସନ୍, ଭିତରକୁ ପ୍ରବେଶ କରିପାରିବେନି କିନ୍ନର । କିନ୍ତୁ ସାଧାରଣ ଯାତ୍ରୀ ଭାବରେ ଟ୍ରେନରେ ଯାତ୍ରା କରିପାରିବେ । ଟ୍ରେନ୍ ଭିତରେ ଭିକ୍ଷା ମାଗିପାରିବେ ନାହିଁ କିନ୍ନର...
ଭୁବନେଶ୍ୱରରେ ‘ଜାଭେଦ ହବିବ୍’ ବିୟୁଟି ଷ୍ଟୋର
ଭାରତର ବୃହତ୍ତମ ସେଲୁନ ଚେନ୍ ‘ଜାଭେଦ ହବିବ୍’ ଭୁବନେଶ୍ୱରରେ ଏକ ନୂଆ ଷ୍ଟୋର ଉଦଘାଟିିତ ହୋଇଛି । ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟରେ ଭାରତର ଏହି ଲୋକ ପ୍ରିୟ ବିୟୁଟି ଷ୍ଟୋର ଖୋଲିଛି । ଜଭେଦ ହବିବ୍ ବିଭିନ୍ନ...
ଫନି ପ୍ରଭାବିତ ସ୍କୁଲରେ କେମିତି ଚାଲିଛି ପାଠପଢା
ବିଳମ୍ବରେ ହେଉପଛେ ଖୋଲିଲା ସ୍କୁଲ୍ । ପାଠ ପଢିବା ପାଇଁ ଧାଇଁ ଆସିଲେ ଛାତ୍ରଛାତ୍ରୀ । ହେଲେ ପାଠ ପଢିବେ କେଉଁଠି । ନାଁ ଅଛି ସ୍କୁଲ୍ ଘର, ନାଁ ଅଛି ସ୍କୁଲର କୌଣସି ଆସବାବପତ୍ର । ପ୍ରଳୟଙ୍କରୀ ସାମୁଦ୍ରିକ...
ନାବାଳିକାଙ୍କୁ ଗଣବଳାତ୍କାର
କେନ୍ଦୁଝର ଜିଲ୍ଲା ଯୋଡା ସହରରେ ଲଜ୍ଜା । ଜଣେ ନାବାଳିକାକୁ ବଳାତ୍କାର । ଯୋଡା ଲକ୍ଷ୍ମୀ ପଡିଆଠାରେ ସୋମବାର ରାତିରେ ନାବାଳିକା ଜଣକ ପ୍ରେମିକଙ୍କ ସହ ବସି ଗପୁଥିବାବେଳେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ସେମାନଙ୍କୁ କାବୁ କରି ନେଇଥିଲେ ।...
ଭିଜିଲାନ୍ସ ଜାଲରେ ପୁଲିସ ବାବୁ
ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଗିରଫ ହେଲେ ପୁଲିସ ଏସ୍ଆଇ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନାର ଏସ୍ଆଇ ରଣେନ୍ଦ୍ର କୁମାର ସାମଲଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆଳି ଥାନା ଅନ୍ତର୍ଗତ ନିଆଳରେ ହୋଇଥିବା ଏକ ଗଣ୍ଡଗୋଳ କେସ୍...
ଗୃହରେ କଂଗ୍ରେସର ନବ ଗ୍ରହଙ୍କ ଉତ୍ପାତ
ଆଜିଠୁ ଆରମ୍ଭ ହୋଇଛି ଷୋଡଶ ବିଧାନସଭାର ବଜେଟ ଅଧିବେଶନ । ପ୍ରଥମ ଦିନରୁ ଗୃହରେ ହଙ୍ଗାମା କରିଛନ୍ତି କଂଗ୍ରେସର ନବ ଗ୍ରହ । ବିଜେଡି-ବିଜେପି ଭାଇ ଭାଇ ନାରାରେ ବାଚସ୍ପତିଙ୍କୁ ଘେରିଛନ୍ତି କଂଗ୍ରେସର ବିଧାୟକ । ବାଚସ୍ପତି ସୂର୍ଯ୍ୟ ନାରାୟଣ...
ହାତରେ ମେହେନ୍ଦୀ ,ମଥାରେ ସିନ୍ଦୁର ଲଗାଇ ଶପଥ
ସପ୍ତଦଶ ଲୋକସଭାରେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ସାଂସଦ ନୂସରତ ଜହାଁ ଭିନ୍ନ ଅନ୍ଦାଜରେ ଲୋକସଭାରେ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ।ମଥାରେ ସିନ୍ଦୁର ,ହାତରେ ମେହେନ୍ଦୀ ଲଗାଇ ମଙ୍ଗଳବାର ସଂସଦରେ ଶପଥ ନେଇଛନ୍ତି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସର...
ଖୁବଶୀଘ୍ର ଫେରିବ ମେହୁଲ ଚୌକସି
ପଞ୍ଜାବ ନାସନାଲ ବ୍ୟାଙ୍କ ଘୋଟାଲର ମୁଖ୍ୟ ଆରୋପୀ ମେହୁଲ ଚୌକସି ଖୁବ ଶୀଘ୍ର ଭାରତ ଫେରିବ । ଚୌକସି ଆଣ୍ଟିଗୁଆରେ ଆତ୍ମଗୋପନ କରିଥିଲା ଏବଂ ତାଙ୍କ ପାଖରେ ଆଣ୍ଟିଗୁଆର ନାଗରିକତ୍ୱ ଥିଲା । ଭାରତ ସରକାର ମେହୁଲଙ୍କ ପ୍ରତ୍ୟାବର୍ତନ ପାଇଁ...
ପୋଲିଂ ଅଫିସରଙ୍କ ଟିକ୍ ଟକ୍ ଭିଡିଓ ଭାଇରାଲ
ଲୋକସଭା ନିର୍ବାଚନ ସମୟରେ ହଳଦିଆ ଶାଢ଼ି ପିନ୍ଧା ପୋଲିଂ ଅଫିସର୍ଙ୍କ କଥା ଆପଣଙ୍କର ମନେ ଥିବ ନିଶ୍ଚୟ । ତାଙ୍କର ମର୍ଡନ ବେଶପୋଷାକ ପାଇଁ ନିର୍ବାଚନ ସମୟରେ ସେ ବହୁତ ଚର୍ଚ୍ଚାକୁ ଆସିଥିଲେ। ରୀନା ଦ୍ୱିବେଦି ନାମ୍ନୀ ଏହି ମହିଳାଙ୍କ...
ରାଜସ୍ଥାନ ବିଜେପି ମୁଖ୍ୟ ମଦନ ଲାଲଙ୍କ ପରଲୋକ
ବିଜେପି ରାଜସ୍ଥାନର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମଦନ ଲାଲ ଗତ ସୋମବାର ଦିନ ୭୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । କିଛି ଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ନୂଆଦିଲ୍ଲୀ...

















