ବିଜେପି କର୍ମୀଙ୍କୁ ଆକ୍ରମଣ
ବିଜେପୁର ଉପନିର୍ବାଚନକୁ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି | ସେପଟେ ନିର୍ବାଚନକୁ ନେଇ ଆରମ୍ଭ ହୋଇଗଲାଣି ବାର୍କ ଯୁଦ୍ଧ ତାସହ ନିର୍ବାଚନୀ ହିଂସା | ବିଜେପୁର ବ୍ଲକ ପଡା ଗାଁ ର ମନୋରଞ୍ଜନ ନାମକ ଜଣେ ବିଜେପି କର୍ମୀଙ୍କୁ...
ନାଲକୋର ରେକର୍ଡକାଳୀନ ଲାଭାଂଶ ଘୋଷଣା
2018-19 ବର୍ଷରେ ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲକୋ ରେକର୍ଡକାଳୀନ ଲାଭାଂଶ ଘୋଷଣା କରିଛି I 38ତମ ବାର୍ଷିକ ସାଧାରଣ ପରିଷଦ ବୈଠକରେ ନାଲକୋ ପକ୍ଷରୁ ଏହା ଘୋଷଣା କରାଯାଇଛି I ମିଳିଥିବା ଲାଭାଂଶର ପରିମାଣ ହେଉଛି 115 ପ୍ରତିଶତ ଅର୍ଥାତ...
ଭାରତୀୟ ନୌସେନାରେ ସାମିଲ ହେଲା ଖାଣ୍ଡେରି
ଭାରତୀୟ ନୌସେନାରେ ସାମିଲ୍ ହେଲା ଶକ୍ତିଶାଳୀ ବୁଡ଼ାଜାହାଜ ଆଇଏନ୍ଏସ ଖାଣ୍ଡେରି | ଆନୁଷ୍ଠାନିକ ଭାବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆଇଏନ୍ଏସ ଖାଣ୍ଡେରିକୁ ନୌସେନାରେ ସାମିଲ୍ କରାଇଛନ୍ତି | ଭାରତୀୟ ନୌସେନାରେ ଆଇଏନ୍ଏସ ଖାଣ୍ଡେରି ସାମିଲ ହେବା ପରେ ଭାରତୀୟ ନୌସେନାର...
ଜୁନାଗଡ଼ ପୀଡ଼ିତାଙ୍କ ସାନି ବୟାନ ରେକର୍ଡ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ପୋଲିସ ପୀଡ଼ିତାଙ୍କ ସାନି ବୟାନ ରେକର୍ଡ କରିଛି | ୧୬୧ ଧାରାରେ ପୋଲିସ ପୀଡ଼ିତାଙ୍କ ସାନି ବୟାନ ରେକର୍ଡ କରିଛି | ତଦନ୍ତକାରୀ ଅଧିକାରୀ ଓ ମହିଳା ପୋଲିସଙ୍କ...
ଗୋଳାବନ୍ଧ ଆର୍ମି ଏଡ଼ି ସେଣ୍ଟରକୁ ‘କଲର୍ସ ଆୱାର୍ଡ’
ବ୍ରହ୍ମପୁର ଗୋଳାବନ୍ଧ ଆର୍ମି ଏଡ଼ି ସେଣ୍ଟରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ | ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଉପସ୍ଥିତ ରହି ସେଣ୍ଟରକୁ ସର୍ବୋଚ୍ଚ ସାମରିକ ସମ୍ମାନ ‘କଲର୍ସ ଆୱାର୍ଡ’ ପ୍ରଦାନ କରିଛନ୍ତି |‘କଲର୍ସ ଆୱାର୍ଡ’ ହେଉଛି ସଶସ୍ତ୍ର ସେନା ପାଇଁ...
ରଙ୍ଗେଇଲୁଣ୍ଡାରେ ରାଷ୍ଟ୍ରପତି
ରଙ୍ଗେଇଲୁଣ୍ଡାରେ ପହଁଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଇଏଫର ସ୍ୱତନ୍ତ୍ର ହେଲିକପ୍ଟରରେ ପହଁଞ୍ଚିଲେ । ଏହାପରେ ଗୋଳାବନ୍ଧ ଆର୍ମି ଏଡି କଲେ ଜ ଯିବେ ଅପରାହ୍ନରେ ଭୁବନେଶ୍ୱରରେ ପହଁଞ୍ଚିଥିଲେ । ସେଠାରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ...
ସେବାଶ୍ରମରେ ଛାତ୍ରୀ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ, ଅଭିଭାବକ ମାଡରେ ଶିକ୍ଷକ ଗୁରୁତର
କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାର ଅଚଳାବସ୍ଥା ନେଲା ଜଣେ ନାବାଳିକା ଛାତ୍ରୀର ଜୀବନ | ଡାକ୍ତରଖାନାରେ ଡ଼ାକ୍ତରୀସେବା ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ ରୂପେ ଵ୍ୟପଯ୍ୟସ୍ତ ହୋଇପଡିଛି | ଯେଉଁଥି ପାଇଁ ଏକ ନିରିହା ଛାତ୍ରୀର ଜୀବନ ଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି...
ତପନ ମିଶ୍ରଙ୍କୁ ଦେଶର ସର୍ବଶ୍ରେଷ୍ଠ ପର୍ଯ୍ୟଟକ ଗାଇଡ ସମ୍ମାନ
ଓଡିଶାର ପ୍ରଥମ ପର୍ଯ୍ୟଟକ ଗାଇଡ ଭାବେ ତପନ କୁମାର ମିଶ୍ରଙ୍କୁ ରାଷ୍ଟ୍ରୀୟ ସର୍ବଶ୍ରେଷ୍ଠ ପର୍ଯ୍ୟଟକ ଗାଇଡ ସମ୍ମାନ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀସ୍ଥିତ ବିଗ୍ୟାନ ଭବନ ପରିସରରେ ଆୟୋଜିତ ଏହି ସମାରୋହରେ ତପନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।...
ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ
ମୟୁରଭଞ୍ଜରେ ବଢିବାକୁ ଲାଗୁଛି ନକଲି ବିଦେଶୀମଦ କାରବାର | ଦୀର୍ଘ ଦିନ ଧରି ଚୋରା ନକଲି ମଦ କାରବାରରେ ମାତିଛନ୍ତି ବେପାରୀ | ସେପଟେ ଟେର ପାଉନଥିବା ବାରିପଦା ଅବକାରୀ ବିଭାଗକୁ ମିଳିଛି ସଫଳତା | କୌଣସି ଏକ ବିଶେଷ...
ମୁହାଁ ମୁହିଁ ହେବେ ଇମ୍ରାନ ଓ ମୋଦି
ଶୁକ୍ରବାର ଜାତିସଂଘର ସାଧାରଣ ଅଧିବେଶନ | ମୁହାଁ ମୁହିଁ ହେବେ ଭାରତ ଓ ପାକିସ୍ତାନ | ଉଦ୍ବୋଧନ ଦେବେ ଦୁଇ ଦେଶର ପ୍ରଧାନମନ୍ତ୍ରୀ | ସନ୍ଧ୍ୟା ସାଢେ ୬ଟାରେ ବୈଠକ ଆରମ୍ଭ ହେବ | କିନ୍ତୁ ତା ପୂର୍ବରୁ ଅଧିବେଶନରେ...
















