27.2 C
Bhubaneswar
Tuesday, August 4, 2026
-Advertisement-

୫ଜଣଙ୍କୁ ଦଳିଦେଲା ଦନ୍ତା

ଏକାସାଙ୍ଗରେ ୫ଜଣଙ୍କୁ ଦଳିଦେଲା ଦନ୍ତା । ଅନୁଗୁଳ ଜିଲ୍ଲା ତାଳଚେରରେ ଏଭଳି ଅଘଟଣ ଘଟିଛି । ଷଣ୍ଢ ଓ ସନ୍ଥପଡ଼ା ଗାଁରେ ୫ ଜଣଙ୍କୁ ହାତୀ ଦଳି ମାରି ଦେଇଛି । ଏଥିରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ...

ସାମ୍ବାଦିକ ସମ୍ମିଳନୀରେ ସାଂସଦଙ୍କୁ ଜୋତାମାଡ

ବିଜେପି ସାମ୍ବାଦିକ ସମ୍ମିଳନୀରେ ଜୋତାମାଡ । ଏ ଦୃଶ୍ୟ ଦିଲ୍ଲୀ ବିଜେପି ମୁଖ୍ୟାଳୟର । ବିଜେପି ଦଳର ମୁଖପାତ୍ର ଜେଭିଏଲ ନରସିମହାଙ୍କର ଚାଲିଥିଲା ସାମ୍ବାଦିକ ସମ୍ମିଳନୀ । ହଠାତ୍ ଆଗ ଧାଡିରେ ବସିଥିବା ଜଣେ ଯୁବକ ତାଙ୍କ ଉପରକୁ ଜୋତା...

ସଞ୍ଜୁକ୍ତା ଦିଗାଲଙ୍କ ପରିବାରକୁ ୩୦ ଲକ୍ଷର ସହାୟତା ଘୋଷଣା

ନକ୍ସଲ ଆକ୍ରମଣରେ ମୃତ ମହିଳାଙ୍କ ପରିବାରକୁ ୩୦ ଲକ୍ଷର ସହାୟତା ଘୋଷଣା କରାଯାଇଛି । ଗତକାଲି କନ୍ଧମାଳ ଜିଲ୍ଲାରେ ନକ୍ସଲଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପୋଲିଂ କର୍ମଚାରୀଙ୍କ ପରିବାରକୁ ନିର୍ବାଚନ ଆୟୋଗ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି...

ଶାନ୍ତି ଶୃଙ୍ଖଳା ସହ ଚାଲିଛି ସାନି ମତଦାନ

ମାଲକାନଗିରି ଜିଲ୍ଲାର ଏମପିଭି୬୫ ଗ୍ରାମରେ ଆଜି ଆରମ୍ଭ ହୋଇଛି ସାନି ନିର୍ବାଚନ । ଗତ ୧୧ ତାରିଖରେ ଏଠାରେ ନିର୍ବାଚନ ସମୟରେ କିଛି ତ୍ରୁଟି ଯୋଗୁଁ ପୁନଃ ଭୋଟିଂ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଆଜି ସକାଳୁ ଏଠାରେ...

ଭୋଟ ଦେଲେ ନବଦମ୍ପତ୍ତି

ଦେଶବ୍ୟାପୀ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ ଚାଲିଥିବା ବେଳେ ମତଦାନକୁ ନେଇ ଭୋଟରଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ନିଜ ପସନ୍ଦର ପ୍ରାର୍ଥୀ ବାଛିବା ପାଇଁ ନିଜର ଅଧିକାର ସାବ୍ୟସ୍ତ କରିବାକୁ ବୁଥରେ ନବଦମ୍ପତ୍ତିଙ୍କ ଉପସ୍ଥିତି...

ଟଳିଲେ ୨ ମାଓବାଦୀ

ଛତିଶଗଡ କୋଆକୋଣ୍ଡାରେ ମାଓବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏନ୍‌କାଉଣ୍ଟରରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । କୋଆକୋଣ୍ଡା ଥାନା ଅନ୍ତର୍ଗତ ଧନୀକାରକା ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ନେଇ ଡିଷ୍ଟ୍ରିକ୍‌ଟ...

ଭୋଟ ପାଇଁ ଧାଡିରେ ଛିଡା ହୋଇଥିବାବେଳେ ବୃଦ୍ଧ ମୃତ

ଆସିକା ସଂସଦୀୟ କ୍ଷେତ୍ରରେ ଅଭାବନୀୟ ଘଟଣା । ସାନଖେମୁଣ୍ଡି କଂସାମାରି ବୁଥରେ ଜଣେ ୯୫ବର୍ଷୀୟ ବୃଦ୍ଧ ଭୋଟ ଦେବାକୁ ଆସିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ନଟବର ବେହେରା । ନଟବର ଭୋଟ ଦେବା ପାଇଁ...

ଅଚ୍ୟୁତଙ୍କ ପାଇଁ ପ୍ରଚାର କରି ଅଡୁଆରେ ଦୂତୀ

ଦୌଡରାଣୀ ଦୂତୀ ଚାନ୍ଦଙ୍କ ନାଁରେ ଅଭିଯୋଗ । ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ସୋଲିଆଲ ମିଡିଆ ଜରିଆରେ ଦୂତୀ ଭୋଟ ମାଗିବା ଅଭିଯୋଗ ହୋଇଛି । ଏନେଇ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ ହୋଇଛି । ଏହି ଘଟଣା...
video

ହତ୍ୟା ନା ଆତ୍ମହତ୍ୟା

ଦିନକୁ ଦିନ ସ୍ମାର୍ଟସିଟି ଭୁବନେଶ୍ୱରରେ ବଢିବାରେ ଲାଗିଛି ଅପରାଧିକ କାର୍ଯ୍ୟକଳାପ । ଆଜି ଭୁବନେଶ୍ୱରର ଇନ୍ଦ୍ରଧନୁ ମାର୍କେଟ କମ୍ପଲେକ୍ସରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି । ଏକ ଛୋଟ ହୋଟେଲ ମଧ୍ୟରୁ ଯୁବକ ଜଣକର ମୃତଦେହକୁ ଉଦ୍ଧାର କରାଯାଇଥିବା...
video

ବୁଡିଗଲେ ୩ ଛାତ୍ର

ନିମାପଡା କୁଶଭଦ୍ରା ନଦୀରେ ବୁଡିଯାଇଥିବା ୩ ଛାତ୍ରଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଧୀରପୁରର ବାଲିଘାଟ ନିକଟରେ ଗାଧୋଉଥିବାବେଳେ ବୁଡି ଯାଇଥିଲେ ୩ ଛାତ୍ର । ସ୍ଥାନୀୟ ଲୋକ ଏବଂ ନିମାପଡା ଅଗ୍ନିଶମ ବିଭାଗର କର୍ମଚାରୀ ମୃତଦେହ ଉଦ୍ଧାର...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...