ବିମାନଯାତ୍ରୀଙ୍କ ଅଚାନକ ମୃତ୍ୟୁ
କୋଲକତାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନ 822 ରେ ଜଣେ 32 ବର୍ଷୀୟ ଯାତ୍ରୀଙ୍କ ଅଚାନକ ମୃତ୍ୟୁ ଘଟିଛି. ତାଙ୍କ ଦେହ ହଠାତ ଖରାପ ହୋଇଯିବାରୁ ଇଣ୍ଡିଗୋ ବିମାନ ଏଟିସି ଠାରୁ ସିଗନାଲ ପାଇବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ...
ଜାନୁୟାରୀ 6ରୁ ବନ୍ଦ ଭିତରକନିକା
ବିଦେଶୀ ପକ୍ଷୀ ଓ ବଉଳା କୁମ୍ଭୀରଙ୍କ ଗଣନା ନିମନ୍ତେ ଆସନ୍ତାମାସ ଜାନୁୟାରୀ 6 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ କେନ୍ଦ୍ରାପଡା ଜିଲ୍ଲା ଭିତରକନିକା ଅଭୟାରଣ୍ୟ. ଭିତରକନିକା ଜାତୀୟ ଉଦ୍ୟାନ ସମେତ ସାତଭାୟାର ବିସ୍ତୀର୍ଣ୍ଣ ଜଳାଶୟ, ରାଇପାଟିଆ, ମଠଆଡିଆ,...
ବଦଳିଲେ ବିଏମସି କମିଶନର
ବଦଳିଛନ୍ତି ବିଏମସି କମିଶନର. ଶୁଭମ ସକ୍ସେନାଙ୍କୁ ବିଏମସିର ନୂଆ କମିଶନର ରୂପେ ନିଯୁକ୍ତି ଦିଆଯାଇଛି. 2013 ବ୍ୟାଚ ଆଇଏଏସ ଅଫିସର ଡ. କ୍ରିଶନ କୁମାର ବିଏମସି କମିଶନର ରୂପେ କାର୍ଯ୍ୟ କରୁଥିଲେ. ବର୍ତ୍ତମାନ, ଡିସେମ୍ବର 24 ତାରିଖରେ ଏହି ଦାୟିତ୍ୱ...
ରାଜ୍ୟ କ୍ୟାବିନେଟରେ ବଡ ନିଷ୍ପତ୍ତି
ଚାଷୀଙ୍କ ପାଇଁ ନୂଆ ଯୋଜନା ଆରମ୍ଭ କରିବେ ରାଜ୍ୟ ସରକାର. ଯୋଜନାର ନାଁ ଦିଆଯାଇଛି ‘କାଳିଆ’. ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି. ଚାଷୀଙ୍କ ପାଇଁ ‘କାଳିଆ’ (କୃଷକ ଆସିଷ୍ଟାଣ୍ଟ୍ସ ଫର୍...
ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ନିକଟସ୍ଥ ବିଜେପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଶୁକ୍ରବାର ଅପରାହ୍ନ 2.30 ମିନିଟରେ 2 ଦୁର୍ବୃତ୍ତ ପଶି ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରିଛନ୍ତି. ଫଳରେ ମ୍ୟାନେଜର କୈଳାସ ଚନ୍ଦ୍ର ଡୋରାଙ୍କ ପେଟରେ ଗୁଳି ବାଜିଛି. ପରେ...
ବିଳମ୍ବରେ ଆତ୍ମସମର୍ପଣ ପାଇଁ ସଜ୍ଜନଙ୍କ ଆବେଦନ ଖାରଜ
1984 ମସିହାରେ ଶିଖି ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଜ୍ଜନ କୁମାର ଆତ୍ମ ସମର୍ପଣରେ ବିଳମ୍ବ ପାଇଁ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ନାକଚ କରିଦେଇଛନ୍ତି. ଯେଉଁଥିରେ ସେ 30 ଜାନୁୟାରୀ ପର୍ଯ୍ୟନ୍ତ ସମୟ ମାଗିଥିବା ଉଲ୍ଲେଖ ରହିଥିଲା....
ଏଣିକି ସୁରକ୍ଷିତ ରହିବନି ଆପଣଙ୍କ ତଥ୍ୟ
ଏଣିକି ଆଉ ସୁରକ୍ଷିତ ରହିବନି ଆପଣ କମ୍ପ୍ୟୁଟରରେ ରଖିଥିବା ସମସ୍ତ ତଥ୍ୟ. କାରଣ ମୋଦି ସରକାର ବର୍ତ୍ତମାନ ଏଭଳି ଏକ ଆଦେଶ ଜାରି କରିଛନ୍ତି, ଯେଉଁଥିରେ ଏବେ, ଯେ କୌଣସି କମ୍ପ୍ୟୁଟର ଡାଟା ମଧ୍ୟରେ ସରକାର ଅତି ସହଜରେ ପ୍ରବେଶ...
୪୨ ଆଇଏଏସ୍ ଅଫିସରଙ୍କ ବଦଳି କଲେ କମଲ ନାଥ
ହାତକୁ ପାୱାର ଆସିବା ପରେ ଏବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଆକ୍ସନ ମୁଡ୍ରେ ଅଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ରାଜ୍ୟର ୨୬ ଜିଲାପାଳଙ୍କ ସମେତ ୪୨ ଆଇଏଏସ୍ ଅଫିସରଙ୍କ ବଦଳି କରିଛନ୍ତି । ପ୍ରଶାସନିକସ୍ତରରେ ସୁଧାର ପାଇଁ ଏପରି...
କଂଗ୍ରେସର ଅଭିଯୋଗ: ‘ପିଠା’ ନୁହେଁ ‘ପିଟା’
‘ପିଠା’ ନାଁରେ ସରକାର ଏକ ନିର୍ବାଚନୀ ପ୍ରହେଳିକା ଆରମ୍ଭ କରିଛନ୍ତି । ଏ କାର୍ଯ୍ୟକ୍ରମ ବାସ୍ତବରେ ‘ପିଟା’ । କିନ୍ତୁ ସରକାର ଗାଁ ଲୋକଙ୍କ ମନରେ ମିଛି ମିଛିକା ଖୁସି ସୃଷ୍ଟି କରିବା ପାଇଁ ପିଠା ନାଁ ଦେଇଛନ୍ତି ବୋଲି...
ଓବାମାଙ୍କ ସରପ୍ରାଇଜ
ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ବୁଧବାର ୱାଶିଂଟନର ନ୍ୟାସନାଲ ଚିଲଡ୍ରେନ ହସ୍ପିଟାଲରେ ସାନ୍ତା କ୍ଲଜ ବେଶରେ ପହଞ୍ଚି ସେଠାରେ ଚିକିତ୍ସିତ ହେଉଥିବା ପିଲାଙ୍କୁ ସରପ୍ରାଇଜ ଦେଇଛନ୍ତି. ଲାଲଟୋପି ଏବଂ କାନ୍ଧରେ ଗିଫ୍ଟସ ଭରା ବ୍ୟାଗ ନେଇ ପହଞ୍ଚିବା କ୍ଷଣି...










