ଦାୟିତ୍ୱ ନେଲେ ବିଶ୍ୱଭୂଷଣ
ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ। ଶପଥ ଗ୍ରହଣ ଉତ୍ସବରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ୱାଇ.ଏସ୍. ଜଗନମୋହନ ରେଡ୍ଡି ଉପସ୍ଥିତ ଥିଲେ। ଗତ ୧୬ ତାରିଖରେ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ କରାଯିବା...
ନାରୀ ନିର୍ଯାତନା ବିରୋଧରେ କାଲି ରାସ୍ତାକୁ ଓହ୍ଲାଇବ କଂଗ୍ରେସ
ରାଜ୍ୟରେ ଦିନକୁ ଦିନ ନାରୀ ପ୍ରତି ଅସମ୍ମାନ ହେବା ସହ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି । ନାରୀ ଆଜିର ସମାଜରେ ଅସୁରକ୍ଷିତ ହୋଇପଡ଼ିଛି । କେବେ ନାରୀ ନିର୍ଯାତନା ଖବର ଆସୁଛି ତ କେବେ ଦୁଷ୍କର୍ମର ଶିକାର ହେଉଛି...
ଅର୍କେଲ ପୋଲିସକୁ ବଡ ସଫଳତା
ଅର୍କେଲ ପୋଲିସକୁ ବଡ ସଫଳତା । ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ ଅର୍କେଲ ପୋଲିସ ଚଢାଉ କରି ୧୧୨୩ କେଜି ଗଂଜେଇ ଜବଦ କରିବା ସହିତ ୨ ଜଣକୁ ଗିରଫ କରିଛି । ମାଲକାନଗିରି ଜିଲ୍ଲାରୁ ଗଂଜେଇ ଚୋରାଚାଲାଣ...
ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଜିଗିର୍ ଦୋସ୍ତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦିନ ତାଙ୍କ ବାସଭବନରେ ବହୁ ବିଶିଷ୍ଠ ବ୍ୟକ୍ତିଙ୍କ ସହ ସାକ୍ଷାତ କରନ୍ତି ଏବଂ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ମଧ୍ୟ କରନ୍ତି । କେତେ ବେଳେ କେଉଁ ରାଷ୍ଟ୍ରର ପ୍ରମୁଖ ସଚିବ ଅବା କେତେବେଳେ କେଉଁ...
ବୃଦ୍ଧି ପାଉଛି ଡିଜିଟାଲ ମିଡିଆ ସଂଖ୍ୟା
ଭାରତରେ ବୃଦ୍ଧିପାଇବାରେ ଲାଗିଛି ଇଣ୍ଟରନେଟ୍ ବ୍ୟବହାରୀଙ୍କ ସଂଖ୍ୟା । ସେହି ଅନୁପାତରେ ବଢିଚାଲିଛି ଡିଜିଟାଲ ମିଡିଆର ସଂଖ୍ୟା । । ଡିଜିଟାଲ ମିଡିଆ ୨୦୧୯ରେ ଫିଲ୍କ ମନୋରଞ୍ଜନ ଏବଂ ୨୦୨୧ ସୁଦ୍ଧା ପ୍ରିଣ୍ଟ ମିଡିଆକୁ ପଛରେ ପକାଇଦେବ ।୨୦୨୧ ରେ ଡିଜିଟାଲ...
୧୨ ଘଣ୍ଟିଆ ବନ୍ଦ ପାଳନ
ମାଲକାନଗିରି ଚିତ୍ରକୋଣ୍ଡାରେ ଆଜି ଯାଏଁ ଉତ୍ତମ ମୋବାଇଲ ସେବା ହୋଇପାରିନାହିଁ । ଫଳରେ କାହା ସହ ଯୋଗାଯୋଗ କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନୁ ହେବାକୁ ପଡୁଛି ଏମାନଙ୍କୁ । ତେଣୁ ଆଜି ସାମାଜିକ ସଂଗଠନ ପକ୍ଷରୁ ୧୨ଘଣ୍ଟିଆ ଚିତ୍ରକୋଣ୍ଡା...
ଶବରୁ କିଏ ନେଉଛି ଆଖି
ପୁଣି ଶବରୁ ଆଖି ଗାଏବ । ଅନୁଗୁଳ ମେଡିକାଲରେ ପୁଣିଥରେ ଆଉ ଏକ ଶବରୁ ଆଖି ଗାଏବ ହୋଇଥିବା ଅଭିଯୋଗ ହୋଇଛି । ଦୂର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଖି ତାଡି ନେଇଯାଇଥିବା ଅଭିଯୋଗ ହୋଇଛି । ତେବେ...
ଛୁଟୁଛି ଶୁଭେଚ୍ଛାର ସୁଅ
ଚନ୍ଦ୍ରଯାନର ସଫଳ ଉତକ୍ଷେପଣ ପରେ ଉତ୍ସାହିତ ସାରା ଭାରତ । ଉତକ୍ଷେପଣ ପରେ ଇସ୍ରୋକୁ ଛୁଟୁଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତିଙ୍କଠୁ ଆରମ୍ଭକରି ପ୍ରଧାନମନ୍ତ୍ରୀ ସମସ୍ତେ ଟ୍ୱିଟ୍ କରି ଇସ୍ରୋ ଏବଂ ସମସ୍ତ ବୈଜ୍ଞାନିକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ...
ରକ୍ତମୁଖା ଲାଲବାହିନୀ
ରକ୍ତମୁଖା ଲାଲବାହିନୀ । ୧୨ ଘଣ୍ଟା ଭିତରେ କଳାହାଣ୍ଡି ଜିଲ୍ଲାରେ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା । ଗତକାଲି ବିଳମ୍ବିତ ରାତିରେ ବିଶ୍ୱନାଥପୁର ବାବୁପଦର ଗାଁର ଭୀମ ଦୋରାଙ୍କୁ ୪ଜଣ ସଶସ୍ତ୍ର ମାଓବାଦୀ ଘରୁ ଉଠାଇ ନେଇଥିଲେ ।...
ରାଜ୍ୟପାଳଙ୍କୁ ଭେଟିଲେ ସାମ୍ବାଦିକ ସଂଘ
ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ଚତୁର୍ଥସ୍ତମ୍ଭ । କେଉଁଠି ସମ୍ବାଦିକଙ୍କୁ ମାଡ, ତ ଆଉ କେଉଁଠି ମର୍ଡର । ତେଣୁ ସୁରକ୍ଷିତ ରହିବା ପାଇଁ ଆଜି ରାଜ୍ୟପାଳ ଗଣେଶି ଲାଲଙ୍କୁ ଭେଟିଛନ୍ତି କଳିଙ୍ଗ ସାମ୍ବାଦିକ ସଂଘ । କଳିଙ୍ଗ ସାମ୍ବାଦିକ...
















