୫ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ
ରାୟଗଡା ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ରର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ଯାଞ୍ଚ ପ୍ରକ୍ରିଆରେ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ବିଭୀଷଣ ମାଝୀ ଓ ଅମ୍ବିକା ମାଝୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିବାବେଳେ ଅନ୍ୟ ୫ ଜଣ...
ନିର୍ବାଚନୀ ହିଂସା: ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ନିର୍ମମ ହତ୍ୟା
ନିର୍ବାଚନ ହେବା ପୂର୍ବରୁ କେନ୍ଦୁଝର ଆନନ୍ଦପୁରର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷଙ୍କୁ ଘରୁ ଡାକିନେଇ କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି. ମୃତକ ଜଣକ ରାମଚନ୍ଦ୍ର ବେହେରା ବୋଲି ଜଣାପଡିଛି. ତେବେ ଏହି ଜଘନ୍ୟ ହତ୍ୟାକାଣ୍ଡ ପଛରେ ରାଜନୈତିକ ହିଂସା ଅଛି ବୋଲି...
ବିଜେପିରେ ଯୋଗଦେଲେ ଜୟାପ୍ରଦା
ନିର୍ବାଚନ ପୂର୍ବରୁ ନେତାମାନଙ୍କ ଦଳ ଅଦଳ ବଦଳ କରିବା ଜାରି ରହିଛି. ଏହା ମଧ୍ୟରେ ସମାଜବାଦୀ ପାର୍ଟିର ନେତ୍ରୀ ଜୟାପ୍ରଦା ବିଜେପିରେ ଯୋଗ ଦେଇଛନ୍ତି. ଅଭିନେତ୍ରୀ ଓ ପୂର୍ବତନ ସାଂସଦ ଜୟା ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି. ତେବେ ଦଳ...
ଜାରି ହେଲା ବିଜେପିର ଷ୍ଟାର ପ୍ରଚାରକଙ୍କ ତାଲିକା
ଲୋକସଭା ନିର୍ବାଚନ ପାଇଁ ଏବେ ସାରା ରାଜ୍ୟରେ ନିର୍ବାଚନ ତାତି ବଢିଲାଣି. ସମସ୍ତେ ନିଜ ନିଜ ଦଳକୁ ନେଇ ପ୍ରଚାର କରିବା ଆରମ୍ଭ ମଧ୍ୟ କରିଦେଲେଣି. ପ୍ରଚାର ପାଇଁ ବିଜେପି ବିଜୟ ସମାବେଶ ମଧ୍ୟ କରୁଛି. ତେବେ ମାର୍ଚ୍ଚ 28...
ସୁକମାରେ ଏନକାଉଣ୍ଟର: 4 ନକ୍ସଲ ସଫା
ନିର୍ବାଚନ ପୂର୍ବରୁ ଓଡିଶାର ପଡୋଶୀ ରାଜ୍ୟ ଛତିଶଗଡରେ ପୁଣି ଗୁଳି ବର୍ଷା ହୋଇଛି. ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ 4 ନକ୍ସଲ ନିହତ ହୋଇଥିବା ପ୍ରକାଶ ପାଇଛି. ସୁକମା ବିଜପୁର ସୀମା ନିକଟରେ ଏହି ଗୁଳି...
ହାତୀ ଆକ୍ରମଣରେ ଦମ୍ପତିଙ୍କ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା ସଗର ଥାନା ଦୁଧୁକାଟେଣୀ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା. ଗତ କିଛି ଦିନ ଧରି ଆତଙ୍କ ରଚାଇଥିବା ହାତୀ ପଲଙ୍କ ଆକ୍ରମଣରେ ଶୋରିଶିଆପଦା ରାମେଇ ଗାଁର ଦୁଇ ଦମ୍ପତିଙ୍କ ମୃତ୍ୟୁ ଘଟିଛି. ସୂଚନା ଅନୁସାରେ, ଗତକାଲି...
ବିଜେପୁରରେ ନବୀନ vs ସନତ
ବିଜେପୁର ବିଧାନସଭା ଆସନ ପାଇଁ ଗତକାଲି ବିଳମ୍ବିତ ରାତିରେ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି. ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବିଜେପୁର ଆସନ ପାଇଁ ଲଢୁଥିବା ବେଳେ ତାଙ୍କୁ ଟକ୍କର ଦେବା ପାଇଁ ସନତ ଗଡତିଆଙ୍କୁ...
ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା : ବିଧାୟକ ଜାକବ ପ୍ରଧାନଙ୍କୁ ମିଳିଲାନି ଟିକେଟ
ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବିଧାୟକ ଜାକବ ପ୍ରଧାନଙ୍କୁ ଟିକେଟ ମିଳି ନଥିବା ବେଳେ ଶ୍ୟାମଘନ ପ୍ରଧାନଙ୍କୁ ଦଳ ଜି. ଉଦୟଗିରି ଆସନରେ ପ୍ରାର୍ଥୀ କରିଛି । ହିଞ୍ଜିଳି ଆସନରେ ଦଳ ରାମକୃଷ୍ଣ ପଣ୍ଡାଙ୍କ ଜାଗାରେ...
ଶଙ୍ଖ ଧରିଲେ ରାଜକିଶୋର
ଶଙ୍ଖ ଧରିଲେ ରାଜ୍ୟ ବିଜେପିର ପୂର୍ବତନ ଉପସଭାପତି ରାଜକିଶୋର ଦାସ । ସୋମବାର ସନ୍ଧ୍ୟାରେ ବିଜେଡି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ରାଜକିଶୋର । ବିଜେପିରେ ତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ଆଣି ସେ ଦଳ ଛାଡିଥିଲେ...
ଚତୁର୍ଥଥର ପାଇଁ ନାମାଙ୍କନ ଦାଖଲ କଲେ ହିମିରିକା
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନରେ ରାୟଗଡାରେ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି ପକ୍ଷରୁ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା ଚତୁର୍ଥ ଥର ପାଇଁ ରାୟଗଡା ଉପଜିଲ୍ଲାପାଳଙ୍କ...









