ସିବିଆଇକୁ ଆନ୍ଧପ୍ରଦେଶ ମନା
ଏଣିକି ବିନା ଅନୁମତିରେ ଆନ୍ଧ୍ରରେ ପ୍ରବେଶ କରିପାରିବନି ସିବିଆଇ । ଆନ୍ଧ୍ରର କୌଣସି ମାମଲାରେ ହସ୍ତକ୍ଷେପ କରିପାରିବନି ସିବିଆଇ । ସିବିଆଇରେ ଚାଲିଥିବା ଭ୍ରଷ୍ଟାଚାର ଛକାପଞ୍ଝା ମଧ୍ୟରେ ଆନ୍ଧ୍ରପ୍ରଦେଶ ସରକାର ଏହି ନିଷ୍ପତି ନେଇଛନ୍ତି । କେନ୍ଦ୍ର ସିବିଆଇର ଅପବ୍ୟବହାର...
ଜିଆଇ ଟ୍ୟାଗ୍ ପାଇଁ ରସଗୋଲା ପରେ ଏବେ ତାଳଗୁଡ !
ରସଗୋଲାକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ସହ ଓଡିଶାର ଶୀତଳ ଯୁଦ୍ଧ ପରେ ଏବେ ତାଳଗୁଡକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଓଡିଶା ସରକାର ଯୋଜନା କରୁଛନ୍ତି. ସୂଚନା ଅନୁସାରେ, ଏହାକୁ ନେଇ ଓଡିଶା ରାଜ୍ୟ...
ଜାତୀୟ ପ୍ରେସ୍ ଦିବସ
ପ୍ରତିବର୍ଷ ନଭେମ୍ବର ମାସ 16 ତାରିଖକୁ ଦେଶବ୍ୟାପୀ ଜାତୀୟ ପ୍ରେସ୍ ଦିବସ ରୂପେ ପାଳନ କରାଯାଏ. ସାମ୍ବାଦିକମାନଙ୍କୁ ସମ୍ମାନ ଦେବା ତଥା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମକୁ ସୁଦୃଢ କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ. ପ୍ରତି ବର୍ଷ...
ମର୍ମନ୍ତୁଦ ସଡକ ଦୁର୍ଘଟଣା
ଜଗତସିଂହପୁର ଜିଲ୍ଲା ସଦରଥାନା ଅନ୍ତର୍ଗତ ଚାରିପୋଲିଆ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା. ଏକ ହାଇୱେ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି. 55 ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି.
ସୁଚନାଅନୁଯାୟୀ, ଜଗତସିଂହପୁରରୁ କଟକ ଅଭିମୁଖେ ଯାଉଥିବା ସମୟରେ ଉକ୍ତ...
୧୨ ଘଣ୍ଟିଆ ବନ୍ଦ ଡାକରା
ଝାରସୁଗୁଡା ଜିଲ୍ଲା ବେଲପାହାଡରେ ଆଜି ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ବେଲପାହାଡ ନାଗରିକ ମଂଚ ଏହି ବନ୍ଦ ଡାକରା ଦେଇଛି । ୬ ଦଫା ଦାବି ନେଇ ମଂଚ ଆଜି ସକାଳ ୬ଟାରୁ ସହରରେ ଗାଡି ଚଳାଚଳ...
ଝାଡଖଣ୍ଡି ହାତୀଙ୍କ ଉପଦ୍ରବ
ପୁଣି ଝାଡଖଣ୍ଡୀ ହାତୀଙ୍କ ଉପଦ୍ରବ। ବାଲେଶ୍ୱର ଜିଲ୍ଲା ନୀଳଗିରି ରେଞ୍ଜର ଗୋପାଳପୁର ଜଙ୍ଗଲରେ ଥିବା ଝାଡଖଣ୍ଡ ହାତୀମାନେ ଗତକାଲି ରାତିରେ ଗୋପାଳପୁର ଜଙ୍ଗଲରୁ ବାହାରି ଆନନ୍ଦପୁର,ହାତିଆଶିଳ, ଜଡିବାଲିର ଚାଷ ଜମିରେ ଧାନ ଫସଲ ଖାଇବା ସହ ଗାଁରେ ପଶି ୩ଟି...
ହାତରେ ଗଙ୍ଗାଜଳ ଧରି କ’ଣ ଶପଥ କଲା କଂଗ୍ରେସ
ଛତିଶଗଡ ବିଧାନସଭା ନିର୍ବାଚନ ୨୦୧୮ର ଦ୍ୱିତୀୟ ପର୍ୟ୍ୟାୟ ଭୋଟ ପୂର୍ବରୁ କଂଗ୍ରେସର ପ୍ରତିଶୃତି । ସମସ୍ତେ ହାତରେ ଗଙ୍ଗାଜଳ ଧରି ଶପଥ କରିଛନ୍ତି ଯେ, ରାଜ୍ୟରେ କଂଗ୍ରେସ ସରକାର ଆସିବାର ୧୦ ଦିନ ମଧ୍ୟରେ କୃଷକଙ୍କ ଋଣ ଛାଡ କରିବେ...
ଘରୋଇ ସେକ୍ଟରରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା
ଘରୋଇ କମ୍ପାନୀରେ କାମ କରୁଥିବା ଲୋକଙ୍କୁ ସର୍ବଦା ଭେଦଭାବର ଶିକାର ହେବାକୁ ପଡିଥାଏ. ଏହାଛଡା ସରକାରୀ କର୍ମଚାରୀଙ୍କୁ ଯେଉଁ ସବୁ ସୁବିଧା ମିଳିଥାଏ, ତାହା ସେମାନଙ୍କୁ ମିଳିନଥାଏ. ହେଲେ ବର୍ତ୍ତମାନ, ମୋଦି ସରକାର ଘରୋଇ ସଂସ୍ଥାରେ କାମ କରୁଥିବା ବ୍ୟକ୍ତିଙ୍କ...
ସ୍ୱେଚ୍ଛାକୃତ ଭାବେ ଅବସର ନେବେ ବରିଷ୍ଠ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ
ଅବସର ନେବେ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ. ତାଙ୍କର ଏହି ସ୍ୱେଚ୍ଛାକୃତ ଅବସରକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି. ଏହାସହ ତାଙ୍କର ଆବେଦନ ପତ୍ରକୁ ଯଥାଶୀଘ୍ର ଗ୍ରହଣ କରି ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବାକୁ କେନ୍ଦ୍ରକୁ ପଠାଇଛନ୍ତି ସରକାର. ତେବେ...
ଟିକଟ ପାଇଁ ଟେନସନ, ଭାଙ୍ଗିଲେ ବାରିକେଡ୍
15 ତାରିଖ ସକାଳୁ କଳିଙ୍ଗ ଷ୍ଟାଡିୟମ 9 ନମ୍ବର ଗେଟ୍ ପାଖରେ ଥିବା ଟିକେଟ କାଉଣ୍ଟର ପାଖରେ ଭଙ୍ଗାରୁଜା କରିଛନ୍ତି କିଛି ସାଧାରଣ ଦର୍ଶକ. ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବର ଟିକେଟ ନ ମିଳିବାରୁ ଏପରି ହୋଇଥିବା କୁହାଯାଇଛି. ସୂଚନା...








