ଆରମ୍ଭ ହେଲା ଶ୍ରମିକ ମାନଙ୍କ ପାଇଁ ପେନସନ ଯୋଜନା
ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ବିଶ୍ୱର ସବୁଠୁ ବଡ କଲ୍ୟାଣକାରୀ ଯୋଜନା.ଏହି ଯୋଜନା ସମାଜର ସବୁଠୁ ଗରିବ ଓ ଉପେକ୍ଷିତ ବର୍ଗଙ୍କ ସୁରକ୍ଷା କବଚ ହେବ. ଶ୍ରମଯୋଗୀ ଯୋଜନାରେ ମାସିକ ୩ ହଜାର ଟଙ୍କାର ପେନସନ୍ ବ୍ୟବସ୍ଥା ଗରିବ ଲୋକର...
ତ୍ରାଲରେ ଏନକାଉଣ୍ଟର: ଟଳିଲେ ଦୁଇ ଆତଙ୍କବାଦୀ
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ. ସୋମବାର ତ୍ରାଲରେ ସେନା ଦ୍ୱାରା ହୋଇଥିବା ସର୍ଚ୍ଚ ଅପରେସନରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି. ଆଜି ଅର୍ଥାତ ମଙ୍ଗଳବାର ମଧ୍ୟ ଜାରି ରହିଛି ସର୍ଚ୍ଚ ଅପରେସନ. ନିହତ ଦୁଇ ଆତଙ୍କବାଦୀ ହିଜବୁଲ ମୁଜାହିଦୀନ...
ବିଜୁ ଜୟନ୍ତୀ ଅବସରରେ ମିନି ମାରାଥନ
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ଆୟୋଜିତ ହୋଇଥିଲା ମିନି ମାରାଥନ. ଯେଉଁଥିରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ ଏବଂ ବିଜୁ ବାବୁଙ୍କ ସାହସିକତା ବଖାଣିଥିଲେ. ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମିନି ମାରାଥନ...
ଆଜିଠୁ ବିଜେଡିର ‘ଘରେ ଘରେ ଶଙ୍ଖ’ ଅଭିଯାନ
ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତି ଅବସରରେ ବିଜେଡି ଆରମ୍ଭ କରିଛି ‘ଘରେ ଘରେ ଶଙ୍ଖ’ ଅଭିଯାନ. ଆଗକୁ ନିର୍ବାଚନ ଥିବାରୁ ବିଜେଡି ଏହି ନୂଆ ଅଭିଯାନ ଆରମ୍ଭ କରିଛି. ଏହି ଅଭିଯାନ ମାଧ୍ୟମରେ ଲୋକମାନଙ୍କ ମତ ନେବ ବିଜେଡି...
ଆତ୍ମହତ୍ୟା ନା ମୃତ୍ୟୁ ପଛର ଅନ୍ୟ କିଛି କାରଣ
ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର. କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ଏକ ଘରୋଇ ନର୍ସିଂ ହୋମରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ. ଯୁନତୀଙ୍କ ନାଁ ସରୋଜିନୀ ଦାସ ତାଙ୍କ ବୟସ 23 ବର୍ଷ ବୋଲି ଜଣାପଡିଛି . ସେ...
ପଞ୍ଚଲିଙ୍ଗେଶ୍ବରରେ ଶିବରାତ୍ରୀ
ବାଲେଶ୍ୱର ଜିଲ୍ଲା ନୀଳଗିରିର ଦେବଗିରି ପର୍ବତମାଳା ମଧ୍ୟରେ ଥିବା ବାବା ପଂଚଲିଙ୍ଗେଶ୍ୱର ଶୈବ ପୀଠ ଜାଗର ପାଇଁ ହୋଇଉଠିଛି ଚଳଚଂଚଳ. କେବଳ ବାଲେଶ୍ୱର ଜିଲ୍ଲା ନୁହେଁ, ଜିଲ୍ଲା ବାହାରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ଛୁଟି ଆସିଛନ୍ତି ପ୍ରଭୁ ପଞ୍ଚଲିଙ୍ଗେଶ୍ବରଙ୍କ...
ତିରୁପତି ଦର୍ଶନରେ ବରିଷ୍ଠ ତୀର୍ଥଯାତ୍ରୀ
ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ରାୟଗଡା ଜିଲ୍ଲାରେ ଆରମ୍ଭ ହୋଇଛି ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରୀ ଟ୍ରେନ । ରବିବାର ୬ଟି ଜିଲ୍ଲାର ପ୍ରାୟ ୮୫୦ ତୀର୍ଥଯାତ୍ରୀ ତିରୁପତି,ଭେଲୁର ଓ ଶ୍ରୀକାଲାହସ୍ତୀ ଦର୍ଶନ କରିବା ପାଇଁ ଯାଇଛନ୍ତି. ଆସନ୍ତା...
ହୁ..ହୁ ହୋଇ ଜଳିଲା ଚଳନ୍ତା ଗାଡି
କଳାହାଣ୍ଡି ଜିଲ୍ଲା ଧର୍ମଗଡ ଆମପାଲିରେ ଏକ ଭ୍ୟାନରେ ଅଗ୍ନିକାଣ୍ଡ ଘଟିଛି । ଘାଟି ଉପରକୁ ଭ୍ୟାନଟି ଉଠୁଥିବା ବେଳେ ହଠାତ ସେଥିରେ ନିଆଁ ଲାଗିଯାଇଥିଲା,ଫଳରେ ଭ୍ୟାନଟି ଜଳି ଯାଇଥଲା । ଗାଡିରେ ଥିବା ୧୫ ଜଣ ବ୍ୟକ୍ତି ଅଳ୍ପକେ ବର୍ତି...
ବିଜେଡିର ବିରୋଧ
ପୂର୍ବତଟ ରେଳବାଇକୁ ଭାଗ ଭାଗ କରିବା ପାଇଁ କେନ୍ଦ୍ରର ଷଡଯନ୍ତ୍ର. ପୂର୍ବତଟ ରେଳପଥକୁ ଭାଙ୍ଗି ଦକ୍ଷିଣ ପୂର୍ବ ରେଳପଥ ଗଠନ କରିବା ଏବଂ ମୁଖ୍ୟ କାର୍ଯ୍ୟାଳୟ ବିଶାଖାପାଟଣାକୁ ଉଠାଇନେବା ପାଇଁ କେନ୍ଦ୍ର ନିଷ୍ପତ୍ତିକୁ ବିରୋଧ କରିଛି ବିଜେଡି. ପ୍ରତିବାଦରେ ବିଜୁ...
ବିଜେଡିର ନୂଆ ଅଭିଯାନ
ମଙ୍ଗଳବାରରୁ ବିଜେଡି ରାଜ୍ୟରେ ଆରମ୍ଭ କରିବ ନୂଆ ଅଭିଯାନ । ଏହି ଅଭିଯାନର ନାଁ ରହିଛି ‘ଘରେ ଘରେ ଶଙ୍ଖ- ମତାମତ ଦିଅନ୍ତି ଆପଣ,ପାଳନ କରନ୍ତି ନବୀନ’ । ମାର୍ଚ୍ଚ ୫ ବିଜୁ ପଟ୍ଟନାୟକଙ୍କ ୧୦୩ ତମ ଜୟନ୍ତୀ ତଥା...


















