30.8 C
Bhubaneswar
Saturday, August 1, 2026
-Advertisement-
video

କେବେ ଦୂର ହେବ ଦୁଃଖ

ଇତି ମଧ୍ୟରେ ଦେଢ ବର୍ଷ ବିତିଲା । ତଥାପି ରାୟଗଡା ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଗୋସେଇଁ କଣ୍ଟୁଆ ଗ୍ରାମର କ୍ଷତିଗ୍ରସ୍ତ ଙ୍କୁ ସରକାରୀ ସହାୟତା ମିଳିନାହିଁ ।ଗ୍ରାମର ୨୪ ଜଣଙ୍କୁ କ୍ଷତିପୁରଣ ମିଳିଥିବାବେଳେ ଅନେକ କ୍ଷତିଗ୍ରସ୍ତଙ୍କୁ ଘରଭଙ୍ଗା କ୍ଷତିପୂରଣ...
video

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ବାଲେଶ୍ୱର ଜିଲ୍ଲା ନୀଳଗିରି ରେଞ ଅନ୍ତର୍ଗତ ମହୀସାପଟା ପଂଚାୟତର ଜାମ ବଣି ଗ୍ରାମର ମୀନତ ସିଂ ଭାଲୁ ଆକ୍ରମଣରେ ଗୁରୁତର ହୋଇ  ନୀଳଗିରି ଥାନାରେ ଭର୍ତ୍ତି ହୋଇଛନ୍ତି । ମୀନତି ସିଂ ବନ ସୁରକ୍ଷା ସମିତିର ଜଣେ ସଦସ୍ୟା ।...
video

ବନ ବିଭାଗ ଅବହେଳାରୁ ଆଖି ବୁଜିଲା ଦନ୍ତା

ବନ ବିଭାଗ ଅବହେଳାରୁ ପ୍ରାଣ ହରାଇଲା ଦନ୍ତା. ଗତମାସ 2 ତାରିଖରେ କାମାକ୍ଷାନଗର ରେଞ୍ଜରେ ଧରାପଡିଥିଲା 45 ବର୍ଷୀୟ ଦନ୍ତା. ବନ ବିଭାଗ ଦେଖିବା ବେଳେକୁ ଦନ୍ତାର ଦୁଇ ଗୋଡରେ ଗଭୀର କ୍ଷତ ଯୋଗୁ ସେ ଚାଲି ପାରୁ ନଥିଲା....

8ରେ ଓଡିଶା ଆସୁଛନ୍ତି ରାହୁଲ

ମାର୍ଚ୍ଚ 8 ତାରିଖରେ ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ. ଖାଲି ରାହୁଲ ନୁହେଁ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଧ୍ୟ ଓଡିଶା ଆସୁଛନ୍ତି. ଓଡିଶାରେ ଆୟୋଜିତ ଦୁଇଟି ବିଶାଳ ସମାବେଶରେ ଯୋଗ ଦେବା ପାଇଁ ଓଡିଶା ଆସୁଛନ୍ତି...

ପୁଣି ଭାଇରାଲ ହେଲା ମାଟ୍ରିକ ପ୍ରଶ୍ନ: ମାନିଲେ ବୋର୍ଡ ସଭାପତି

ମାଟ୍ରିକ ପ୍ରଶ୍ନପତ୍ର ଲିକ ହେବା ଥମିବାର ନା ନେଉନାହିଁ. ପରୀକ୍ଷା ଆରମ୍ଭରୁ ହିଁ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି. ଏବେ ଗଣିତ ପରୀକ୍ଷାର ସେଟ-ଡି ପ୍ରଶ୍ନପତ୍ର ଭାଇରାଲ ହେଇଛି. କଳାହାଣ୍ଡି ଓ ବଲାଙ୍ଗିରରେ ମୋବାଇଲରେ ଘୂରିବୁଲୁଛି ପ୍ରଶ୍ନପତ୍ର. କେଉଁ ଜାଗାରୁ...
video

ହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ ଥମିବାର ନା ନେଉନାହିଁ. ଓଡାପଡା ବ୍ଲକର ଗୁଡିଆକାଟେଣା ଅଞ୍ଚଳରେ ହାତୀ ପଲଙ୍କ ଉପଦ୍ରବ ଲାଗି ରହିଛି. ଫଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣେ ମହିଳା ଆହତ ହୋଇଛନ୍ତି. ମୃତ ବୃଦ୍ଧ...

ଉଦଘାଟିତ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ

ଚଣ୍ଡିଖୋଲରେ ଉଦଘାଟିତ ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ. ଚଳିତ ଶିକ୍ଷା ବର୍ଷରୁ ଏହି କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିପାରିବେ. ବାବା ଭୈରବାନନ୍ଦ କଲେଜ ପରିସରରେ ଅସ୍ଥାୟୀ ଭାବେ ଆରମ୍ଭ ହୋଇଥିବା ଦ୍ୱିତୀୟ କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ପବ୍ଲିକ ହେଲଥରେ ସ୍ନାତକତ୍ତୋର...
video

ହାଜର ହେଲେ ସବ୍ୟସାଚୀ

କଡାସୁରକ୍ଷା ମଧ୍ୟରେ ଆଜି ମାଓନେତା ସବ୍ୟସାଚ୍ଚୀ ପଣ୍ଡାଙ୍କୁ ରାୟଗଡା ସିଜେଏମ କୋର୍ଟରେ ହାଜର କରାଯାଇଛି । ୨୦୦୨ ମସିହା ଡିସେମ୍ବର ୫ ତାରିଖରେ ଚାନ୍ଦିଲି ଥାନା ଅନ୍ତର୍ଗତ ମିଟସ କଲେଜ ନିକଟରେ  ପୁଲିସ ଭ୍ୟାନକୁ  ବୋମା ପକାଇ ଉଡାଇ ଦେବା...

ଉଦଘାଟିତ ହେଲା ଇବ୍ ଥର୍ମାଲ ପାୱାର ଷ୍ଟେସନର ତୃତୀୟ ଓ ଚତୁର୍ଥ ୟୁନିଟ

ଝାରସୁଗୁଡା ବନହରପାଲିର ଇବ୍ ଥର୍ମାଲ ପାୱାର ଷ୍ଟେସନର ତୃତୀୟ ଓ ଚତୁର୍ଥ ୟୁନିଟକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସେ ଉଦବୋଧନ ଦେଇ କହିଛନ୍ତି ଯେ ୧୫ ହଜାର କୋଟି ଟଙ୍କାର ଏହି...
video

ଜମିପଟ୍ଟା ପ୍ରଦାନ ଦାବି ନେଇ ରାସ୍ତା ରୋକ

ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବି ନେଇ କଳାହାଣ୍ଡି ଜିଲ୍ଲାରେ ଜୁନାଗଡ ଯୁବକଂଗ୍ରେସ ପକ୍ଷରୁ ରାସ୍ତା ରୋକ କରାଯାଇଥିଲା. ଶୁକ୍ରବାର ସକାଳୁ ଗୋଲାମୁଣ୍ଡା ବ୍ଲକର ସିନାପାଲି ମୁଖ୍ୟରାସ୍ତା ଅବରୋଧ କରିଥିଲା ଯୁବକଂଗ୍ରେସ. ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ସମସ୍ତ...
- Advertisement -

Latest article

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...