‘ପ୍ରହାର’ର ସଫଳ ପରୀକ୍ଷଣ
ଗୁରୁବାର ଦିନ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ ମିସାଇଲ ‘ପ୍ରହାର’ର ସଫଳ ପରୀକ୍ଷଣ ହୋଇଛି । ବାଲେଶ୍ୱରର ଚାନ୍ଦିପୁର ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜର 3 ନମ୍ବର ଲଞ୍ଚିଂ ପ୍ୟାଡରୁ ମଧ୍ୟାହ୍ନ 1 ଟା 35 ରେ ମିସାଇଲ ପ୍ରହାରକୁ ପରୀକ୍ଷଣ କରାଯାଇଥିଲା...
ଗାଈକୁ ମିଳିବ ‘ରାଷ୍ଟ୍ରମାତା’ର ମାନ୍ୟତା
ଗାଈକୁ ‘ରାଷ୍ଟ୍ରମାତା’ର ମାନ୍ୟତା ମିଳିବାକୁ ନେଇ ଉତ୍ତରାଖଣ୍ଡ ବିଧାନସଭାରେ ଦିଆଯାଇଥିବା ପ୍ରସ୍ତାବ ଉପରେ ବୁଧବାର ସର୍ବସମ୍ମତି କ୍ରମେ ଅନୁମୋଦନ ମିଳିଛି । ତେବେ ମଞ୍ଜୁରୀ ପ୍ରଦାନ ପାଇଁ ଏହାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ । ଏହି ପ୍ରସ୍ତାବକୁ ବିରୋଧି...
ବରମୁଣ୍ଡା ବସଷ୍ଟାଣ୍ଡରେ ‘ସ୍ୱଚ୍ଛତା ହିଁ ସେବା: ସାମିଲ ହେଲେ ଧର୍ମେନ୍ଦ୍ର
‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ବରମୁଣ୍ଡା ବସଷ୍ଟାଣ୍ଡରେ ସଫେଇ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅଭିଯାନରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅନ୍ୟ ବିଜେପି ନେତାମାନେ ବସଷ୍ଟାଣ୍ଡରେ ଅଳିଆ ସଫା କରିବା ସହ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ...
ବାତ୍ୟାର ରୂପ ନେଉଛି ଲଘୁଚାପ: ମଧ୍ୟରାତ୍ରରେ ଝଡ ବାତ୍ୟାର ସମ୍ଭାବନା, ସାରା ରାଜ୍ୟରେ ପ୍ରବଳ ବର୍ଷା
ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଫଳରେ ଆଜି ମଧ୍ୟରାତ୍ରିରେ ଓଡିଶାର ବିଭିନ୍ନ ସ୍ଥାନରେ ଘଣ୍ଟା ପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।...
ଶେଷ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ
ବିଧାନସଭାର ମୌସୁମୀ ଅଧିବେଶନ ଗୁରୁବାର ଶେଷ ହୋଇଛି । ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ମୋଟ ୧୧ଟି କାର୍ଯ୍ୟଦିବସ ରହିଥିଲା । ଅଧିବେଶନ କାଳରେ ୩ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବାବେଳେ ୧୨ଟି ବିଲ୍ ଗୃହରେ...
ଟ୍ରେନରେ ମିଳିବ ଉଡାଜାହାଜରେ ଯିବା ଭଳି ସୁବିଧା
ଭାରତୀୟ ରେଳ ବିଭାଗ ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏଭଳି ଏକ ସୁବିଧା ଉପଲବ୍ଧ କରିବାକୁ ଯାଉଛି, ଯେଉଁଥିରେ ଯାତ୍ରୀମାନଙ୍କୁ ଉଡାଜାହାଜରେ ମିଳୁଥିବା ସୁବିଧା ଭଳି ସବୁ ସୁବିଧା ମିଳିବ.ଏଥିପାଇଁ ସେମାନଙ୍କୁ ଅଧିକ ଟଙ୍କା ଦେବାକୁ ପଡିବା ନାହିଁ. ଏଥିରେ ଯାତ୍ରୀମାନଙ୍କ...
କ୍ରିୟୁ ମେମ୍ବରଙ୍କ ଅବହେଳା: ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ
ମଝି ଆକାଶରେ ଜେଟ୍ ଏୟାରୱେଜର ବିମାନରେ ଯାନ୍ତ୍ରୀକ ତ୍ରୁଟି । ଫଳରେ ଧିରେଧିରେ ବିମାନ ମଧ୍ୟରେ ବାୟୁଚାପ କମିବାରେ ଲାଗିଥିଲା । ୩୦ ଜଣ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତ ବାହାରିବା ଆରମ୍ଭ କରିଥିଲା । ଅନ୍ୟ କେତେଜଣ...
ଭାରତରେ ବାହାଘର, ହ୍ୱାଟସଅପ୍ ରେ ଛାଡପତ୍ର
ଭାରତରେ ବାହାଘର ଓ ହ୍ୱାଟସଅପ୍ ରେ ଛାଡପତ୍ର. ଏ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ. ଆପଣ ଏହା ମଧ୍ୟ ଭାବିପାରନ୍ତି କି, ସତରେ କ’ଣ ଜଣେ ହ୍ୱାଟସଅପ୍ ରେ ବି ଛାଡପତ୍ର ଦେଇପାରେ ? ହେଲେ କଥାଟି...
ଅନୁମତି ମିଳିଲେ ପାରାଦୀପ ନିର୍ବାଚନ ଲଢିବି: ବିଷ୍ଣୁ
ଦାମଙ୍କୁ ଟାର୍ଗେଟ କରିଛନ୍ତି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ । ସେ କହିଛନ୍ତି ଯଦି ମୁଖ୍ୟମନ୍ତ୍ରୀ ଓ ଦଳ ଯାହିଁବେ ତେବେ ମୁଁ ପାରାଦୀପରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ । ଦାମଙ୍କ ପାଖରେ କେହି ନାହାଁନ୍ତି କିନ୍ତୁ...
ଆରଏସଏସର ନୂଆ କ୍ୟାମ୍ପେନ: ଆମାଜନରେ ଉପଲବ୍ଧ ହେବ ଗୋ-ପ୍ରସ୍ତୁତ ସାବୁନ, ମୋଦି ଏବଂ ଯୋଗିଙ୍କ କୁର୍ତ୍ତା
ଗାଈ ଗୋବରରୁ ପ୍ରସ୍ତୁତ ସାବୁନ ଏବଂ ଅନ୍ୟ ଗୋ ପ୍ରସ୍ତୁତ ସାମଗ୍ରୀକୁ ଆମାଜନରେ ଉପଲବ୍ଧ କରାଇବା ପାଇଁ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ପରିଚାଳିତ ସଂସ୍ଥା ଯୋଜନା କରୁଛି. ଏହାକୁ ବାଦ୍ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଯୋଗିଙ୍କ...









