ବିବାହ ବନ୍ଧନରେ ବାନ୍ଧିହେଲେ କ୍ରିକେଟର ଷ୍ଟିଭ୍ ସ୍ମିଥ୍
ଅଷ୍ଟ୍ରେଲିଆ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ନିଜର ଗର୍ଲ ଫ୍ରେଣ୍ଡ ଡେନ୍ନି ୱିଲ୍ସଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି. ଏହି ଖୁସି ଖବରକୁ ସ୍ମିଥ୍ ସୋସିଆଲ୍ ମିଡିଆ ମାଧ୍ୟମରେ ସମସ୍ତଙ୍କୁ ଜଣାଇଥିଲେ. ଏହା ସହ ସେ...
ସୋସିଆଲ ମିଡିଆ ପାଇଁ ବିମାନ ଦୁର୍ଘଟଣା : ଧନୱା
ସୋସିଆଲ ମିଡିଆର ବହୁଳ ବ୍ୟବହାର ଯୋଗୁ ବିମାନ ଦୁର୍ଘଟଣା ହେଉଛି ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ବିଏସ ଧନୱା । ୨୦୧୩ରେ ରାଜସ୍ଥାନରେ ହୋଇଥିବା ଯୁଦ୍ଧ ବିମାନ ଦୁର୍ଘଟଣାର ଏହା ମୁଖ୍ୟ କାରଣ ବୋଲି ସେ କହିଛନ୍ତି । ତାଙ୍କ...
ଦିଲ୍ଲୀ ଏମସକୁ ସ୍ତାନାନ୍ତର ହେଲେ ଗୋଆ ମୁଖ୍ୟମନ୍ତ୍ରୀ
ଦିଲ୍ଲୀ ଏମସରେ ହେବ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଚିକିତ୍ସା । କିଛି ମାସ ହେବ ଅସୁସ୍ଥ ଥିବା ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ଆଜି ଚିକିତ୍ସା ପାଇଁ ଅଖିଳ ଭାରତୀୟ ଆୟୁର୍ବିଗ୍ୟାନ ସଂସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି । ଚାର୍ଟଡ...
ମୋମୋ ପରେ ଆସିଲା ମୃତ୍ୟୁର ଖେଳ ଅଲିଭିଆ ହୋକ୍ସ !
ମୃତ୍ୟୁର ଖେଳ କୁହାଯାଉଥିବା ବ୍ଲୁ ହ୍ୱେଲ, ମୋମୋ ପରେ ଏବେ ଆସିଛି ଅଲିଭିଆ ହୋକ୍ସ. ଆଜ୍ଞା ହଁ, ବିଶ୍ୱାସ କରିହେଉନଥିଲେ ମଧ୍ୟ ପିଲାଙ୍କ ଜୀବନ ନେଉଥିବା ବ୍ଲୁ ହ୍ୱେଲ, ମୋମୋ ଗେମ୍ ପରେ ଏବେ ଅଲିଭିଆ ହୋକ୍ସ ନାମକ ଏକ...
ଆଦର୍ଶ ବୋହୂର ସାର୍ଟିଫିକେଟ ପ୍ରଦାନ କରିବ ଭୋପାଳର ବର୍କତୁଲା ବିଶ୍ୱବିଦ୍ୟାଳୟ
ଭୋପାଳର ବର୍କତୁଲା ବିଶ୍ୱବିଦ୍ୟାଳୟ ବର୍ତ୍ତମାନ ‘ଆଦର୍ଶ ବୋହୂ’ ଏକ ସ୍ୱଳ୍ପକାଳୀନ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ଯାଉଛି, ଯାହା ବିବାହ କରିଥିବା କିମ୍ବା ବିବାହ କରିବାକୁ ଯାଉଥିବା ଯୁବତୀଙ୍କ ନିମନ୍ତେ ଅତ୍ୟନ୍ତ ଲାଭପ୍ରଦ ହେବ ଏବଂ ଏହା ମହିଳା ସଶକ୍ତକରଣରେ ଗୋଟିଏ...
ଚଉଦ ହଜାର ପାଞ୍ଚଶହ କୋଟି ଦାନ କରିବେ ଆମାଜନର ସିଇଓ
ବିଶ୍ୱର ସବୁଠୁ ଧନୀ ତଥା ନାମୀଦାମୀ ଇ-କମର୍ସ କମ୍ପାନୀ ଆମାଜନର ସିଇଓ ଜେଫ୍ ବେଜୋସ୍ ଗରିବଙ୍କୁ ସାହାଯ୍ୟ କରିବା ପାଇଁ 14 ହଜାର 5ଶହ କୋଟି ଟଙ୍କା ଦାନ କରିବେ ବୋଲି ସ୍ଥିର କରିଛନ୍ତି. ସେ ଗରିବ ଲୋକଙ୍କ ଉପକାର...
ଗାଭାସ୍କରଙ୍କ ପରାମର୍ଶ: କୋହଲିଙ୍କୁ ଆହୁରି ଶିଖିବାର ଅଛି
ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ଭାରତର 1-4ରେ ସିରିଜ ପରାଜୟ ପରେ ଭାରତୀୟ ଟିମର ଅଧିନାୟକ ବିରାଟ କୋହଲିଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି କ୍ରିକେଟର ସୁନିଲ ଗାଭାସ୍କର. ଗାଭାସ୍କର ବିରାଟ କୋହଲିଙ୍କ ଅଭିଜ୍ଞତାକୁ ଲକ୍ଷ୍ୟ କରି ତାଙ୍କୁ ଆହୁରି ଶିଖିବାର...
ଆର୍ମି ଅଫିସର, ଫିଲ୍ମ ଷ୍ଟାଇଲ୍ ପ୍ରୋପୋଜ୍
ଏହି ଫଟୋ 2018, ସେପ୍ଟେମ୍ବର 8 ତାରିଖରେ ଉଠାଯାଇଥିଲା . ଫଟୋର ଥିବା ଦୁଇ ଲଭ ବାର୍ଡଙ୍କୁ ଦେଖନ୍ତୁ . ପ୍ରେମିକ ସେନା ପୋଷାକରେ ଅଛନ୍ତି . ନାଁ ଠାକୁର ଚନ୍ଦ୍ରେଶ ସିଂ . ଏହି ଦିନଟି ତାଙ୍କ ଜୀବନର...
ଲଜ୍ଜା ! ଛାତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ
ନାବାଳିକା ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ମିଳିବ . ନିକଟରେ କେନ୍ଦ୍ର ସରକାର ଆଇନରେ ସଂଶୋଧନ ଆଣିଛନ୍ତି . ସଂଶୋଧିତ ଆଇନ ଆସିବାର ଦିନ କେଇଟା ହୋଇନି, ହରିଆଣରେ ଏମିତି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା . ସିବିଏସଇ ଟପ୍ପର...
ସୁପରେ ମଲା ମୂଷା !
ସୁପରେ ମଲା ମୂଷା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ. ଆଶ୍ଚର୍ଯ୍ୟ ହେଲେ ମଧ୍ୟ ଏହା ସତ୍ୟ. ଏଭଳି ଦୃଶ୍ୟ ନଜର ଆସିଛି ଚାଇନାର ଏକ ରେସ୍ତୋରାଁରେ. ଜଣେ ମହିଳା ତାଙ୍କା ପରିବାର ସହ ଚାଇନାର ଜିୟାବୁ ଜିୟାବୁ ହଟପଟ୍...















