10 ଫୁଟ ଲମ୍ବର ବୋଡା ସାପ ଉଦ୍ଧାର
ମାଲକାନଗିରି ଜିଲ୍ଲାରେ ଏକ 10 ଫୁଟ ଲମ୍ବର ବୋଡା ସାପକୁ ଉଦ୍ଧାର କରାଯାଇଛି. ମାଲକାନଗିରି ଦୈନିକ ବଜାର ନିକଟରୁ ଏହାକୁ ଉଦ୍ଧାର କରାଯାଇଛି. ଶନିବାର ବଜାର ନିକଟରେ ସାପଟି ବୁଲୁଥିବା ସମୟରେ ହଠାତ ସାପ ଉପରେ ସ୍ଥାନୀୟ ଲୋକଙ୍କ ନଜର...
ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରଘୁନାଥ
ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ରଘୁନାଥ ମହାନ୍ତି । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ରଘୁନାଥ। ତେବେ ଇସ୍ତଫା ପରେ ସେ ନିର୍ବାଚନ ଲଢିବା...
ଅବହେଳିତ ଅବସ୍ଥାରେ ଡାକ୍ତରଖାନା
ଅବହେଳିତ ଅବସ୍ଥାରେ ଚାଲୁଛି ଡାକ୍ତରଖାନା. କାଲିମେଳା ବ୍ଲକ ପେଟାଲ ଗାଁସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର. କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ନିଯୁକ୍ତ ହୋଇଥିଲେ ଜଣେ ଡାକ୍ତର, ଜଣେ ନର୍ସ, ଜଣେ ଫାର୍ମାଷିଷ୍ଟ ଓ ଜଣେ ଆଟେଣ୍ଡାଣ୍ଟ....
ମାଲକାନଗିରିରେ ପୁଣି ମାଓ ପୋଷ୍ଟର
ଛତିଶଗଡ ସୀମାନ୍ତରେ ପୁଣି ଦେଖିବାକୁ ମିଳିଛି ମାଓ ପୋଷ୍ଟର. ନିର୍ବାଚନକୁ ବିରୋଧ କରି ସେମାନେ ଏହି ପୋଷ୍ଟର ଲଗାଇଛନ୍ତି. ନିର୍ବାଚନ ସମୟ ଯେତିକି ପାଖେଇ ପାଖେଇ ଆସୁଛି ଲାଲବାହିନୀ ସେତିକି ସକ୍ରିୟ ହେଉଛନ୍ତି ଏବଂ ଭୋଟ ବର୍ଜନ ପାଇଁ ବାରମ୍ବାର...
ହାତ ଛାଡିଲେ ପ୍ରେମାନନ୍ଦ
ଶନିବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ନେତା ତଥା ସତ୍ୟବାଦୀ ପଞ୍ଚାୟତ ସମିତିର ଚେୟାରମ୍ୟାନ ପ୍ରେମାନନ୍ଦ ବେହେରା. ଟିକଟ ନପାଇବାରୁ ସେ ଦଳରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି. ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ସେ ନିଜର ଇସ୍ତଫା...
ପଦ୍ମରୁ ଟିକେଟ ନେଇ ଶଙ୍ଖ ଫୁଙ୍କିଲେ ଭାଗିରଥୀ
ବିଜେପିକୁ ଝଟକା । କେନ୍ଦୁଝର ଆନନ୍ଦପୁର ବିଧାନସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟି ଯାହା ଉପରେ ଆଶା ରଖିଥିଲା ସେ ଏବେ ବିଜେଡିରେ ଯୋଗ ଦେଇଛନ୍ତି । ଆନନ୍ଦପୁରର ବିଧାୟକ ପ୍ରାର୍ଥୀ ଭାଗିରଥୀ ସେଠୀ ବିଜେପି ଛାଡ଼ି ବିଜେଡ଼ିରେ ଯୋଗ...
ବଡଗାମରେ ଏନକାଉଣ୍ଟର, 2 ଆତଙ୍କବାଦୀ ନିହତ
ପୁଣି ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି. ଜମ୍ମୁ କଶ୍ମୀରର ବଡଗାମ ଜିଲ୍ଲାରେ ସର୍ଚ୍ଚ ଅପରେସନ ସମୟରେ ଏହି ଗୁଳି ବିନିମୟ ହୋଇଛି. ଫଳରେ 2 ଆତଙ୍କବାଦୀ ନିହତ ହୋଇଥିବା ବେଳେ 4...
ରାଜଧାନୀରେ ଗହଣା ଦୋକାନରୁ ଲୁଟ
ଗତକାଲି ରାତିରେ ରାଜଧାନୀ ଭୁବନେଶ୍ୱରର ଏର ଗହଣା ଦୋକାନରୁ ଲୁଟ ହୋଇଛି. ଲୁଟେରାମାନେ 30 ଲକ୍ଷ ଟଙ୍କାର ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି. ସୂଚନା ଅନୁସାରେ, ଏହି ଲୁଟ ନୟାପଲ୍ଲୀସ୍ଥିତ ଇନ୍ଦ୍ରଧନୁ ମାର୍କେଟରେ ଥିବା ଏକ ଗହଣା ଦୋକାନରୁ...
ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା
ବାଲେଶ୍ୱର ଜିଲ୍ଲାରେ ଜଣେ 5 ବର୍ଷର ଶିଶୁ କନ୍ୟାର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି. ଶିଶୁ କନ୍ୟାର ମୃତ୍ୟୁ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି. ସୂଚନା ଅନୁସାରେ, ବସ୍ତା ଥାନା ଅନ୍ତର୍ଗତ ଶିଆଳିପଦା...
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ମୋହନ ଜେନା
ଗୁରୁବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା. ନିଜ ଇସ୍ତଫା ପତ୍ରକୁ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି. ଇସ୍ତଫା ପତ୍ରରେ ସେ ନିଜର ଅସନ୍ତୋଷ ବ୍ୟକ୍ତ କରି ଦଳ ତାଙ୍କୁ...







