24.6 C
Bhubaneswar
Wednesday, March 11, 2026
-Advertisement-

ଏସିଆନ ଗେମ୍ସ: ରୌପ୍ୟରେ ସନ୍ତୁଷ୍ଟ ସିନ୍ଧୁ

ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ଭାରତୀୟ ମହିଳା ଶଟଲର ପି.ଭି ସିନ୍ଧୁ ଚଳିତ ଏସିଆନ ଗେମ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି । ସ୍ୱର୍ଣ୍ଣ ପଦକ ହାସଲରୁ ବଞ୍ଚିତ ହୋଇଛନ୍ତି ସିନ୍ଧୁ । ସିନ୍ଧୁଙ୍କୁ ୧୩-୨୧, ୧୬-୨୧ସେଟ୍ରେ ବିଶ୍ୱର ନଂ...

୨୦୦ ମିଟର ସେମିଫାଇନାଲରେ ପହଞ୍ଚିଲେ ଦୂତି

ପୁଣିଥରେ ଏସିଆନ ଗେମ୍ସରେ ଚମକ ଦେଖାଇଛନ୍ତି ଓଡିଆ ସ୍ପ୍ରିଣ୍ଟର କୁଇନ ଦୂତି ଚାନ୍ଦ । ୧୦୦ ମିଟର ଦୌଡରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ଦୂତି ଏସିଆନ ଗେମ୍ସରେ ମହିଳା ୨୦୦ ମିଟର ଇଭେଣ୍ଟରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି...

ଆକାଶରେ ଦୁଇଟି ଚନ୍ଦ୍ର ଦେଖାଯିବ କି ?

27 ଅଗଷ୍ଟ ରାତି 12.30 ରେ ଆକାଶରେ ସମସ୍ତଙ୍କୁ ଦୃଶ୍ୟମାନ ହେବ ଦୁଇଟି ଜହ୍ନଁ । ଏମିତି ଦୃଶ୍ୟ ଆଗକୁ 2287 ପର୍ଯ୍ୟନ୍ତ ଦେଖିବାକୁ ମିଳିବ ନାହିଁ । ଆପଣଙ୍କ ମନରେ ପ୍ରଶ୍ନ ଉଠୁଛି, ଦୁଇଟି ଜହ୍ନଁ କେମିତି ?...

ଏ କି ପ୍ରଥା: ଡରାଇ ଧମକାଇ ଶିଶୁଙ୍କୁ ଗର୍ଭବତି କରାଯାଉଛି

ନାଇଜେରିଆରେ ନିଆରା ପ୍ରଥା । ନାଇଜେରିଆରେ ଥିବା ବେବି ଫାର୍ମିଂର କାହାଣୀ ଶୁଣିଲେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗିବ । ଏଠାରେ ଥିବା ୧୩ରୁ ୧୮ ବର୍ଷ ବୟସର କିଶୋରୀମାନଙ୍କୁ ଡରାଇ ଧମକାଇ ଗର୍ଭବତି କରାଯାଇଥାଏ । ଏମାନଙ୍କର ଯେଉଁ...

ହୁ ହୁ ହୋଇ ବଢୁଛି ତେଲ ଦର

ଦେଶରେ କ୍ରମାଗତ ଭାବେ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ବୃହତ୍ତମ ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ ଅଏଲ ସୋମବାର ପେଟ୍ରୋଲ ଲିଟର ପିଛା ୧୩ରୁ ୧୪ ପଇସା ଓ ଡିଜେଲ ଲିଟର ପିଛା ୧୪ରୁ ୧୫ ପଇସା...

ବାଜପେୟୀଙ୍କ ମୃତ୍ୟୁ ସମୟକୁ ନେଇ ବିବାଦ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁ ସମୟକୁ ନେଇ ବିବାଦ ଉପୁଜିଛି । ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାୱତ ଅଭିଯୋଗ କରିଛନ୍ତି ଯେ, ଅଟଳଙ୍କର ଦେହାନ୍ତ ୧୬ ଅଗଷ୍ଟରେ ହୋଇନଥିଲା । ତେବେ ସେ ଏପରି ଅଭିଯୋଗ...

ଦେଶର ପ୍ରଥମ ଜୈବ ଇନ୍ଧନ ଚାଳିତ ବିମାନ

ଦେଶର ପ୍ରଥମ ଜୈବ ଇନ୍ଧନ ଚାଳିତ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ପହଁଞ୍ଚିଛି । ସ୍ପାଇସ ଜେଟର ଏହି ବିମାନ ଡେରାଡୁନରୁ ଦିଲ୍ଲୀ ଉଡାଣ କରିଛି । ଏହି ୭୨ ସିଟ୍ ବିଶିଷ୍ଟ ବିମାନରେ ଖାଦ୍ୟରେ ବ୍ୟବହୃତ ହେଉନଥିବା ତୈଳରୁ...

ମେଜର ଗୋଗୋଇଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

କୋର୍ଟ ଅଫ ଇନକ୍ୱାରୀ (ସିଓଆଇ) ଭାରତୀୟ ସେନାର ମେଜର ଲିତୁଲ ଗୋଗୋଇଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି । ସେନାର ସ୍ୱତନ୍ତ୍ର କୋର୍ଟ ଗୋଗଇଙ୍କ ବିରୋଧରେ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛି । କଶ୍ମୀରର...

ଭୁଶୁଡିଲା ପାଣି ଟାଙ୍କି: ଭାଙ୍ଗି ରୁଜି ଚୁରମାର ହେଲା ଅଫିସ

ରାଉରକେଲା ଟାଉନସିପରେ ଅଘଟଣ । ୭୦ ଫୁଟ୍ ଉଚ୍ଚର ପାଣି ଟାଙ୍କି ଭୁଶୁଡି ପଡିବାରୁ ୱେସ୍କୋ ଅଫିସ୍ ଚୁରମାର ହୋଇଯାଇଛି । ଏଥିରେ କିଛି ଲୋକ ଆହତ ହେବା ସହ ଘଟଣାସ୍ଥଳରେ ବାଇକ୍ ଓ ସାଇକଲ୍ ସବୁ ଭାଙ୍ଗିଯାଇଥିବା ଜଣାପଡିଛି...

ମେଘାଳୟ ବିଧାନସଭା ଉପନିର୍ବାଚନ:ସାଙ୍ଗମାଙ୍କ ବିଜୟ

ମେଘାଳୟ ମୁଖ୍ୟମନ୍ତ୍ରୀ ଓ ନେସନାଲ ପିପଲସ ପାର୍ଟିର ନେତା କୋନାର୍ଦ ସାଙ୍ଗମା ଦକ୍ଷିଣ ତୁରା ବିଧାନସଭା ଉପନିର୍ବାଚନ ଆସନରୁ ୮,୦୦୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ତାଙ୍କର ପ୍ରତିଦ୍ୱନ୍ଦୀ ତଥା କଂଗ୍ରେସ ପ୍ରାର୍ଥୀ ଚାର୍ଲୋଟ ଡବ୍ଲ୍ୟୁ ମୋନିମଙ୍କ ଠାରୁ...
- Advertisement -

Latest article

Exploring Dexscreener: The Ultimate DEX Scanner for Traders

Exploring Dexscreener: The Ultimate DEX Scanner for Traders Содержание The Importance of Dexscreener in Crypto Trading Key Features of Dexscreener Benefits of Using a Dex Scanner How to Get...

Boost Your Crypto Journey with Sushiswap DEX

Boost Your Crypto Journey with Sushiswap DEX Table of Contents Understanding Sushiswap and Its Benefits Key Features of Sushiswap DEX How to Get Started with Sushiswap Common Strategies for...

Dexscreener Guide: Best Dex Scanner Practices 2026

Dexscreener Guide: Best Dex Scanner Practices 2026 Содержание Dexscreener as a Practical Dex Scanner dex screener download: what to expect Why Choose Dexscreener for DEX Trading dexscreener review: charts,...