28.3 C
Bhubaneswar
Friday, July 31, 2026
-Advertisement-

ପ୍ରୟାଗରାଜରେ ପ୍ରଥମ ସାହି ସ୍ନାନ

ମଙ୍ଗଳବାର ପ୍ରୟାଗରାଜରେ ପ୍ରଥମ ସାହି ସ୍ନାନ ସହ ଅର୍ଦ୍ଧକୁମ୍ଭ ମେଳା ଆରମ୍ଭ ହୋଇଯାଇଛି. ମଙ୍ଗଳବାର ଭୋର ସମୟରେ ପ୍ରଥମେ ସାଧୁସନ୍ଥମାନେ ସ୍ନାନ କରି ଏହି ମେଳାକୁ ଆରମ୍ଭ କରିଛନ୍ତି. ଧାର୍ମିକ-ଆଧ୍ୟାତ୍ମିକ-ସାଂସ୍କୃତିକ ମେଳା କୁହାଯାଉଥିବା କୁମ୍ଭମେଳା 45 ଦିନ ଧରି ଚାଲିବାକୁ ଥିବାବେଳେ...

ମାୟାବତୀଙ୍କ ପାଇଁ 63 କି.ଗ୍ରାର କେକ୍

ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷ ମାୟାବତୀଙ୍କ ମଙ୍ଗଳବାର ହେଉଛି 63ତମ ଜନ୍ମଦିନ. କିଛିମାସ ପରେ ନିର୍ବାଚନ ଥିବାରୁ ମାୟାବତୀଙ୍କ ଜନ୍ମଦିନ ଉପରେ ସମସ୍ତଙ୍କ ନଜର ରହିବା ସହ ସବୁ ବର୍ଷ ଭଳି ଚଳିତ ଥର ମଧ୍ୟ ଲକ୍ଷ୍ମୌରେ ମାୟାବତୀ ନିଜ...

ଆଜିଠୁ କୃଷି ଓଡିଶା 2019

ରାଜ୍ୟସ୍ତରୀୟ ବାର୍ଷିକ କୃଷକ ସମ୍ମେଳନ 2019 ମଙ୍ଗଳବାରଠୁ ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଅନୁଷ୍ଠିତ ହେଉଛି. ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏଥିର ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ କୃଷକ ଯୋଗ...

କୁକୁଡା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ

ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ କେନ୍ଦୁଘାଟି ନିକଟରେ ଏକ କୁକୁଡା ବୋଝେଇ ମିନି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି. ଫଳରେ ସେଥିରେ ଥିବା 900 କୁକୁଡା ମଧ୍ୟରୁ ପ୍ରାୟ 200 କୁକୁଡା ମରିଯାଇଛନ୍ତି. ସୂଚନା ଅନୁସାରେ, ଟ୍ରକଟି ବ୍ରହ୍ମପୁରରୁ ଗୁଣପୁର...

ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ, 10 ଆହତ

ନୟାଗଡ ଜିଲ୍ଲାର ଦଶପଲ୍ଲା ଅଞ୍ଚଳ ଟାକରା ନିକଟରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି. ଫଳରେ ଏହି ଦୁର୍ଘଟଣାରେ 10 ଜଣ ଆହତ ହୋଇଥିବା ସୂଚନା ମିଳିଛି. ବଲାଙ୍ଗୀର ଲଇସିଙ୍ଗାରୁ ବସଟି 70 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଆସୁଥିଲା....

ନିର୍ବାଚନ ପୂର୍ବରୁ ମୋଦି ବଢାଇପାରନ୍ତି ଟିକସ ଅବ୍ୟାହତି ସୀମା

ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ଭୋଟର୍ସକୁ ପ୍ରଲୋଭନ କରିବା ପାଇଁ ଏକ ନୂଆ ଚାଲ୍ ଚଲେଇ ପାରନ୍ତି. ତେବେ ମଧ୍ୟମ ଶ୍ରେଣୀର ଲୋକଙ୍କୁ ଖୁସି କରିବା ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଟିକସ ଅବ୍ୟାହତି ସୀମାକୁ ଦୁଇଗୁଣ ବଢାଇପାରନ୍ତି...

ଖୋଲିଲା ଭିତରକନିକା ଅଭୟାରଣ୍ୟ

ମଙ୍ଗଳବାରଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଅଭୟାରଣ୍ୟ. ଗତ ଜାନୁୟାରୀ 6 ତାରିଖରୁ 14 ତାରିଖ ଯାଏଁ କୁମ୍ଭୀର ଗଣନା ନିମନ୍ତେ ଏହାକୁ ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ବନ୍ଦ କରାଯାଇଥିଲା. ବର୍ତ୍ତମାନ ଏହି ଗଣନା କାର୍ଯ୍ୟକ୍ରମ ସରିଯିବାରୁ ପୁଣି ପର୍ଯ୍ୟଟକଙ୍କ...
video

ଅପହଞ୍ଚ ଜନନୀ ସେବା

ପୁଣି ଧୋକ୍କା ଦେଲା ଜନନୀ ସେବା । ମାଲକାନଗରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନା ଅଞ୍ଚଳର ଦୋରାଘାଟ ଗାଁରେ ଜଣେ ଗର୍ଭବତୀ ମହିଳାଙ୍କୁ ମିଳିପାରିଲାନି ଜନନୀ ସେବା । ଆଜି ସକାଳୁ ସେ ଗର୍ଭଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ଆମ୍ବୁଲାନ୍ସ...
video

ପୋଙ୍ଗଲ ପାଳିଲେ ତେଲୁଗୁ ସମ୍ପ୍ରଦାୟ

ତେଲୁଗୁ ସମ୍ପ୍ରଦାୟର ପବିତ୍ର ପର୍ବ ପୋଙ୍ଗଲ । ଏଥିପାଇଁ ଉତ୍ସବମୁଖର ରାୟଗଡା ସହର । ନୂଆବସ୍ତ୍ର ପରିଧାନ କରି ଲୋକେ ମହାଆଡମ୍ବରରେ ଏହି ପର୍ବ ପାଳନ କରିଛନ୍ତି । ପୂର୍ବଦିନ ମଧ୍ୟ ରାତ୍ରିରେ ଭୋଗି ବା ନିଆଁ ଲଗାଇବା ପରେ...
video

ମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲା ବିଜେପି

ଦାରିଙ୍ଗିବାଡି ସେବାଶ୍ରମ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶିଶୁ ଜନ୍ମ କରିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏଭଳି ଦାୟିତ୍ୱହୀନତା ପାଇଁ ବିଭାଗୀୟ ମନ୍ତ୍ରୀ ରମେଶ ମାଝୀଙ୍କ ଇସ୍ତଫା ଦାବୀ କରିଛି ବିଜେପି । ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର...
- Advertisement -

Latest article

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...