ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ ୨ ପରୀକ୍ଷା
୨୦୧୯ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷାଫଳ ଜୁନ୍ ୧୦ ସୁଦ୍ଧା ପ୍ରକାଶ ପାଇବ । ଗୋଟିଏ ବିଷୟରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନେ ଇନଷ୍ଟାଣ୍ଟ ଜୁଲାଇ...
ଟ୍ରେନ୍ ସାମ୍ନାରେ ଡ୍ୟାନ୍ସ କରିଥିବା ଯୁବକଙ୍କୁ ଦଣ୍ଡ
ମୁମ୍ବାଇ ଟ୍ରେନ୍ ସାମ୍ନାରେ କିକି ଡ୍ୟାନ୍ସ କରିଥିବା ତିନିଯୁବକଙ୍କୁ ଦଣ୍ଡ । ଚଳନ୍ତା ଟ୍ରେନ୍ ଏବଂ ଆମ୍ବୁଲାନ୍ସ ସାମ୍ନାରେ କିକି ଚ୍ୟାଲେଞ୍ଜ ପ୍ରଦର୍ଶନ କରିଥିବା ତିନି ଯୁବକଙ୍କୁ ରେଳବାଇ କୋର୍ଟ ରେଳବାଇ ଷ୍ଟେସନ ସଫାଇ କରିବାକୁ ଆଦେଶ ଦେଇଛନ୍ତି ।...
ଲୁଚିଛି ନା ଗୋଡ ଦି’ଟା ଦିଶୁଛି
ବିଜେଡି-ବିଜେପିର ଭିତିରି ସଂପର୍କ ଓଡିଆ ଢଗ 'ଲୁଚିଛି ନା, ଗୋଡ ଦିଟା ଦିଶୁଛି' କୁ ପୁରା ଖାପ ଖାଉଛି. କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ବ କଥା କହୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯେ ପଦ୍ମ ଭିତରେ ପଶିକି...
ବର୍ଷା ସାଜିଲା ବାଧକ
ଆଜିଠାରୁ ଲର୍ଡ୍ସ ପଡିଆରେ ଭାରତ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବାର ଥିଲା। କିନ୍ତୁ ଲଗାଣ ବର୍ଷା ପାଇଁ ଟସ୍ ପଡିବାରେ ବିଳମ୍ବ ଘଟିଛି। ମ୍ୟାଚ ଆରମ୍ଭ ହେବା ପୂର୍ବରୁ ବର୍ଷା ହେବାରୁ ଦୁଇ ଦଳକୁ ନିଜର ରଣନୀତି...
ଜରି, ପାଣି ବୋତଲ ଫେରାଇଲେ ଟଙ୍କା ମିଳିବ
ଓମଫେଡ ଜରି, ପାଣି ବୋତଲ ଫେରାଇଲେ ମିଳିବ ଟଙ୍କା. ଅଗଷ୍ଟ ୧୧ ସୁଦ୍ଧା ଏସଂପର୍କରେ ସର୍ବସାଧାରଣରେ ସୁଚନା ଦିଆଯିବା ସହ ଏଜେଣ୍ଟଙ୍କ ମାଧ୍ୟମରେ ଜରି ଓ ପ୍ଲାଷ୍ଟିକ୍ ବୋତଲ ସଂଗ୍ରହ କରାଯିବ । ସଚିବାଳୟରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି...
ଆରକ୍ଷଣ ପ୍ରସଙ୍ଗରେ ମୋଦୀଙ୍କୁ ରାହୁଲଙ୍କ କଟାକ୍ଷ
ଏସସି-ଏସଟି ଆଇନ ଏବଂ ଆରକ୍ଷଣ ପ୍ରସଙ୍ଗକୁ ନେଇ ଦଳିତ ସମୁଦାୟ ମୋଦୀ ସରକାରଙ୍କ ଉପରେ ଅସନ୍ତୁଷ୍ଟ । ଆଜି ସାରା ଦେଶରେ ଦଳିତ ମାନେ ଆନ୍ଦୋଳନ କରୁଛନ୍ତି । ଦିଲ୍ଲୀର ଜନ୍ତରମନ୍ତରଠାରେ ଭାରତ ବନ୍ଦକୁ ନେଇ ଆୟୋଜିତ ଏକ ଦଳିତ...
ନିକହା..ତିନ୍ ତଲାକ୍…ହଲାଲା
ଦୁଷ୍କର୍ମ ଓ ନାରୀ ନିର୍ଯାତନାକୁ ନେଇ ପ୍ରତିଦିନ ଏଭଳି କିଛି ଘଟଣା ଘଟୁଛି ଯାହା ସାମାଜିକ ମୂଲ୍ୟବୋଧ ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି. ଲାଗୁଛି ଯେମିତି ଆମ ଭିତରୁ ମାନବିକତା କ୍ରମଶଃ ମରି ମରି ଯାଉଛି. ଉତ୍ତର...
ସଇତାନ୍ ବାପା-ମାଆ ! ଝିଅକୁ ଜିଅନ୍ତା ପୋତିଦେଲେ
ଉତ୍ତରପ୍ରଦେଶର ମୁରାଦାବାଦ୍ ରେ ଏଭଳି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ଚକିତ କରାଇ ଦେବ. ହଁ ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଟା ସତ..ନିଜେ ଜନ୍ମ ଦେଇଥିବା ବାପା ମା 7 ବର୍ଷ ର ଝିଅକୁ ଘର ଅଗଣାରେ...
ଯାତ୍ରୀବାହୀ ବସ୍ ଦୁର୍ଘଟଣା, ୩୦ ଆହତଙ୍କ ମଧ୍ୟରୁ ଆଖି ବୁଜିଲେ ଜଣେ ମହିଳା
ବୁଧବାର ବିଳମ୍ବତ ରାତିରେ ଜାତୀୟ ରାଜପଥ ଭଣ୍ଡାରିପୋଖରୀ ମଜୁରୀଗଡିଆ ନିକଟରେ ଜାତ୍ରୀବାହୀ ବସ୍ ‘କଳ୍ପନା’ ଓଲଟି ପଡିଥିଲା। ଏଥିରେ ୩୦ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୫ ଜଣ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧିନ ଥିବାବେଳେ ଗୁରୁତର ଆହତ ହୋଇ...
କେମିତିକା ମା’
କନ୍ୟାରତ୍ନ ଜନ୍ମ ପୂର୍ବରୁ ବିଭିନ୍ନ ଯୋଜନା ରଖିଛନ୍ତି ସରକାର। କିନ୍ତୁ ଲୋକଙ୍କ ମଧ୍ୟରେ ସଚେତନତା ଆଣିପାରିନାହଁନ୍ତି। ପୁଣି ଅଲୋଡା ହୋଇପଡିଛି ଶିଶୁକନ୍ୟା। ନବଜାତ ଶିଶୁ କନ୍ୟାକୁ ଜଙ୍ଗଲରେ ଛାଡି ଯାଇଛି ଜନ୍ମଦାତ୍ରୀ ମା। ଘଟଣା ହେଉଛି ଢେଙ୍କାନାଳ କାମାକ୍ଷାନଗର ହଦଗଡ...
















