26.1 C
Bhubaneswar
Friday, October 30, 2026
-Advertisement-
video

ଟ୍ରକ-ହାଇୱା ମୁହାମୁହିଁ, ଜଣେ ଗୁରୁତର

ମାଲକାନଗିରି ଜିଲ୍ଲା ବନ୍ଧଗୁଡା ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା. ଯେଉଁଥିରେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି. ସୂଚନା ଅନୁସାରେ, ମାଲକାନଗିରିରୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଜୟପୁର ଅଭିମୁଖେ ଯାଉଥିଲା. ମାତ୍ର ପରେ ଭାରସାମ୍ୟ ହରାଇ ଅପର ପାର୍ଶ୍ୱରୁ...
video

ନିର୍ବାଚନ ପାଇଁ ସଚେତନ ରଥ

ଆଗକୁ ସାଧାରଣ ନିର୍ବାଚନ. ଚଳିତ ଥର ନିର୍ବାଚନରେ ଭୋଟରମାନେ ଇଭିଏମ ଓ ଭିଭିପାଟ ମେସିନ ମାଧ୍ୟମରେ ଭୋଟ ଦେବେ. ନୂଆ ମେସିନରେ ଭୋଟରମାନେ କିପରି ଭୋଟ ଦେବେ ତାକୁ ନେଇ ରାୟଗଡାରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି. ସେଥିପାଇଁ ଆଜି...
video

ଗଞ୍ଜେଇ ବେପାରୀ ଗିରଫ

ଗଞ୍ଜେଇ ଚୋରା ଚାଲାଣ ବେଳେ ରାୟଗଡା ରେଳବାଇ ପୋଲିସ ଜଣଙ୍କୁ ଗିରଫ କରିଛି. ଗିରଫ ଅଭିଯୁକ୍ତ ଜଣଙ୍କ ମହମ୍ମଦ ମୁଜାହୁଦିନ କୁରେସି ବୋଲି ଜଣାପଡିଛି. ତା ଠାରୁ 21 କିଲୋ 9 ଶହ ଗ୍ରାମର ଗଞ୍ଜେଇ ଜବତ ହୋଇଛି ଏବଂ...

‘ଭାବା’ ଆଣବିକ ଗବେଷଣା କେନ୍ଦ୍ରର ନୂଆ ନିର୍ଦ୍ଦେଶକ

‘ଭାବା’ ଆଣବିକ ଗବେଷଣା କେନ୍ଦ୍ର(ବାର୍କ)ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ଓଡିଆ ବୈଜ୍ଞାନିକ ଡକ୍ଟର ଅଜିତ କୁମାର ମହାନ୍ତି. ଏହି ଗବେଷଣା କେନ୍ଦ୍ରରେ ଅଜିତଙ୍କୁ ତିନି ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି. ବାର୍କର ପଦାର୍ଥ ବିଜ୍ଞାନରେ ଅଜିତ ଏବେ...

ଏମିତି ବି ମୃତ୍ୟୁ ଆସେ !

ମୃତ୍ୟୁ କେତେବେଳେ କେମିତି ଆସି ପହଞ୍ଚିଯାଏ, ତାହା କେହି କହିପାରନ୍ତି ନାହିଁ. ଠିକ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରସ୍ଥିତ ଭିଏସଏସ ନଗର ଅଞ୍ଚଳରେ. ଜଣେ ମିସ୍ତ୍ରି ପାଇପ ଲାଇନ ଚାମ୍ବରରେ କାମ କରୁଥିବା ବେଳେ ହଠାତ ପାଣି...
video

ଅଳ୍ପକେ ବର୍ତ୍ତିଲେ ଯୁବକ

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ. ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜପୁର ଗାଁରେ. ସୂଚନା ଅନୁସାରେ, ଭାଗବତ ରାଉତ ନାମକ ଜଣେ ଯୁବକ ରାଜପୁର ଗାଁ ନଦୀ ଘାଟକୁ ଗାଧୋଇବାକୁ ଯାଇଥିଲେ. ମାତ୍ର ଗାଧୋଇବା...
video

ଉପକୃତ ହେବେ ତଳିଆ ଅଞ୍ଚଳ

ମହାକାଳପଡାରେ ଲୋକାର୍ପଣ ହେଲା ପ୍ରଥମ ବୋଟ୍ ଆମ୍ବୁଲାନ୍ସ । ପାଣି ଘେରିରେ ଥିବା ଗାଁ ଲୋକଙ୍କ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରିବା ନିମନ୍ତେ ଓଡିଶା ସରକାର ପ୍ରଥମଥର ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ବୋଟ ଆମ୍ବୁଲାନସ ସେବା ଆରମ୍ଭ କରିଛନ୍ତି । ଜିଲ୍ଲାର...

ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ସହରାଞ୍ଚଳର ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ବୁଧବାର ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ 10 ହଜାର ଗରିବ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିଛନ୍ତି. ‘ଆବାସ ଯୋଜନା’ରେ ଗରିବ ଲୋକମାନେ ସରକାରଙ୍କଠାରୁ ସ୍ଥାୟୀ ଘର...

ହିଟ୍ ମାରି ମଶା ଗଣିବି କି: ବି.କେ ସିଂହ

ପାକିସ୍ତାନର ବାଲକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକ ଉପରେ ବିରୋଧୀ ଦଳର ନେତାମାନେ ପ୍ରଶ୍ନ ଉପରେ ପ୍ରଶ୍ନ ଛିଡା କରୁଛନ୍ତି. ଏମିତିକି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କଠୁ ଆରମ୍ଭ କରି କଂଗ୍ରେସ ନେତା ମଧ୍ୟ ଏହି ପ୍ରଶ୍ନ କରୁଛନ୍ତି. ଏନେଇ ବୁଧବାର...
video

ଜେଲରୁ କଏଦୀ ଫେରାର

ମାଲକାନଗିରି ଜିଲ୍ଲା ମୁଖ୍ୟ ଜେଲରୁ କଏଦୀ ଫେରାର. ଜେଲ କାନ୍ଥରେ ଥିବା ଏକ ଫାଟ ଦେଇ କଏଦୀ ଫେରାର ହୋଇଯାଇଥିବା ସୂଚନା ମିଳିଛି. ଫେରାର କଏଦୀର ନାମ ଅଜିତ ଡାକୁଆ ବୋଲି ଜଣାପଡିଛି. ସୂଚନାଯୋଗ୍ୟ ଯେ, ଫେରାର ଅଜିତ ଗଞ୍ଜେଇ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...