ଭାରତକୁ ଆମେରିକାର ଏସଟିଏ ମାନ୍ୟତା, ଦକ୍ଷିଣ ଏସିଆରେ ସର୍ବପ୍ରଥମ, ଏସିଆରେ ତୃତୀୟ
ୱାଶିଂଟନ୍(ଏଜେନ୍ସି): ଆମେରିକା ପକ୍ଷରୁ ଭାରତକୁ ଷ୍ଟ୍ରାଟେଜିକ ଟ୍ରେଡ୍ ଅଥରାଇଜେସନ ବା ସାମରିକ ବ୍ୟାପାର ପ୍ରାଧିକରଣ-୧ (ଏସଟିଏ) ମାନ୍ୟତା ଦିଆଯାଇଛି । ଫଳରେ ସମଗ୍ର ଦକ୍ଷିଣ ଏସିଆ ରାଷ୍ଟ୍ର ସମୂହଙ୍କ ମଧ୍ୟରେ ସର୍ବପ୍ରଥମ ତଥା ଏସିଆ ସମୂହ ରାଷ୍ଟ୍ରଙ୍କ ମଧ୍ୟରେ ତୃତୀୟ...
ବନ୍ଧୁ ପାଇଁ ଦିନଟିଏ : ଭାବ ଆଦାନପ୍ରଦାନର ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ
ଆଜି ବିନ୍ଧୁତା ଦିବସ । ମଣିଷ ଜୀବନରେ ବନ୍ଧୁତ୍ୱ ହେଉଛି ଏପରି ଏକ ଶବ୍ଦ ଯାହାର ତୁଳନା କରିବା ଅସମ୍ଭବ । ପ୍ରକୃତ ବନ୍ଧୁ ହିଁ ଜୀବନର ସୁଖଦୁଃଖରେ ସବୁବେଳେ ସାଙ୍ଗରେ ଥାଏ । ଆଜିକାଲିର ବ୍ୟସ୍ତବହୁଳ ଜୀବନରୁ କିଛି...
କାହା ସ୍ବାର୍ଥରେ ଗଠନ ହେବ ବିଧାନ ପରିଷଦ ?
ବିଧାନ ପରିଷଦ ଗଠନ ପାଇଁ ରାଜ୍ୟ ସରକାର ଖୁବ୍ ବ୍ୟଗ୍ର. ମାତ୍ର ନବୀନ ପଟ୍ଟନାୟକଙ୍କ ସରକାର ଶାସନରେ ରହିବାର 18 ବର୍ଷ ପରେ ବିଧାନ ପରିଷଦ ଗଠନ କରିବା ପାଇଁ ଆଗ୍ରହ ପ୍ରକାଶ କରିବା ପଛରେ କାରଣ କଣ ?...
ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ କଲପେଶ୍ ସତ୍ୟେନ୍ଦ୍ର ଜାଭେରୀ
ଜଷ୍ଟିସ କଲପେଶ୍ ସତ୍ୟେନ୍ଦ୍ର ଜାଭେରୀ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି. ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ବିନୀତ ଶରଣ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଛନ୍ତି. ଏ ସଂକ୍ରାନ୍ତରେ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି....
ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳବଦଳ
ଆଗକୁ ଅଛି ନିର୍ବାଚନ. ନିର୍ବାଚନ ମୈଦାନରେ ଓହ୍ଲାଇବାକୁ ପ୍ରସ୍ତୁତ ସବୁ ଦଳ. ବିରୋଧି ଦଳ ବି ରଣକୌଶଳ ପ୍ରସ୍ତୁତିରେ ବ୍ୟସ୍ତ. ଏଭଳି ସ୍ଥିତିରେ ଶାସକ ଦଳ ନିଜକୁ ଆହୁରି ମଜବୁତ୍ କରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହିଁ. ନିର୍ବାଚନ...
ଦାୟିତ୍ୱ ଗ୍ରହଣ କଲେ ସତ୍ୟଜିତ୍ ମହାନ୍ତି
ଭୁବନେଶ୍ୱର ଓ କଟକର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସିନିୟର ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି. ଶୁକ୍ରବାର ପୂର୍ବତନ ପୋଲିସ କମିଶନର ଓ୍ୱାଇ.ବି ଖୁରାନିଆ ନୂଆ କମିଶନରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି. ଓ୍ୱାଇ.ବି ଖୁରାନିଆ ଏଡିଜି...
ବ୍ଲୁ ହ୍ୱେଲ୍ ପରେ ଏବେ ‘ମୋମୋ ହ୍ୱାଟ୍ସଆପ୍ ଚାଲେଞ୍ଜ’
ନୂଆଦିଲ୍ଲୀ(ଏଜେନ୍ସି): ନିକଟ ଅତୀତରେ ମାରାତ୍ମକ ଇଣ୍ଟରନେଟ୍ ଗେମ୍ ‘ବ୍ଲୁ ହ୍ୱେଲ୍’ର ଶିକାର ହୋଇ ଦେଶ ବିଦେଶର ଶତାଧିକ ଯୁବଗୋଷ୍ଠୀ ନିଜ ଜୀବନ ହାରିବା ଦେଖିବାକୁ ମିଳିଥିଲା । ପରେ ଅବଶ୍ୟ ବ୍ୟାପକ ସତର୍କତା ଓ ପରାମର୍ଶ ଯୋଗୁଁ ଯୁବଗୋଷ୍ଠୀଙ୍କୁ ଏହି...
ଏନ୍ଆର୍ସି ତାତି
ଗିରଫ କର, ତଥାପି କୋଲକତା ଯିବି
୧୧ରେ ରାଲି ଆୟୋଜନ ପାଇଁ ଶାହାଙ୍କୁ ଅନୁମତି ଦେଲା ପୁଲିସ ପ୍ରଶାସନ
ନୂଆଦିଲ୍ଲୀ(ଏଜେନ୍ସି): କୋଲକତାରେ ମୋତେ ଗିରଫ କରାଯିବାର ସମ୍ଭାବନା ରହିଛି । ତଥାପି ମୁଁ କୋଲକତା ଗସ୍ତ କରିବି ଏବଂ ୧୧ରେ ଆୟୋଜନ ହେବାକୁ...
ଠାବ ହେଲା ନକଲି ସିମେଣ୍ଟ କାରଖାନା, ମାଲିକ ଗିରଫ
କଟକରେ ଠାବ ହୋଇଛି ନକଲି ସିମେଣ୍ଟ କାରଖାନା. କଟକର ପୀର ବଜାରରେ ପୋଲିସ ଏକ ସିମେଣ୍ଟ କାରଖାନା ଉପରେ ଚଢାଉ କରି କିଛି ଯନ୍ତ୍ରପାତି ଜବତ କରିବା ସହ କାରଖାନାର ମାଲିକକୁ ଗିରଫ କରିଛି. ଚଢାଉ ସମୟରେ ପୋଲିସ ଅସଲି...
ନିଶାସକ୍ତ ଯୁବକ ଖାଇଲେ ଜିଅନ୍ତା କୁକୁଡ଼ା
ନିଶା ମଣିଷକୁ ଅମଣିଷ କରିଦିଏ. କେବଳ ନିଶା କରୁଥିବା ବ୍ୟକ୍ତି ନିଜକୁ ନୁହେଁ ନିଜ ପରିବାରକୁ ମଧ୍ୟ ଦୁର୍ଦ୍ଦଶା ଆଡ଼କୁ ଟାଣି ନିଏ . ନିଶାସକ୍ତ ମଣିଷ ନିଜର ହିତାହିତ ଜ୍ଞାନ ହରାଇ ବସେ. ଏମିତି କିଛି ଘଟଣା ଦେଖିବାକୁ...













