ଦ୍ୱିପର ପୁନଃ ନାମକରଣ
ଆଣ୍ଡାମାନ ଓ ନିକୋବରର ତିନୋଟି ଦ୍ୱିପର ପୁନଃ ନାମକରଣ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର. ଏହି ତିନୋଟି ଦ୍ୱିପ ମଧ୍ୟରେ ରହିଛି ରସ୍ ଆଇଲାଣ୍ଡ,ନଲ ଆଇଲାଣ୍ଡ ଓ ହାଭଲକ୍ ଆଇଲାଣ୍ଡ. ତେବେ ରସ୍ ଆଇଲାଣ୍ଡକୁ ନେତାଜୀ ସୁବାଷ...
ଲୋକାର୍ପିତ ହେଲା ବୋଗିବିଲ ସେତୁ
ଶେଷରେ 21 ବର୍ଷର ସ୍ଥାପନା ପରେ, ଡିସେମ୍ବର 25 ତାରିଖ ଅଟଳଙ୍କ ଜନ୍ମ ଜୟନ୍ତୀ ଅବସରରେ ଆସାମର ଦିବ୍ରୁଗଡରେ ଦୀର୍ଘତମ ପୋଲ ବୋଗବିଲର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମାଣ ହୋଇଥିବା ଏହି ସେତୁ ବିଶେଷ...
ନୂଆ ଫିଚରରେ ୨୦ ଟଙ୍କିଆ ନୋଟ୍
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୂଆ ୨୦ ଟଙ୍କିଆ ନୋଟ ଜାରି କରାଯିବ । ଆରବିଆଇ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ , ୨୦୧୬ ମାର୍ଚ୍ଚ ୩୧ ସୁଦ୍ଧା ୪୯୨ କୋଟି ୨୦ ଟଙ୍କିଆ ନୋଟ ପ୍ରଚଳିତ...
ନୂଆବର୍ଷରେ ନୂଆ ଉପହାର
ସରିବ 2018 ମସିହା , ଆଗମନ କରିବ 2019. ଏହି ପରିପ୍ରେକ୍ଷୀରେ ମୋଦି ଦେଶବାସୀଙ୍କୁ ଭେଟି ଦେବାକୁ ଯାଉଛନ୍ତି ଏକ ଉପହାର. ଯାହାର ନାମ ହେଲା ‘ଆୟୁଷ୍ମାନ ଭାରତ ଯୋଜନା’. ହଁ, ଉତ୍ତରାଖଣ୍ଡ ରେସକୋସସ୍ଥିତ ବନ୍ରୁ ସ୍କୁଲରେ ମଙ୍ଗଳବାରଠୁ ଆରମ୍ଭ...
ବର୍ତ୍ତିଲା ହୀରାଖଣ୍ଡ ଏକ୍ସପ୍ରେସ
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି ହୀରାଖଣ୍ଡ ଏକ୍ସପ୍ରେସ । ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ଼ ଷ୍ଟେସନ ନିକଟରେ ରେଳ ଧାରଣାରେ ଫାଟ ହୋଇଥିଲା । ତେବେ ଟ୍ରାକ ପାଖରେ ଥିବା ସିଗନାଲ ମ୍ୟାନ ଏହା ଦେଖି ରେଳ ବିଭାଗକୁ ସୂଚନା ଦେଇଥିଲେ।...
ମୃତ୍ୟୁର ୭ମାସ ପରେ ବି ଅନଲାଇନ ଥିଲେ ମହିଳା !
ଉତ୍ତରାଖଣ୍ଡର ଗୋରଖପୁରରେ ଘଟିଛି ଅଭାବନୀୟ ଘଟଣା. ଯାହାକୁ ଶୁଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ. ଜଣେ ଡାକ୍ତର ନିଜ ପୂର୍ବ ପତ୍ନୀକୁ ହତ୍ୟା କରିବା ପରେ ଅନ୍ୟମାନଙ୍କୁ ଅନ୍ଧାରରେ ରଖିବା ପାଇଁ ସୋସିଆଲ ମିଡିଆରେ ନିଜ ପତ୍ନୀଙ୍କୁ ଜୀବିତ ରଖିଥିଲେ....
ସ୍ୱାଧୀନତା ସଂଗ୍ରାମୀ ଅସୁସ୍ଥ
ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସ୍ୱାଧୀନତା ସଂଗ୍ରାମୀ ବୈଦେହୀ ପଣ୍ଡା । ଆଚାର୍ଯ୍ୟ ବିନୋବା ଭାବେଙ୍କ ପାଇଲଟ୍ ଭାବେ ସୁପରିଚିତ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୈଦେହୀ ପଣ୍ଡା ଭୁବନେଶ୍ୱରର ହାଇଟେକ୍ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି...
ଜେଲ୍ ଗଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ 7 ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି ଇସଲାମବାଦର ଜବାବଦାୟୀ ଅଦାଲତ. ତେବେ 68 ବର୍ଷୀୟ ନୱାଜଙ୍କୁ ଅଲ ଅଜୀଜିଆ ଷ୍ଟିଲ ମିଲ୍ ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରି 7 ବର୍ଷର ଜେଲ ଦଣ୍ଡ...
ବ୍ରାଉନସୁଗାର ନେଟୱାର୍କ ପଶ୍ଚିମବଙ୍ଗରୁ ଝାଡଖଣ୍ଡ
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ସଦନନ୍ଦପୁର ଗାଁରେ ୧୫୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନସୁଗାର ମୂଲ୍ୟ ୧୬ ଲକ୍ଷ ଟଙ୍କା ରହିଛି । ସେହି ଗାଁର ଫାରୁଖ ଖାଁଙ୍କ ପୁଅ ଅବଦୁଲ ଫରିଦ...
କଳାହାଣ୍ଡି ଉତ୍ସବ ଉଦଘାଟିତ
ଉଦଘାଟିତ ହୋଇଛି ଗ୍ରାମ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ । ଏହି ସାଂସ୍କୃତିକ ମହୋତ୍ସବ ଆସନ୍ତା ଜାନୁୟାରୀ ୧୪ ତାରିଖରୁ ଆରମ୍ଭ ହେବ । ସୋମବାର କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ଠାରେ ଗ୍ରାମପଞ୍ଚାୟତ ସ୍ଥରୀୟ କଳାହାଣ୍ଡି ଉତ୍ସବ...









