24.1 C
Bhubaneswar
Friday, October 30, 2026
-Advertisement-
video

ବାଲେଶ୍ୱରରେ ଗଣତନ୍ତ୍ର ଦିବସ ପାଳିତ

70ତମ ସାଧାରଣତନ୍ତ୍ର ଦିବସ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି.  ବାଲେଶ୍ୱର ପୋଲିସ ପଡିଆରେ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି. ଏହି ଉତ୍ସବରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ....
video

ଦାୟିତ୍ୱହିନତାର ପରିଣାମ

ଶନିବାର ସାରା ରାଜ୍ୟରେ 70ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି. ଏହି ଅବସରରେ କଳାହାଣ୍ଡିରେ ଆୟୋଜିତ ଜିଲ୍ଲାସ୍ତରୀୟ ଉତ୍ସବରେ  ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା. ମାତ୍ର ଶ୍ରୀ ଜେନା...

ପଦ୍ମ ନେବେନି ଗୀତା

ପଦ୍ମଶ୍ରୀ ସମ୍ମାନକୁ ପ୍ରତ୍ୟଖାନ କରିଛନ୍ତି ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା. ନିର୍ବାଚନ ବର୍ଷ ହୋଇଥିବାରୁ ଏହି ସମ୍ମାନ ଗ୍ରହଣ କଲେ ସର୍ବସାଧାରଣରେ ଭିନ୍ନ ବାର୍ତ୍ତା ଯିବ ବୋଲି କହିଛନ୍ତି ଗୀତା. ତେଣୁ ସେ...

ହସ୍ପିଟାଲରେ କମଳା ପୂଜାରୀ

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବା ପାଇଁ ମନୋନୀତ ହୋଇଥିବା କମଳା ପୂଜାରୀ ଗତକାଲି ବିଳମ୍ବିତ ରାତିରେ ଅସୁସ୍ଥ ହୋଇପଡିଛନ୍ତି. ଫଳରେ ତାଙ୍କୁ କୋରାପୁଟ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି. କୃଷି କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ...

ଗଣତନ୍ତ୍ର ଦିବସରେ ମାଓବାଦୀଙ୍କ ହାମଲା

ଶନିବାର ଦେଶବ୍ୟାପୀ ଗଣତନ୍ତ୍ର ଦିବସ ପାଳନ କରାଯାଉଥିବା ବେଳେ  କାଶ୍ମୀର ଘାଟିରେ ଆତଙ୍କବାଦୀମାନେ ଆତଙ୍କ ଖେଳାଇଛନ୍ତି. କାଶ୍ମୀର ଘାଟି ପୁଲୱାମାର ପମ୍ପୋର ଓ ଖାନମୋ ଅଞ୍ଚଳରେ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ହାମଲା କରିଛନ୍ତି. ଫଳରେ 5 ଜଣ ସୁରକ୍ଷାକର୍ମୀ...
video

ନୀଳଗିରିରେ ସଚେତନତା କାର୍ଯ୍ୟକ୍ରମ

ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରେ ପାଳିତ ହୋଇଯାଇଛି ଭୋଟର ଦିବସ. ଭୋଟର ଦିବସ ଉପଲକ୍ଷେ ଏଥିରେ ଉପସ୍ଥିତ ଥିବା ଲୋକଙ୍କୁ ଇଭିଏମ ଓ ଭିଭିପାଟ ବିଷୟରେ ଅବଗତ କରାଯାଇଥିଲା. ଇଭିଏମ ଓ ଭିଭିପାଟ ମାଧ୍ୟମରେ ଲୋକମାନେ କିପରି ଭୋଟ ଦେବେ...

33 ବର୍ଷ ପର୍ଯ୍ୟନ୍ତ ମାଗଣା ରେଳ ଯାତ୍ରା

ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରୀ ଚାକିରିଆଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି. ମିଳିଥିବା ସୂଚନା ଅନୁସାରେ, ରେଳ କର୍ମଚାରୀଙ୍କ ପିଲା ଏବେ ବାହାରକୁ ଯାତ୍ରା କଲେ ମାଗଣାରେ ଯାତ୍ରା କରିପାରିବେ. ରେଳ ବିଭାଗରେ ଚାକିରୀ...

ବି.ଟେକ-ବ୍ରାଉନ ସୁଗାର

ଭୁବନେଶ୍ୱର ଘରୋଇ କଲେଜରେ ଇଞ୍ଜିନିୟରିଂ ପଢୁଥିବା ଜଣେ ଛାତ୍ରଙ୍କ ନିକଟରୁ ଜବତ ହୋଇଛି ବ୍ରାଉନ ସୁଗାର. ଭୁବନେଶ୍ୱରସ୍ଥିତ ପଟିଆ ବିଗ ବଜାର ଛକ ନିକଟରେ ଏଭଳି ଘଟଣା ସାମ୍ନାକୁ ଆସିଛି. ଜଗତସିଂହପୁର ଜିଲ୍ଲା ଘଡିମୂଳ ଗାଁର ବିଶ୍ୱଜିତ ପ୍ରଧାନଙ୍କ ନିକଟରୁ...

ଦିଲ୍ଲୀ ଗଣତନ୍ତ୍ର ଦିବସରେ ଯୋଗ ଦେବେ ଓଡିଆ ଝିଅ

ଜାନୁୟାରୀ 26 ତାରିଖ 70ତମ ଗଣତନ୍ତ୍ର ଦିବସରେ ଦିଲ୍ଲୀ ପ୍ୟାରେଡରେ ଯୋଗ ଦେବେ ବାଲେଶ୍ୱର ଝିଅ ସୁଶ୍ରୀ ଆରାଧନା.  ଏ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ତରଫରୁ ତାଙ୍କୁ ନିମନ୍ତ୍ରଣ କରାଯାଇଛି. ତେବେ ଜାନୁୟାରୀ 26ରେ ଦିଲ୍ଲୀରେ ପ୍ରଥମ...
video

ପ୍ରତିବାଦ ସଭା ପାଳନ କରୁଛନ୍ତି ମାଓବାଦୀ

ମାଲକାନଗିରିରେ ମାଓବାଦୀଙ୍କ ମେଳି. ଗାଁ କୁ ଗାଁ ବୁଲି ମାଓବାଦୀ ସେମାନଙ୍କ ସମର୍ଥକ ଯୋଗାଡ କରିବାରେ ଲାଗିଛନ୍ତି. ପୋଲିସ ଓ ଯବାନଙ୍କ ମିଳିତ ମାଓ ବିରୋଧୀ ଅଭିଯାନ ଯୋଗୁ ଗତ କିଛି ମାସ ଧରି ମାଲକାନଗିରି ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...