ଜଣଙ୍କ ଆକାଉଣ୍ଟରେ ଅନ୍ୟ କେହି କରିପାରିବେନି ଅର୍ଥଜମା
ଟଙ୍କା ଜମା କରିବାକୁ ନେଇ ଏସବିଆଇର ନୂଆ ନିୟମ. ଜଣଙ୍କ ଏସବିଆଇ ଆକାଉଣ୍ଟରେ ଅନ୍ୟ କେହି ଅର୍ଥଜମା କରିପାରିବେନି । ଭାରତୀୟ ଷ୍ଟେଟ ବ୍ୟାଙ୍କର ଏହି ନୂଆ ନିୟମ ଅନୁଯାୟୀ ଅତି ଜରୁରୀ ଥିଲେ ଏସବିଆଇ ପକ୍ଷରୁ ରହିଥିବା ପ୍ରକ୍ରିୟା...
ବୈବାହିକ ଜୀବନରେ ଅଶାନ୍ତି: ଲିଭିଗଲା ଆଇପିଏସ ଅଧିକାରୀଙ୍କ ଜୀବନ ଦୀପ
୫ ଦିନ ଧରି ଜୀବନ ସହ ସଂଘର୍ଷ କରିବା ପରେ ଶେଷରେ ହାରି ଯାଇଛନ୍ତି ଆଇପିଏସ ଅଧିକାରୀ ସୁରେନ୍ଦ୍ର ଦାସ । ୫ଦିନ ତଳେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସୁରେନ୍ଦ୍ର । ଗତକାଲି କାନପୁରରେ ଏକ ନର୍ସିଂ...
୩ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୭ ଦିନିଆ ରିଲିଫ୍ ଘୋଷଣା
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସଚିବାଳୟରେ ଭଦ୍ରକ, କେନ୍ଦ୍ରପଡା ଓ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ବନ୍ୟା ପରିସ୍ଥିତି ଓ ଜିଲ୍ଲାର ଆବଶ୍ୟକତା...
ତେଲ ତାତିରେ ବିଧାନସଭା ମୁଲତବୀ
ସୋମବାର ବିଧାନସଭା ଆରମ୍ଭରୁ ଗୃହରେ ତେଲ ତାତି । ବିଧାନସଭା ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ତୈଳଦର ବୃଦ୍ଧି ପ୍ରତିବାଦରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । କଂଗ୍ରେସ ସଦସ୍ୟଙ୍କ ହୋ ହାଲ୍ଲା ଯୋଗୁଁ ବିଧାନସଭା କାର୍ଯ୍ୟ ପରିଚାଳନା ସମ୍ଭବ...
ହସ୍ପିଟାଲ ପଛରୁ ମଣିଷ ଖପୁରୀ ଜବତ, ପୋଲିସର ଖୋଳତାଡ଼ ଆରମ୍ଭ
ପାଖାପାଖି 7ରୁ ଅଧିକ ମଣିଷ ଖପୁରୀ ଜବତ କରିଛି ପୁରୀ ପୋଲିସ । ଏଭଳି ଘଟଣା କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଖବର ସାମ୍ନାକୁ ଆସିଛି । ଆଉ ରବିବାର ଦିନ ଏହି ଘଟଣା...
କମ୍ପ୍ୟୁଟର ବାବାଙ୍କୁ ବି ଦରକାର ଭାଜପା ଟିକଟ
ଚଳିତବର୍ଷ ଶେଷ ଆଡକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ ବହୁ ସଂଖ୍ୟାରେ ସାଧୁସନ୍ଥ ମଇଦାନକୁ ଓହ୍ଲାଇବେ ବୋଲି ଅନୁମାନ କରାଯାଉଛି । ଏଥିପାଇଁ ଏମାନେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଥିବା ଦେଖାଯାଇଛି । ମଧ୍ୟପ୍ରଦେଶରେ ଭାଜପା...
ତୈଳ ଦର ବୃଦ୍ଧିକୁ ନେଇ ଭାଜପାକୁ ଘେରିଲା ଶିବସେନା
ପେଟ୍ରୋଲ ଓ ଡିଜେଲ ଦର ଏବେ ଆକାଶ ଛୁଆଁ ହୋଇଛି । ରବିବାର ସୁଦ୍ଧା ତେଲ ଦର ପାଖାପାଖି ୯୦ ଟଙ୍କା ଛୁଇଁଲାଣି । ଏହାକୁ ନେଇ ସାରା ଦେଶରେ ବିରୋଧୀ ବିକ୍ଷୋଭ ଆରମ୍ଭ କରିଛନ୍ତି । ଅନ୍ୟପଟେ ତୈଳଦର...
କରାଳ ରୂପ ନେଉଛି ବୈତରଣୀ ନଦୀ, ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ
ଅବପାତର ରୂପ ନେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ବିଶେଷ କରି ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।
ଏପଟେ ଭଦ୍ରକ, ଯାଜପୁର...
ସୁରକ୍ଷା ଦାବିରେ ଡାକ୍ତରଙ୍କ ଅଭିନବ ପ୍ରତିବାଦ
ହାଇଦ୍ରାବାଦସ୍ଥିତ ଓସମୋନିଆ ଜେନେରାଲ ହସ୍ପିଟାଲର ଡାକ୍ତରମାନେ ସୁରକ୍ଷା ଦାବିରେ ଅଭିନବ ପ୍ରତିବାଦ କରିଛନ୍ତି. ତେଲେଙ୍ଗାନାର ସବୁଠୁ ବଡ ହସ୍ପିଟାଲର ଗୃହ ଅସୁରକ୍ଷିତ ଅବସ୍ଥାରେ ଥିବାରୁ କତ୍ତୃପକ୍ଷଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଡାକ୍ତରମାନେ ରୋଗୀଙ୍କୁ ଦେଖିବା ବେଳେ ମୁଣ୍ଡରେ ହେଲମେଟ...
ମତ୍ସ୍ୟଜିବୀଙ୍କୁ ଆଗୁଆ ସୂଚନା ଦେବ ‘ନାଭିକ ସିଷ୍ଟମ’
ଏଣିକି ମତ୍ସ୍ୟଜିବୀମାନେ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ସତର୍କ ହେବା ସହିତ ଇଣ୍ଟରନ୍ୟାଶନାଲ ମେରିଟାଇମ ବାଉଣ୍ଡରି ଲାଇନର ଅବସ୍ଥିତି ସମ୍ପର୍କରେ ଜାଣିପାରିବେ । ସ୍ୱଦେଶୀ ଗ୍ୟାନ କୌଶଳରେ ନିର୍ମିତ ଏଭଳି ଜିପିଏସ (ନାଭିକ ସିଷ୍ଟମ) ସେମାନଙ୍କୁ ସହାୟକ ହୋଇପାରିବ ବୋଲି ଇସ୍ରୋର...









