ମୋ ବିରୁଦ୍ଧରେ ଚକ୍ରାନ୍ତ ଚାଲିଛି :ଦାମ
ବିଜେଡିକୁ ଦାମଙ୍କ ବାଣ । କିଛି ନେତା ଓ ଅଫିସରଙ୍କ ଚକ୍ରବ୍ୟୁହରେ ମୁଖ୍ୟମନ୍ତ୍ରୀ ଫଶିଯାଉଛନ୍ତି ବୋଲି କହିଛନ୍ତି ବିଜେଡି ନେତା ଦାମୋଦର ରାଉତ । ବିଷ୍ଣୁ ଦାଶ ଏବଂ ପ୍ରଶାନ୍ତ ମୁଦୁଲି କାହିଁକି ମୋତେ ଦଳରୁ ବହିଷ୍କାର କରିବାକୁ ଚାହୁଁଛନ୍ତି...
ମୁଁ ଦଳରେ ନାହିଁ: ଦାମ
ବିଜୁ ଜନତା ଦଳରେ ଦାମ ହଟାଓ ଅଭିଯାନ ଚାଲିଥିବାବେଳେ ଦାମୋଦର ରାଉତ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଦଳ ଏବେ ତିନି ଜଣ ନେତାଙ୍କ କଥାରେ ଚାଲିଛି । ଦେବାଶିଷ ସାମନ୍ତରାୟ , ଅରୁଣ ସାହୁ...
ସରକାର ଶୁଣିଲେ ଗୁହାରି: ଆଶାକର୍ମୀଙ୍କ ସହ ବଢିଲା ଅଙ୍ଗନୱାଡି ଦିଦିଙ୍କ ଦରମା
ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଅଙ୍ଗନୱାଡି କର୍ମିଙ୍କ ଦରମା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏନେଇ ମଙ୍ଗଳବାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩୦୦୦ ଟଙ୍କା ପାଉଥିବା ଆଶାକର୍ମୀଙ୍କ ଦରମା ବୃଦ୍ଧି ପାଇ ୪୫୦୦ ରେ...
ମନ୍ଦିର ଦର୍ଶନ ଥିଲା ଶେଷ ଦର୍ଶନ: ତେଲେଙ୍ଗାନା ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା 57କୁ ବୃଦ୍ଧି
ମର୍ମନ୍ତୁଦ ଦୁର୍ଘଟଣା । ତେଲେଙ୍ଗାନାର ଜଗତିଆଲ ଜିଲ୍ଲାରେ ରାଜ୍ୟ ସଡକ ପରିବହନର ଏକ ବସ ଖାତ ଭିତରକୁ ଖସି ପଡିଛି । ବସରେ ଥିବା 57 ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଖବରଅନୁସାରେ ଜିଲ୍ଲାର କୋଣ୍ଡାଗାଟ୍ଟୁ ପର୍ବତ ଉପରେ...
ମୃତ୍ୟୁର ଲାଇଭ ଶୋ
ସତରେ ମୃତ୍ୟୁ ଡାକରା କେତେବେଳ ଆସି ପହଞ୍ଚିଯାଏ ତାହା କେହି କେବେ କହିପାରିବେ ନାହିଁ । ଲାଇଭ ଟିଭି ଶୋରେ ମୃତ୍ୟୁ ! କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ . କିନ୍ତୁ ଟିକେ ଭଲ କରି ଦେଖନ୍ତୁ ଏ...
ହାଇଦ୍ରାବାଦ ବମ ବ୍ଲାଷ୍ଟ ମାମଲା : ଦୁଇ ଆତଙ୍କବାଦୀଙ୍କୁ ମିଳିଲା ଫାଶୀ ଦଣ୍ଡାଦେଶ
ହାଇଦ୍ରାବାଦ ବିସ୍ଫାରଣ ମାମଲାରେ ସୋମବାର ଦୋଷୀଙ୍କୁ ଦଣ୍ଡ ଶୁଣାଇଛନ୍ତି କୋର୍ଟ । 2007 ମସିହାରେ ଭୟଙ୍କର ବିସ୍ଫୋରଣରେ ସଂଶ୍ଳିଷ୍ଟ ଦୁଇ ଜଣ ଅାତଙ୍କବାଦୀଙ୍କୁ ମେଟ୍ରୋପଲିଟାନ୍ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ମାମଲାରେ କୋର୍ଟ ଅନ୍ୟ ଏକ ଆତଙ୍କବାଦୀକୁ ଆଜୀବନ କାରାଦଣ୍ଡ...
ଓଡ଼ିଶାରେ ପହଁଞ୍ଚିଲା ସହିଦଙ୍କ ମରଶରୀର
ସହିଦ ଚମ୍ପେଶ୍ୱର ମହାକୁଡ଼ଙ୍କ ମରଶରୀର ସୋମବାର ଓଡ଼ିଶା ପହଁଞ୍ଚିଛି । ଶେଷ କୃତ୍ୟ ପାଇଁ ଚମ୍ପେଶ୍ୱରଙ୍କ ମରଶରୀର ତାଙ୍କ ଗାଁକୁ ନିଅାଯାଇଛି।
ଚମ୍ପେଶ୍ୱର ୨୯ ଅାସାମ ରାଇଫଲ୍ସର ସଦସ୍ୟ ଥିଲେ । ଗତ ୭ ତାରିଖରେ ମଣିପୁରରେ କାର୍ଯ୍ୟରତ ଅବସ୍ଥାରେ ପିଏଲ୍ଏ ଓ...
ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ
ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ । ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି । ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦିପ୍ତ କୁମାର ଦାସଙ୍କୁ ବଦଳ କରାଯାଇ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ...
ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା
କଟକ ଶକ୍ତି ନଗର ବିକାଶ ପରିଷଦ ପକ୍ଷରୁ ସହରର ପାଞ୍ଚଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପରିଷଦ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଶ୍ରୀ ଗୋପବନ୍ଧୁ ପଟ୍ଟନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ ।...
ସ୍କୁଲରେ ପାଳନ ହେବ ‘ହାପି ସଟର ଡେ’
ଶନିବାର ବିନା ବ୍ୟାଗରେ ସ୍କୁଲ ଯିବେ ଛାତ୍ରଛାତ୍ରୀ । ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ହାପି ସଟର ଡେ ଭାବେ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । ଏହି ଦୁଇ ଦିନ ପିଲାମାନଙ୍କୁ କିଛି ସୃଜନାତ୍ମକ ଶିକ୍ଷା ପ୍ରଦାନ...









