ଗଣପର୍ବ ନୂଆାଁଖାଇ ପାଇଁ ଲଗ୍ନ ସ୍ଥିର
ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ସେମାବାର ଲଗ୍ନ ସ୍ଥିର ହୋଇଛି । ସେପ୍ଟେମ୍ବର ୧୪ରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗିବ । ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ତୁଳା ଲଗ୍ନରେ ଏହି ନବାନ୍ନ...
ଚାଷୀଙ୍କ ଆତ୍ମହତ୍ୟାକୁ ରୋକିବ ମିଟ୍ଟି ଚ୍ୟବନପ୍ରାସ
ଓଡିଶାର ବରଗଡ ଠାରୁ ଆରମ୍ଭ କରି ମହାରାଷ୍ଟ୍ରର ବିଦର୍ଭ ପର୍ଯ୍ୟନ୍ତ ଯେଉଁଆଡେ ଦେଖିଲେ ଖାଲି କୃଷକଙ୍କ ଆତ୍ମହତ୍ୟା.ଋଣ କରି କରିଥିବା ଚାଷରେ ଫସଲ ଭଲ ନ ହେବାରୁ ଋଣକୁ କିପରି ସୁଝିବେ ଚିନ୍ତା କରି ବାଧ୍ୟ ହୋଇ ଆତ୍ମହତ୍ୟା କରୁଛନ୍ତି...
୯ ବର୍ଷ ପରେ ମିଳିଲା ଜାହାଜ
ଏକ ନିଖୋଜ ଜାହାଜର ଖବର ମିଳିଛି । ୯ବର୍ଷ ତଳେ ପ୍ରଶାନ୍ତ ମହାସାଗରରେ ଏହି ଜାହାଜଟି ହଠାତ୍ କୁଆଡେ ଉଭେଇ ଯାଇଥିଲା । ସୈମ୍ ରତାଉଲାଙ୍ଗି ପିବି-୧୬୦୦ ନାମକ ଏହି ଜାହାଜ ଭାରତ ମହାସାଗର ମିଆଁମାର୍ ଉପକୂଳରେ କଳଙ୍କିଲଗା ଅବସ୍ଥାରେ...
୧୦ ଟଙ୍କାରେ ଯୋଗୀ ଥାଳି
ଆହ୍ଲାବାଦରେ ଏବେ ମାତ୍ର ୧୦ ଟଙ୍କାରେ ମିଳିବ ପେଟପୁରା ଖାଦ୍ୟ । ଏହି ଥାଳି ଏବେ ଆର୍ଥିକ ଦୂର୍ବଳ ଶ୍ରେଣୀର ଲୋକମାନଙ୍କୁ ଯୋଗାଇ ଦିଆଯିବ । ଏହି ଯୋଜନାକୁ ରବିବାର ଆଲ୍ଲାବାଦର ମେୟର ଅଭିଳାଷ ଗୁପ୍ତା ଶୁଭାରମ୍ଭ କରିଛନ୍ତି ।...
ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ : ଗିରଫ ହେଲେ ଚିଟଫଣ୍ଡ ଅଭିଯୁକ୍ତ ଶୁଭଙ୍କର ନାୟକ
ସି-ସୋର ଚିଟଫଣ୍ଡ ଲିଙ୍କ୍ ରେ ସଂପୃକ୍ତ ଥିବା ଶୁଭଙ୍କର ନାୟକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ପୂର୍ବରୁ ଗିରଫ ହୋଇ ଜାମିନରେ ଆସିଥିବା ଶୁଭଙ୍କରଙ୍କ ବିରୋଧରେ ଆସିଛି ଆଉ ଏକ ଅଭିଯୋଗ । ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ...
ଜର୍ମାନୀରେ ସଫଳ ବୈଜ୍ଞାନିକ ଭାବେ ନାଁ କଲେ ଓଡିଆ ପୁଅ
ଜର୍ମାନୀରେ ନିଜକୁ ସଫଳ ବୈଜ୍ଞାନିକ ଭାବେ ପ୍ରତିଷ୍ଠିତ କରାଇଥିବା ଓଡିଆ ପୁଅ ସେସା କିଶାନଙ୍କ କାହାଣୀ ବାସ୍ତବରେ ମର୍ମସ୍ପର୍ଶୀ ଓ ପ୍ରେରଣାଦାୟୀ । କେନ୍ଦୁପତ୍ର ତୋଳି ପରିବାର ତାଙ୍କର ଚଳେ । ମାତ୍ର ନିଜର ଦୃଢ ଇଚ୍ଛାଶକ୍ତି ଓ ଅଧ୍ୟବସାୟ...
ମୋମୋ ଚ୍ୟାଲେଞ୍ଜର ଶିକାର ହେଲେ ଓଡିଶାର ଇଞ୍ଜିନିୟରିଂ ଛାତ୍ର
ମୋମୋ ଆତଙ୍କରେ ଆତଙ୍କିତ ସମସ୍ତେ । ମୋମୋ ଚ୍ୟାଲେଞ୍ଜ ଗେମ ନେଉଛି ଜୀବନ । ଏହି ଗେମର ଶିକାର ହୋଇ ଓଡିଶାର ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ 6 ମହଲାରୁ ଡେଇଁ...
ଆଜି ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ପାଇଁ ଶ୍ରୀମନ୍ଦିରରେ ଚାଲିଛି ପ୍ରସ୍ତୁତି
ରବିବାର ପବିତ୍ର ଜନ୍ମାଷ୍ଟମୀ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ସର୍ବତ୍ର ଧୂମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଘରେ ଘରେ ନନ୍ଦଲାଲାଙ୍କ ପୂଜା ପାଇଁ ଲାଗିପଡିଛନ୍ତି ଭକ୍ତ ।...
ବର୍ଷାରେ ଭୁଷୁଡିଲା ଯାଜପୁର ସବ୍ ଜେଲ୍ ପାଚେରୀ
ରାଜ୍ୟରେ ଲଗାଣ ବର୍ଷାର ପ୍ରଭାବରେ ଅସ୍ତବ୍ୟସ୍ତ ଧନଜୀବନ । କେଉଁଠି ଘରେ ପାଣି ପଶିଲାଣି ତ କେଉଁଠି ରାସ୍ତା ଧୋଇ ହୋଇଗଲାଣି । ଏପଟେ ଲଗାଣ ବର୍ଷା ଫଳରେ ଯାଜପୁର ସବ୍ ଜେଲ୍ ର ସୁରକ୍ଷା ପାଚେରୀ ଭୁଷୁଡି ପଡିଛି...
ପ୍ଲାଷ୍ଟିକ୍ ମୁକ୍ତ ହେବ ସ୍କାର୍ଟସିଟି ଭୁବନେଶ୍ୱର
ପ୍ଲାଷ୍ଟିକ୍ ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର । ଶନିବାର ଠାରୁ ଏହି ପଦକ୍ଷେପ ନିଆଯାଇଛି । ବିଡିଏ କାର୍ଯ୍ୟାଳୟକୁ ପ୍ଲାଷ୍ଟିକ୍ କିମ୍ବା ପଲିଥିନ୍ ପଶିବ ନାହିଁ । ରାଜଧାନୀର ସମସ୍ତ ପାର୍କ ଏବଂ ମାର୍କେଟ କମ୍ପ୍ଲେକ୍ସକୁ ପ୍ଲାଷ୍ଟିକ୍ ମୁକ୍ତ କରାଯିବ...
















