ଅଟଳଙ୍କ ନାମରେ ନାମିତ ହେଲା ଏହି ଷ୍ଟାଡିୟମ
ଦୀର୍ଘ 24 ବର୍ଷ ପରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଖେଳାଯିବ ଅନ୍ତରାଷ୍ଟ୍ରୀୟ ମ୍ୟାଚ. ତେବେ ପୂର୍ବରୁ ଇକାନା ନାମରେ ଥିବା ଏହି ଷ୍ଟାଡିୟମର ନାମ ବଦଳିଛି. ନାମ ବଦଳି ହୋଇଛି ‘ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ’. ଏହି...
୨ ହିଜବୁଲ ମୁଜାହିଦ୍ଦିନ୍ ଆତଙ୍କବାଦୀ ନିହତ
ଜମ୍ମୁ-କଶ୍ମୀର ଶୋପିଆନ୍ରେ ମଙ୍ଗଳବାର ସୁରକ୍ଷାବଳ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ ଜଣ ହିଜବୁଲ୍ ମୁଜାହିଦ୍ଦିନ୍ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀଙ୍କୁ ମହମ୍ମଦ ଇଦ୍ରିଶ୍ ସୁଲତାନ ଏବଂ ଅମୀର ହୁସେନ୍ ଭାବେ ଚିହ୍ନଟ କରାଯାଇଛି। ସେମାନଙ୍କଠାରୁ ଅନେକ ଅସ୍ତ୍ରଶସ୍ତ୍ର...
ଆଜି ଧନତେରସ: ଦେଶବାସୀଙ୍କୁ ମୋଦୀଙ୍କ ଶୁଭେଚ୍ଛା
ସମଗ୍ର ଦେଶରେ ଆଜି ଲୋକମାନେ ଧନତେରସ ଉସôବ ପାଳନ କରୁଛନ୍ତି । ଦିପାବଳୀର ଦୁଇଦିନ ପୂର୍ବରୁ ଲୋକମାନେ ଏହି ଉସôବକୁ ବେଶ୍ ଧୂମଧାମରେ ପାଳନ କରନ୍ତି । ଏହି ଦିନ ସୁନା , ଗହଣା, ବାସନକୁସନ ମଧ୍ୟ କିଣାଯାଏ ।...
ହକି ବିଶ୍ୱକପ ପାଇଁ ଅଫ ଲାଇନ ଟିକଟ ବିକ୍ରି ଆରମ୍ଭ
ବିଶ୍ୱକପ ହକି ପାଇଁ ସୋମବାର ଠାରୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି। ସକାଳ ୧୦ ଟାରୁ ସଂଧ୍ୟା ୫ ଟା ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସମେତ ୧୮ ଟି କେନ୍ଦ୍ରରେ ଓ କଟକର ୨ଟି କେନ୍ଦ୍ରରେ ଟିକେଟ...
ବାବା ରାମଦେବଙ୍କ ବିବାଦୀୟ ମନ୍ତବ୍ୟ, ଦୁଇରୁ ଅଧିକ ପିଲା ଜନ୍ମ କଲେ ନ ମିଳୁ ଭୋଟ ଅଧିକାର
ପତଞ୍ଜଳୀ ଯୋଗପୀଠରେ ଦୁଇ ଦିବସୀୟ ଜ୍ଞାନକୁମ୍ଭ ଆୟୋଜନ କରାଯାଇଛି. ଯେଉଁଥିରେ ବାବା ରାମଦେବ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚା ଘେରକୁ ଆସିଛନ୍ତି. ସେ କହିଛନ୍ତି କି ଏହି ଦେଶରେ ଯେଉଁମାନେ ମୋ ଭଳି ବିବାହ ନ କରିବେ ସେମାନଙ୍କୁ...
ଉଦ୍ଧାର ହେଲେ ତୀର୍ଥଯାତ୍ରୀ
ବଦ୍ରିନାଥକୁ ତୀର୍ଥ ପାଇଁ ଯାଇ ଫସିଥିବା 42 ଜଣ ତୀର୍ଥଯାତ୍ରୀ ସୁରକ୍ଷିତ ଭାବେ ଫେରୁଛନ୍ତି. ରିପୋର୍ଟ ଅନୁସାରେ, ଭଞ୍ଜନଗର ଗଞ୍ଜାମ ଜିଲ୍ଲାର 42 ଜଣ ଯାତ୍ରୀ ତୀର୍ଥଯାତ୍ରାରେ ଅକ୍ଟୋବର 26 ତାରିଖରେ ବାହାରିଥିଲେ. ମାତ୍ର ଗତ ଶନିବାରଦିନ ରାସ୍ତାରେ ଅତ୍ୟଥିକ...
ପରଂପରା ନା କୁସଂସ୍କାର ! ଟିକେ ଭୁଲ୍ ପାଇଁ ବସ୍ତ୍ର ଖୋଲିବାକୁ ପଡେ
ଦକ୍ଷିଣ ଭାରତର କେତେକ ରାଜ୍ୟରେ ଦେବଦାସୀ ପ୍ରଥା ଏବେବି ପ୍ରଚଳିତ ହୋଇଆସୁଛି। ଏଠାକାର ଜନଜାତି ବହୁଳ ଅଞ୍ଚଳରେ ଏହି ପରମ୍ପରାକୁ ଯେପରି ଭାବରେ ପାଳନ କରାଯାଏ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । କର୍ନାଟକର ଆଦିବାସୀବହୁଳ ଅଞ୍ଚଳରେ ଯଦି ଜଣେ...
ଜାମ୍ମୁକାଶ୍ମୀରରେ ପ୍ରବଳ ତୁଷାରପାତ କାରଣରୁ ବିଦ୍ୟୁତ ସେବା ବ୍ୟାହତ
ଜାମ୍ମୁକାଶ୍ମୀରରେ ପ୍ରବଳ ତୁଷାରପାତ କାରଣରୁ ବନ୍ଦ ହୋଇଯାଇଛି ବିଦ୍ୟୁତ ସେବା. ଯାହାକୁ ନେଇ ପୂରା ରାଜ୍ୟ ଅସୁବିଧାର ସମ୍ମୁଖୀନ ହେଉଛି. ବିଶେଷ ଭାବରେ ଛାତ୍ରଛାତ୍ରୀ ଓ ରୋଗୀମାନଙ୍କୁ ଏହି ଅସୁବିଧାର ସାମ୍ନା କରିବାକୁ ପଡୁଛି. ବିଦ୍ୟୁତ ନଥିବା କାରଣରୁ ଛାତ୍ରଛାତ୍ରୀ...
ବେକାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଇବେ ଓଡିଶା ସରକାର
ବେଶୀ ପାଠ ପଢି ଘରେ ବସି ରହିଥିବା ବେକାରୀ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସଷ୍ଟି କରିବାକୁ ଯାଉଛନ୍ତି ଓଡିଶା ସରକାର. ଏ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ବର୍ତ୍ତମାନ ଦୂର ହେବ ବେକାରୀ ସମସ୍ୟା ଏବଂ ନିଯୁକ୍ତି...
ଥମୁନି ମାଓ ଆତଙ୍କ, ଟାର୍ଗେଟରେ ଛତିଶଗଡ ବିଧାନସଭା ନିର୍ବାଚନ
ଦାନ୍ତେୱାଡାରେ ମାଓବାଦୀ ଲଙ୍କାକାଣ୍ଡ । ଗାମବାଡା ଜଙ୍ଗଲରେ ଦୁଇଟି ଯାତ୍ରୀବାହୀ ବସରୁ ଯାତ୍ରୀମାନଙ୍କୁ ଓହ୍ଲାଇ ସେଥିରେ ନିଆଁ ଲଗାଇଦେଇଛନ୍ତି ମାଓବାଦୀମାନେ । ସୂଚନା ମିଳିଛି, ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ମାତ୍ର ବସରେ ସେମାନେ କାହିଁକି ନିଆଁ...







