29.8 C
Bhubaneswar
Saturday, July 25, 2026
-Advertisement-

ମହିଳା ହକି ବିଶ୍ୱ କପ୍ : ଇଟାଲୀକୁ 3-0 ରେ ପରାସ୍ତ କଲା ଭାରତ

ମହିଳା ହକି ବିଶ୍ୱ କପ୍ ରେ ଭାରତ ଇଟାଲୀକୁ 3-0 ରେ ମାତ୍ ଦେଇ କ୍ୱାଟର ଫାଇନାଲରେ ପ୍ରବେଶ କରିଛି. ମଙ୍ଗଳବାର ଲଣ୍ଡନରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳ ଧିରେ ଧିରେ ନିଜ କୌଶଳର ଯାଦୁ ଦେଖାଇଥିଲା. ନଭଜୋତ୍...

‘ଆମ ଗାଁ ଆମ ବିକାଶ’ ଯୋଜନା ଅନ୍ତର୍ଗତ 1,077 ଟି ପ୍ରକଳ୍ପ ପାଇଁ 28.95 କୋଟି ଟଙ୍କା ମଞ୍ଜୁର...

‘ଆମ ଗାଁ ଆମ ବିକାଶ’ ଯୋଜନା ଅନ୍ତର୍ଗତ 6ଟି ଜିଲ୍ଲାର 6 ଟି ବ୍ଲକ ଅଧିନରେ ଥିବା 122 ଟି ଗ୍ରାମ ପଞ୍ଚାୟତର 1,077 ଟି ପ୍ରକଳ୍ପ ଉଦ୍ଦେଶ୍ୟରେ 28.95 କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ....

ପାକିସ୍ତାନ ଓ ଚୀନକୁ ଝଟକା, 110 ଟି ଲଢୁଆ ବିମାନ କିଣିବ ଭାରତ

ପାକିସ୍ତାନ ଓ ଚୀନର କାର୍ଯ୍ୟକଳାପ ଯୋଗୁ ସଦାସର୍ବଦା ନିଜକୁ ପ୍ରସ୍ତୁତ ରଖିଛି ଭାରତ. ଦୁଇ ଦେଶଠାରୁ ଢେର ଅଧିକ ସାମରିକ କ୍ଷମତା ରଖିଥିବା ଭାରତ, ନିଜକୁ ଆହୁରି ମଜବୁତ କରିବା ପାଇଁ ଯୋଜନା ରଖିଛି. 2019 ରେ ଭାରତୀୟ ବାୟୁସେନା ବିଦେଶରୁ...

ମହାପ୍ରୟାଣ ଫେଲ୍, ସାଇକେଲରେ ବୋହି ନେଲେ ଶବ

କାନ୍ଧରେ ସ୍ତ୍ରୀର ଶବ ବୋହି ଚର୍ଚ୍ଚାକୁ ଆସିଥିଲେ ଦାନ ମାଝୀ. ମୃତଦେହକୁ ସମ୍ମାନ ଦେବା ପାଇଁ ନିୟମ କଲେ ସରକାର. ମହାପ୍ରୟାଣ ଗାଡିର ବ୍ୟବସ୍ଥା କରାଗଲା. ଡାକ୍ତରଖାନା କର୍ତ୍ତୃପକ୍ଷ ଗାଡି ଯୋଗାଇଦେବେ. ମାତ୍ର ଶବକୁ ସମ୍ମାନ ଦେବାରେ ପୁଣି ବ୍ୟତିକ୍ରମ....

ନଦୀରୁ ମିଳିଲା ଆଇନଜିବୀଙ୍କ ମୃତଦେହ, ହତ୍ୟା ସନ୍ଦେହ

କୁଆଖାଇ ନଦୀର ବଙ୍କୁଆଳ ଘାଟରୁ ମିଳିଛି ନିଖୋଜ ଯୁବକଙ୍କ ମୃତଦେହ. ମୃତକ ଜଣକ ହେଉଛନ୍ତି ହାଇକୋର୍ଟରେ ଓକିଲ ଭାବେ କାର୍ଯ୍ୟରତ 29 ବର୍ଷିୟ ସନ୍ଦୀପ ନାୟକ. ଜୁଲାଇ 31 ତାରିଖ ସନ୍ଧ୍ୟାରେ ନଦୀରୁ ସନ୍ଦୀପଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ. ସନ୍ଦୀପଙ୍କୁ...

ଏନ୍ଆରସି ଡ୍ରାଫ୍ଟ ତାଲିକାରେ ୪ଠଲକ୍ଷ ଲୋକଙ୍କୁ ବାଦ୍ ରିପୋର୍ଟକୁ ନେଇ ରାଜନୀତି

ଏନ୍ଆରସି ରିପୋର୍ଟ ସମ୍ପର୍କରେ... ଆସାମ ପରି ରାଜ୍ୟରେ ସର୍ବାଧିକ ବାଂଲାଦେଶୀ ଅନୁପ୍ରବେଶ ଅଭିଯୋଗ ପାକିସ୍ତାନ-ବାଂଲାଦେଶ ବିଭାଜନ ସମୟରୁ ହୋଇଆସୁଥିବା ବେଳେ ଏବଂ ଏସବୁ ବର୍ତ୍ତମାନ ସମୟରେ ମଧ୍ୟ ବଳବତ୍ତର ରହିଥିବା ସନେ୍ଦହ କରି ପ୍ରଥମଥର ପାଇଁ ଆସାମରେ ପ୍ରଥମଥର ପାଇଁ ପ୍ରକୃତ...

ରାସ୍ତାକୁ ଓହ୍ଲାଇ ହେଲମେଟ ପିନ୍ଧାଇଲେ ଗଣେଷ

ଦିନକୁ ଦିନ ଲୋକ ସଂଖ୍ୟା ବୃଦ୍ଧି ସହ ବୃଦ୍ଧି ହେଉଛି ଯାନବାହନ ସଂଖ୍ୟା. ସେହି ଅନୁସାରେ ଟ୍ରାଫିକ ସମସ୍ୟା ବି ବୃଦ୍ଧି ପାଉଛି. ଏସବୁକୁ ନଜରରେ ରଖି ବେଙ୍ଗାଲୁର ପୋଲିସ ଆରମ୍ଭ କରିଛି ଏକ ଅଭିନବ ପ୍ରୟାସ. ଟ୍ରାଫିକ୍ ନିୟମର...

ଭଦ୍ରକ ଦୁଷ୍କର୍ମ ଓ ଡବଲ ମର୍ଡର ଘଟଣା : ଅଭିଯୁକ୍ତ ଗିରଫ

ଭଦ୍ରକ ଦୁଷ୍କର୍ମ ଓ ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପିନାଥ ମହାନ୍ତିକୁ ଗିରଫ କରିଛି ପୋଲିସ. ସୋମବାର ରାତିରେ ଭଦ୍ରକ ପୋଲିସ ଗୋପିନାଥକୁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଲରୁ ଗିରଫ କରିଛି. ଗୋପିନାଥର ବୟାନ ଅନୁସାରେ ପୋଲିସ ନିଖୋଜ ଥିବା...

ବର୍ଷା ପାଣିରେ ଉବୁଟୁବୁ ସ୍ମାର୍ଟ ସିଟି

ଭୁବନେଶ୍ବର ସ୍ମାର୍ଟସିଟି ହେବା ଖବରରେ ଆମେ ସମସ୍ତେ ଯେତିକି ଖୁସି ହୋଇଥିଲେ, ଏଥରକର ବର୍ଷା ସେସବୁ ଧୋଇଦେଲା. ଭୁବନେଶ୍ବର ବିଶ୍ବସ୍ତରୀୟ ସହରର ମାନ୍ୟତା ପାଇବା ଏବଂ ସମଗ୍ର ବିଶ୍ବର ଟପ୍ 20 ସହର ମଧ୍ୟରେ ସ୍ଥାନ ପାଇବା କିଛି କମ୍...

ତେଜୁଛି ମରାଠା ଆନ୍ଦୋଳନ, ଜୀବନ ହାରିଲେ ପୁଣି ଜଣେ ଯୁବକ, ପ୍ରତିବାଦ ନିଆଁରେ ଜଳିଲା ୪ଠରୁ ଅଧିକ ବସ୍

  ପୁଣେ: ମରାଠା କ୍ରାନ୍ତି ସମାଜ ପକ୍ଷରୁ ରାଜ୍ୟ ବ୍ୟାପୀ ବନ୍ଦ ଡାକରା ପ୍ରତ୍ୟାହାର କରିନିଆଯିବା ପରେ ମହାରାଷ୍ଟ୍ରରେ ମରାଠା ସଂରକ୍ଷଣକୁ ନେଇ ଜାରି ଆନ୍ଦୋଳନ ପ୍ରଶମିତ ହେବ ବୋଲି ଯାହା ଅନୁମାନ କରାଯାଉଥିଲା ତାହା ଭୁଲ୍ ପ୍ରମାଣିତ ହୋଇଛି ।...
- Advertisement -

Latest article

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...

cw-check-https://test.com/

cw-check https://test.com