25.1 C
Bhubaneswar
Sunday, October 25, 2026
-Advertisement-

ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ : ବାଚସ୍ପତି

ଓଡିଶା ବିଧାନସଭାରେ ବିରୋଧୀଙ୍କ ବିରୋଧର ଭାଷା । ସବୁ ଅଭଦ୍ରାମୀର ସମୀ ଲଂଘନ କରିଛନ୍ତି ବିରୋଧୀ । ଗଣତନ୍ତ୍ର ମନ୍ଦିର କୁହାଯାଉଥିବା ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଛନ୍ତି ବିରୋଧୀ । ସଂଶୋଧିତ ଲୋକାୟୁକ୍ତ ବିଲ୍ ଗୃହରେ ପାରିତ ହେବା...

ଆସିଲା ଷ୍ଟାର ପ୍ରଚାରକ ତାଲିକା

କିଏ ଜିତିବ ପିପିଲି ଗଡ । ପିପିଲିବାସୀଙ୍କର ମନ କିଏ ମୋହିବ । ଏବେ ପିପିଲିରେ ଚାଲିଛି ଜୋରଦାର୍ ପ୍ରଚାର । ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ୩ ପ୍ରାର୍ଥୀ । ଏହା ଭିତରେ ବିଜେପି ଷ୍ଟାର ପ୍ରଚାରକ...

ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ

ପିପିଲି ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ମଇଦାନରେ ଆଜିଠୁ ଜମିବ ପ୍ରଚାର, ଉଠିବ ପଡିବ ପିପିଲି । ଆଜି ପିପିଲି ଉପ ନିର୍ବାଚନ ଲାଗି ନାମାଙ୍କନ ଦାଖଲ କରିବେ ଉଭୟ ବିଜେଡି ଓ କଂଗ୍ରେସ...

ପିପିଲି ମଇଦାନକୁ ଓହ୍ଲାଇବେ ରୁଦ୍ର

ପିପିଲି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବେ ରୁଦ୍ର । ପୂର୍ବତନ ମନ୍ତ୍ରୀ, ବିଧାୟକ ତଥା ଦଳର ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ମହାରଥୀଙ୍କ ପତ୍ନୀ ପ୍ରତିଭା କି ପୁଅ ରୁଦ୍ରଙ୍କୁ...

‘କଥା ନମାନିଲେ ମୋଟୁ ପଠାଇଦେବି’

'କଥା ନମାନିଲେ ମୋଟୁ ପଠାଇଦେବି' । 'ହଁ ଆଜ୍ଞା, ମତେ ମୋଟୁ ପଠାଇ ଦିଅନ୍ତୁ । ମୁଁ ସେଠିକି ପଳାଇବି ।' ବିଜେଡିର ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଭାଇରାଲ୍ ଅଡିଓକୁ ନେଇ ବିଧାନସଭା ଆଜି ସରଗରମ ହୋଇଥିଲା । ବିରୋଧୀ ଦଳ...

ବିଜେପିର ମାହାଙ୍ଗା ରାଲି

ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଥିବା ଅଭିଯୋଗରେ ବିଜେପି ପକ୍ଷରୁ ଆଜି ସଦଭାବନା ଯାତ୍ରା କରାଯାଇଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ଆସି ଦଳୀୟ ନେତା ଓ କର୍ମୀମାନେ ବିଧାନସଭା ଘେରାଉ କରିଥିଲେ...

ନବୀନ ବାବୁ ଆମକୁ ଠକିଦେଲେ : ବିଜେପି

ନବୀନ ବାବୁ ଆମକୁ ଠକିଦେଲେ । ଆଜି ବିଧାନସଭାରେ ଚାଷୀଙ୍କ ଧାନକିଣା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉତ୍ତର ରଖିବା ପରେ ଏହା କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଗତକାଲି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ...

କାଲି ଉତ୍ତର ରଖିବେ ମନ୍ତ୍ରୀ

ବିଧାନସଭା ଅଚଳାବସ୍ଥା ଦୂର ପାଇଁ ଆଜି ସର୍ବଦଳୀୟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଚାଷୀଙ୍କ ଧାନକିଣା ପ୍ରସଙ୍ଗରେ ଆସନ୍ତାକାଲି ସାଢେ ଏଗାରଟାରେ ଯୋଗାଣମନ୍ତ୍ରୀ ଉତ୍ତର ରଖିବେ । ସେହିପରି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ...

ନବୀନ ନିବାସରୁ ବାହାରିଲେ ନବୀନ

ମୁଖ୍ୟମନ୍ତ୍ରୀ ବିଧାନସଭା ଯାଉନାହାଁନ୍ତି । ବିଧାନସଭା ଅଚଳ ହୋଇ ରହିଛି । ମଣ୍ଡିରେ ଚାଷୀଙ୍କ ଧାନ ପଡିରହିଛି । ଶେଷରେ ଆଜି ବିଧାନସଭାରୁ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ନବୀନ ନିବାସ ଗଲେ । ବିଜେପି ବିଧାୟକଙ୍କ ପଛେ ପଛେ...

ବିଧାନସଭା ବାହାରେ ହାଇଡ୍ରାମା : ନବୀନ ନିବାସ ଗଲେ ବିଜେପି ନେତା

ପାଞ୍ଚଦିନ ଧରି ବିଧାନସଭାରେ ଅଚଳାବସ୍ଥା ଲାଗିରହିଛି । ଗୃହର ନେତା ହିସାବରେ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସୁନାହାଁନ୍ତି । କିନ୍ତୁ ବାହାରେ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଏମିତି ଆରୋପ ଲଗାଇ ଆଜି ବିଜେପି ବିଧାୟକ ଓ ନେତାମାନେ ବିଧାନସଭାରୁ...
- Advertisement -

Latest article

Lemon Casino 243-Ways Slots kontra Klasyczne Linie Wypłat

Spis treści1. Mechanika działania: Zrozumienie podstaw2. Porównanie szans i zmienności (wariancji)3. Jak wykorzystać tę wiedzę w Lemon Casino?4. Bonusy i promocje dostosowane do typu...

Hoe je Lalabet KYC in één keer kunt doorstaan

InhoudWat is KYC en waarom voert Lalabet het uit?De benodigde documenten voor verificatieStapsgewijze handleiding voor het uploadprocesVeelvoorkomende problemen en oplossingenWat te verwachten na het...

Westace Christmas Seasonal Slots

InhoudEen Overzicht van Populaire Kerst SlotsHoe Maak Je Gebruik van de Westace BonusStappen voor een Probleemloze OpnameVeelvoorkomende Problemen en OplossingenConclusie: Is Het de Moeite...