27.8 C
Bhubaneswar
Tuesday, July 28, 2026
-Advertisement-

ନେତାଙ୍କୁ ଦେଖିଲେ ଲୋକେ କବାଟ ଦେଇ ଦେଉଛନ୍ତି

ନେତାଙ୍କୁ ଦେଖିଲେ ଲୋକେ କବାଟ ଦେଇ ଦେଉଛନ୍ତି । ଘରେ ପୁରାଉନାହାନ୍ତି । ଏମିତି ସ୍ଥିତିରେ ନିର୍ବାଚନ ପ୍ରଚାର ହେବ କେମିତି । ଆମେ ଯଦିଓ ନିର୍ବାଚନ ହେଉ ବୋଲି ଚାହୁଁଛୁ, କିନ୍ତୁ ଏବେ ନୁହେଁ । କରୋନା ସଂକ୍ରମଣ...

କିଏ ହେବେ କଂଗ୍ରେସ ପ୍ରାର୍ଥୀ ?

ଅଜିତ୍‌ଙ୍କ ପରେ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ବିଶ୍ୱକେତନ ହରିଚନ୍ଦନ । ପୁରୀ ସେବା ଦଳର ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି ବିଶ୍ୱକେତନ । ତେବେ ରେସ୍‌ରେ ନିଶିକାନ୍ତ ମିଶ୍ର, ପୂର୍ଣ୍ଣ ସ୍ୱାଇଁ ଏବଂ ମାନଓ ଆଚାର୍ଯ୍ୟ...

ଟ୍ବିଟ୍ କରି ଜଣାଇଲେ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କରୋନା । ଟ୍ବିଟ୍ କରି ନିଜେ ରାହୁଲ ଗାନ୍ଧୀ ସେ କରୋନା ଆକ୍ରାନ୍ତ ବୋଲି ଉଲ୍ଲେଖ କରିଛନ୍ତି । ପୂର୍ବରୁ ସାମାନ୍ୟ ଲକ୍ଷଣ ଥିଲା ଏବଂ କରୋନା ଟେଷ୍ଟ ପରେ ରିପୋର୍ଟ ପଜିଟିଭ୍ ଆସିଥିବା...

‘ପରୀ’ ହତ୍ୟା ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଲକ୍ଷ୍ମୀପ୍ରସାଦ ସରପଞ୍ଚ

ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ମୁହଁ ଖୋଲିବା ସରପଞ୍ଚଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା । ନୟାଗଡ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବରେ ସୌମ୍ୟରଂଜନଙ୍କୁ ପଦ ହରାଇବାକୁ ପଡିଛି । ସୌମ୍ୟଙ୍କ ବିରୋଧରେ...

ନାଇଟ୍ କର୍ଫ୍ୟୁ , ମାଇ ଫୁଟ୍ !

କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ନାଇଟ୍ କର୍ଫ୍ୟୁକୁ ସମାଲୋଚନା କରିଛନ୍ତି ପୂର୍ବତନ ବିଜେଡି ସାଂସଦ ତଥା ଧରିତ୍ରୀ ସଂପାଦକ ତଥାଗତ ସତପଥୀ । ଟ୍ବିଟ୍ କରି ତଥାଗତ ନାଇଟ କର୍ଫ୍ୟୁ ସମୟରେ କେମିତି ଚିପ୍ସ...

ଅଜିତ ମଙ୍ଗରାଜଙ୍କ ପରଲୋକ

ପିପିଲି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ପରଲୋକ । କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସାଧୀନ ଥିଲେ । ଆପୋଲୋ ହସପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କ ପରଲୋକ ଘଟିଛି । ଆପୋଲୋ ହସପିଟାଲ ଲୋକ...

କଂଗ୍ରେସର ବେଳା ଖରାପ

ପିପିଲି ଉପନିର୍ବାଚନରେ କଂଗ୍ରେସ ଯେତିକି ଆଗକୁ ଯାଉଛି, ସେତିକି ପଛକୁ ଫେରୁଛି । ଗତଥର 2019 ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ଏଥର ବି ଦ୍ବିତୀୟ ସ୍ଥାନକୁ ଆସିବା କଷ୍ଟକର ହୋଇପଡିବ । ପ୍ରଥମରୁ କଂଗ୍ରେସ ପ୍ରାର୍ଥୀ ଅଜିତ...

ପିପିଲି କଂଗ୍ରେସ ପ୍ରାର୍ଥୀ ଅସୁସ୍ଥ

ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ ହୋଇପଡିଛନ୍ତି । ଡେଲାଙ୍ଗ ବେରବୋଇରେ ପ୍ରଚାର କରୁଥିବା ବେଳେ ସେ ହଠାତ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ଡେଲାଙ୍ଗ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପିସିସି ସଭାପତି ନିରଞ୍ଜନ...

ପିପିଲିରୁ 50 ଲକ୍ଷ ଜବତ

ପିପିଲିରେ ଉପନିର୍ବାଚନକୁ ନେଇ ରାଜନୈତିକ ସ୍ଥିତି ସରଗରମ ରହିଥିବା ବେଳେ ଆଜି ଦୁଇ ବାଇକ ଆରୋହୀଙ୍କ ଠାରୁ ପୋଲିସ 50 ଲକ୍ଷ ଟଙ୍କା ଜବତ କରିଛି । ପୋଲିସର ରୋଟିନ ଗାଡି ଯାଞ୍ଚ ସମୟରେ ପଲସରରେ ଆସୁଥିବା ଦୁଇ ଯୁବକଙ୍କ...

ବାଚସ୍ପତିଙ୍କ କାର୍ଯ୍ୟ ଅଗଣତାନ୍ତ୍ରିକ : ବିରୋଧୀ

ବିଧାନସଭାର ଚଳିତ ଅଧିବେସନ ପାଇଁ ବିଜେପିର ତିନିଜଣ ବିଧାୟକଙ୍କୁ ବାଚସ୍ପତି ସସପେଣ୍ଡ୍ କରିଛନ୍ତି । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିଧାୟକ ଜୟନାରାୟଣ ମିଶ୍ର ଓ ମୋହନ ମାଝୀଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି ସସ୍ପେଣ୍ଡ କରିଛନ୍ତି ।...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...