24.1 C
Bhubaneswar
Sunday, October 25, 2026
-Advertisement-

ସରକାରଙ୍କୁ 72 ଘଣ୍ଟା ମହଲତ ଦେଲା ବିଜେପି

ମଣ୍ଡିରୁ ଧାନ ନଉଠିଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେପି । ଚାଷୀଙ୍କ ସ୍ବାର୍ଥ ପାଇଁ ଲଢିବ । ତେବେ ମଣ୍ଡିରେ ପଡି ରହିଥିବା ଚାଷୀଙ୍କ ଧାନ 72 ଘଣ୍ଟା ଭିତରେ ଉଠାଇବାକୁ ସରକାରଙ୍କୁ ମହଲତ ଦେଇଛି ବିଜେପି । ଗତକାଲି...

ବିଜେଡି ବିଜେପି ନେତାଙ୍କ ଉଷୁନା ରାଜନୀତି

ଉଷୁନା ଚାଉଳକୁ ନେଇ ରାଜନୀତି । ଏଫସିଆଇ ଉଷୁନା ଚାଉଳ ପଚାଶ ପ୍ରତିଶତ ନେବାକୁ କହିବା ପରେ ଦାନା ଧରିଛି ଉଷୁନା ରାଜନୀତି । ଓଡିଶା ସମେତ କିଛି ପୂର୍ବାଞ୍ଚଳ ରାଜ୍ୟରେ ଉଷୁନା ଚାଉଳର ବ୍ୟବହାର ହେଉଥିବାରୁ ଉଷୁନା ଚାଉଳ...

ନବୀନ ନିବାସରେ ଖୁସିର ମାହୋଲ

ଦେଶରେ ପୁଣିଥରେ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଜାତୀୟ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କୁ ମିଳୁଛି ଢେରସାରା ପ୍ରଶଂସା । ଏବିପି ସିଭୋଟର ସର୍ଭେରୁ ଏହି ତଥ୍ୟ ଆସିବାପରେ ବିଜେଡି ନେତା ଓ କର୍ମୀ ମୁଖିଆଙ୍କୁ...

ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ଅଭିଯାନରେ ସାମିଲ ହେଲେ ଧର୍ମେନ୍ଦ୍ର

ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଅଭିଯାନରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅଭିଯାନରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଓ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସାମିଲ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଧନ୍ୟବାଦ...

ରାଜଭବନ ଆଗରେ ରାଜ୍ୟ କଂଗ୍ରେସର ବିକ୍ଷୋଭ

ଚାଷୀଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । କୃଷି ଆଇନକୁ ବିରୋଧ କରି ରାଜ୍ୟ କଂଗ୍ରେସ ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ କରାଯାଇଛି । ଯେ ପର୍ଯ୍ୟନ୍ତ କୃଷି ଆଇନ ପ୍ରତ୍ୟାହାର ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ...

8ରେ ଡିଜି ଅଫିସ ଘେରାଉ କରିବ ବିଜେପି

ମାହାଙ୍ଗାର ବିଜେପି ନେତା ତଥା ପୂର୍ବତନ ବ୍ଲକ ଅଧକ୍ଷ୍ୟ କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣା ପ୍ରତିବାଦରେ ବିଜେପି ଆସନ୍ତା 8 ତାରିଖରେ ଡିଜିପି ଅଫିସ ଘେରାଉ କରିବ । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପଦାଧିକାରୀଙ୍କ...

୧୨ ଜଣଙ୍କ ନାଁରେ ଥାନାରେ ଏତଲା

ମାହାଙ୍ଗାର ବିଜେପି ନେତା ତଥା ପୂର୍ବତନ ବ୍ଲକ ଅଧକ୍ଷ୍ୟ କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣାରେ ୧୨ ଜଣଙ୍କ ନାଁରେ ଦିଆଯାଇଛି ଏତଲା । ମୃତ କୁଳମଣି ବରାଳଙ୍କ ପୁଅ ଏନେଇ ମାହାଙ୍ଗା ଥାନାରେ ଏତଲା ଦେଇଛନ୍ତି...

ନବୀନ ବାବୁ ‘ଜମିଦାର’, ଆମେ ‘ହଳିଆ’

'ନବୀନ ପଟ୍ଟନାୟକ ଜମିଦାର, ଆମେ ହଳିଆ' - ଏମିତି ଭାଷାରେ ସଭାକୁ ସମ୍ବୋଧିତ କଲେ ବରିଷ୍ଠ ବିଜେଡି ନେତା ଅରୂପ ପଟ୍ଟନାୟକ । ଆଇପିଏସ ଚାକିରୀରୁ ଅବସର ନେବା ପରେ ବିଜେଡିରେ ଯୋଗ ଦେଇ ରାଜନୀତି କ୍ୟାରିଅର ଆରମ୍ଭ କରିଥିବା...

ଜଗତସିଂହପୁରରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ

୨୪ ବର୍ଷରେ ପାଦ ଥାପିଛି ବିଜେଡି । କରୋନା କଟକଣା ମଧ୍ୟରେ ପାଳନ କରାଯାଇଥିଲା ପ୍ରତିଷ୍ଠା ଦିବସ । ଦଳର ବିଧାୟକ , ସାଂସଦ , ମନ୍ତ୍ରୀ ଓ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ । ଭର୍ଚୁଆଲରେ ରହି ମୁଖ୍ୟମନ୍ତ୍ରୀ...

ବିଜେଡିର ମୁଖପାତ୍ର ତାଲିକା ପ୍ରକାଶ

ବିଜେଡିର ନୂଆ ମିଡିଆ ଟିମ୍ । ଜାତୀୟ ସ୍ତରରେ ୬ ଜଣ ମୁଖପାତ୍ରଙ୍କୁ ନିଯୁକ୍ତି କରାଯାଇଥିବାବେଳେ ଅନ୍ୟ ୧୬ ଜଣ ମଧ୍ୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ୧୪ ଜଣଙ୍କୁ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ମିଳିଛି ।...
- Advertisement -

Latest article

Lemon Casino 243-Ways Slots kontra Klasyczne Linie Wypłat

Spis treści1. Mechanika działania: Zrozumienie podstaw2. Porównanie szans i zmienności (wariancji)3. Jak wykorzystać tę wiedzę w Lemon Casino?4. Bonusy i promocje dostosowane do typu...

Hoe je Lalabet KYC in één keer kunt doorstaan

InhoudWat is KYC en waarom voert Lalabet het uit?De benodigde documenten voor verificatieStapsgewijze handleiding voor het uploadprocesVeelvoorkomende problemen en oplossingenWat te verwachten na het...

Westace Christmas Seasonal Slots

InhoudEen Overzicht van Populaire Kerst SlotsHoe Maak Je Gebruik van de Westace BonusStappen voor een Probleemloze OpnameVeelvoorkomende Problemen en OplossingenConclusie: Is Het de Moeite...