28.3 C
Bhubaneswar
Tuesday, July 28, 2026
-Advertisement-

ନବୀନଙ୍କ ମୁହଁରେ ଓଡିଆ ଭାଷାର ପ୍ରଶଂସା

ଓଡିଶାର ଯଦି କିଏ ସ୍ବାର୍ଥ ରକ୍ଷା କରୁଛି, ସେ ହେଉଛି ବିଜୁ ଜନତା ଦଳ । ଆଞ୍ଚଳିକ ଦଳ ହିଁ ଓଡିଶାର ସ୍ବାର୍ଥ ରକ୍ଷା କରିପାରିବ, ଯାହା ବିଜେଡି କରିଆସୁଛି । ବିଜେପି ଓ କଂଗ୍ରେସ ଜାତୀୟ ଦଳ ଏବଂ...

ଅରୁଣଙ୍କ ବାସଭବନ ଘେରିଲା ମହିଳାମୋର୍ଚ୍ଚା

ପରୀ ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କରି ଆଜି ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀମାନେ ଉଗ୍ର ରୂପ ଧାରଣ କରିଥିଲେ । ମହିଳା ମୋର୍ଚ୍ଚା ପକ୍ଷରୁ ଅରୁଣଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା । କସ୍ତୁରବା...

ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର ସହ ଆଉ କିଏ କିଏ ଉଡିଥିଲେ ଚାର୍ଟରରେ

କୋଭିଡ ସମୟରେ ଯେତେବେଳେ ରାଜ୍ୟବାସୀ ତ୍ରାହି ତ୍ରାହି ଡାକ ଦେଉଥିଲେ, ସେତେବେଳେ ଭୁବନେଶ୍ବରରୁ ପୁନେ ଓ ମୁମ୍ବାଇ ସହରକୁ ଚାର୍ଟରରେ ଉଡୁଥିଲେ ନେତା । ଏଭଳି ଜନବିରୋଧୀ ନେତାଙ୍କୁ ଦଳରୁ ବିତାଡିତ କରିଛି ବିଜେଡି । ତେବେ ବିଜେଡିରୁ...

ଏତଲା ଦେବା ପାଇଁ ସମର୍ଥକଙ୍କ ଉପରେ ପୋଲିସର ଥାର୍ଡ ଡିଗ୍ରୀ !

ବିଜେଡିରୁ ବିତାଡିତ ହେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ସରକାରଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ I ତାଙ୍କ ବିରୋଧରେ କୌଣସି ଏତଲା କି ଅଭିଯୋଗ ନ ଥିବା ବେଳେ ଷ୍ଟେଟଫୋର୍ସ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଫିନିସ୍...

ସବୁ ମ୍ୟାନେଜ୍ ହେଇଗଲା

ପରୀ ପ୍ରସଙ୍ଗ ମ୍ୟାନେଜ ହୋଇଗଲା । ପରୀ ଘଟଣାର ଏସଆଇଟି ତଦନ୍ତ ଘୋଷଣା ରାଜ୍ୟ ସରକାର ଦାୟିତ୍ବ ଶେଷ କଲେ । ବିଜେପି ନେତାଏ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ଓ ଘଟଣାର ସିବିଆଇ ତଦନ୍ତ ଦାବି କରି...

ଗୁମର ଖୋଲିଲେ ପ୍ରଦୀପ, ପଲିଟିକାଲ ଭଏସ୍ ନାହିଁ

ଦଳରୁ ବହିଷ୍କୃତ ହେବା ପରେ ଖୋଲିଲେ ଗୁମର । ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଜନବିରୋଧୀ ଅଭିଯୋଗରେ ବିଜେଡିରୁ ବହିଷ୍କୃତ କରାଯିବା ପରେ ସରକାର ଓ ଦଳର ଗୁମର ଖୋଲିଛନ୍ତି ପ୍ରଦୀପ । ତାଙ୍କ ଘରକୁ...

ବିଜେଡିରୁ ବିଦା ହେଲେ ପ୍ରଦୀପ

ବିଜେଡିରୁ ବିଦା ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଅଭୟକାନ୍ତ ପାଠକଙ୍କ ସମୁଦି ହେବାକୁ ପ୍ରସ୍ତୁତ ହେଉଥିବା ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ବିଜେଡି ସଭାପତି ଦଳରୁ ବହିଷ୍କୃତ କରିଛନ୍ତି । କିଛିଦିନ...

ବିବୃତି ଦେଲେ ଅରୁଣ, ଯିଏ ବି ଦୋଷୀ ସିଏ ଦଣ୍ଡିତ ହେଉ

ପରୀ ମୃତ୍ୟୁକୁ ନେଇ ରାଜନୀତି ଜୋର୍ ଧରିଥିବା ବେଳେ ବିଧାନସଭାରେ ବିବୃତି ଦେଇଛନ୍ତି ମନ୍ତ୍ରୀ ଅରୁଣ ସାହୁ I ପରୀକୁ ନ୍ୟାୟ ଦେବା ପାଇଁ ରାଜ୍ୟ ସରକାର ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦେଇଥିବା ଆଦେଶକୁ ସ୍ବାଗତ...

ପିପିଲି ପାଇଁ କିଏ?

ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଶେଷ ହୋଇଛି । ଦୁଇଟି ସ୍ଥାନରୁ ବିଜେଡି ବାଜି ମାରିଛି । ଏବେ ସମସ୍ତଙ୍କ ନଜର ରହିଛି ପିପିଲି ଉପନିର୍ବାଚନ ଉପରେ । ତେବେ ପିପିଲି ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ...

ବିହାରରେ କଡା ଟକ୍କର, ଏନଡିଏ ଆଗୁଆ

ବିହାର ନିର୍ବାଚନକୁ ନେଇ ଲାଗି ରହିଥିବା ହଟଚମଟ ଆଜି ଗଣତି ଦିନରେ ବି ଦେଖିବାକୁ ମିଳିଛି । ବିଜେପି ନେତୃତ୍ବାଧୀନ ଏନଡିଏ ମଧ୍ୟାହ୍ନ ଦୁଇଟା ସୁଦ୍ଧା 134ଟି ଆସନରେ ଆଗୁଆ ରହିଥିବା ବେଳେ ଆରଜେଡି ଓ କଂଗ୍ରେସକୁ ନେଇ ଗଠିତ...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...