27.3 C
Bhubaneswar
Sunday, July 26, 2026
-Advertisement-

ବିଜେଡିର ଷ୍ଟାର ପ୍ରଚାରକ

ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ଦଳ ବିଜେଡି ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି. ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏହା ଘୋଷଣା ହୋଇଛି. ଯାହାମଧ୍ୟରେ ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ପ୍ରଶାନ୍ତ ନନ୍ଦ, ଆକାଶ ଦାସ...
video

ବିଜେପିରେ ବିସ୍ଫୋରକ ସ୍ଥିତି : ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ମୁଣ୍ଡ ଟେକିଲାଣି ବିଦ୍ରୋହ

ବିଜେପିରେ ବିସ୍ଫୋରକ ସ୍ଥିତି. ଟିକଟ ବଣ୍ଟାକୁ ନେଇ ଦଳ ଭିତରେ ତେଜୁଛି ଅସନ୍ତୋଷ. ଗୋଟିଏ କି ଦୁଇଟି ନିର୍ବାଚନମଣ୍ଡଳୀ ନୁହେଁ, ଅଧିକାଁଶ ନିର୍ବାଚନମଣ୍ଡଳୀରେ ବିଦ୍ରୋହ ମୁଣ୍ଡ ଟେକିଲାଣି. ଦଳଡିଆଁ ନେତାଙ୍କୁ ଟିକଟ ଦେବା ପରେ ଏଭଳି ଅସନ୍ତୋଷ ଭୟଙ୍କର ରୂପ...
video

ଆସିକାରେ ରାମକୃଷ୍ଣଙ୍କ ଜୋରଦାର୍ ପ୍ରଚାର

ଆସିକା ଲୋକସଭା ନିର୍ବାଚନମଣ୍ଡଳୀରେ ବିକାଶ ହେବ ମୁଖ୍ୟ ପ୍ରସଙ୍ଗ. ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ଓ ସିପିଆଇ (ଏମ) ସମର୍ଥିତ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ଏହା କହିଛନ୍ତି. ଗତ 19 ବର୍ଷ ଧରି କ୍ଷମତାସୀନ...
video

ପଦ୍ମ ଧରିଲେ ପ୍ରତ୍ୟୁଷା

ସବୁ ଚର୍ଚ୍ଚାର ସମାପ୍ତ ହୋଇଛି. ବିଜେଡିରୁ ଇସ୍ତଫା ଦେବାପରେ ବିଜେପିରେ ଯୋଗ ଦେଇଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ. ବିଜେପି ନେତା କେଭି ସିଂଦେଓଙ୍କ ଘରେ ଆୟୋଜିତ ମିଶ୍ରଣ ପର୍ବରେ ସେ ପଦ୍ମ ଧରିଛନ୍ତି. କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,...

ମୋଦି ନୁହେଁ, ପୁରୀ ଲୋକସଭା ଆସନରୁ ଲଢିବେ ସମ୍ବିତ ପାତ୍ର

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି. ତେବେ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଲଢିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ଉପରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି. ପୁରୀ ଲୋକସଭା ଆସନରୁ...

ବାପା ବିଜେଡି ସାଂସଦ, ପୁଅ ଗଲେ ବିଜେପିକୁ

ପଦ୍ମ ଧରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ । ବିଜେପି ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରିଷଭ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...

ହାତ ଛାଡିଲେ ଦେବୀ ଚାନ୍ଦ

କଂଗ୍ରେସ ଛାଡିଲେ ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀପ୍ରସନ୍ନ ଚାନ୍ଦ. ଏବେ କଂଗ୍ରେସ ଦଳ ସ୍ୱାର୍ଥବାଦୀ ହୋଇପଡିଛି ଏବଂ ଏଥିରେ ଆଉ ନୈତିକତା ନାହିଁ ବୋଲି. ଏହାଛଡା ନିରଞ୍ଜନ ବାବୁ ସଂପୂର୍ଣ୍ଣରୂପେ ଭୁଲ ସର୍ଭେ କରିଛନ୍ତି ଓ ଭୁଲ ନିଷ୍ପତ୍ତି ମଧ୍ୟ...
video

ପଦ୍ମ ଧରିଲେ ନାରାୟଣ

ବୁଧବାର ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ନାରାୟଣ ରାଓ ବିଜେପିରେ ଯୋଗ ଦେଇଛନ୍ତି. କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବସନ୍ତ ପଣ୍ଡା ଓ ଅନ୍ୟ ବିଜେପି କର୍ମ କର୍ତ୍ତାଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି. ବିଜେପି କର୍ମୀ ନାରାୟଣଙ୍କୁ ସ୍ୱାଗତ ମଧ୍ୟ...

ବିଜେଡି ଛାଡିଲେ ପ୍ରତ୍ୟୁଷା ଓ ପୂର୍ଣ୍ଣଚନ୍ଦ୍ର

ବିଜେଡିରୁ ଇସ୍ତଫା ଦେଇଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ. ଟିକଟ ନମିଳିବାକୁ ନେଇ ସେ ଅସନ୍ତୁଷ୍ଟ ଥିବା ବେଳେ ଆଜି ଦଳରୁ  ଇସ୍ତଫା ଦେଇଛନ୍ତି. ଦଳ ପ୍ରତି ଆନୁଗତ୍ୟକୁ ଅଣଦେଖା କରାଯାଇଛି ଏବଂ ଗତ ପାଞ୍ଚବର୍ଷ ଭିତରେ ସେ...

କଂଗ୍ରେସରେ ମିଶିଲେ ନବୀନ ନନ୍ଦ

କଂଗ୍ରେସରେ ମିଶିଲେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ନିଜ ସମର୍ଥକଙ୍କ ସହ ହାତ ଧରିଛନ୍ତି ନବୀନ ନନ୍ଦ । ତେବେ ବିଜେଡିରୁ ନିଲମ୍ବିତ ହେବା ପରେ ସେ...
- Advertisement -

Latest article

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...

cw-check-https://test.com/

cw-check https://test.com