30.1 C
Bhubaneswar
Monday, May 20, 2024
-Advertisement-

ବୈଜୟନ୍ତଙ୍କ ଟ୍ୱିଟକୁ ନେଇ ଟ୍ୱିଟରରେ ଝଡ

ଓଡିଶାକୁ ପାକିସ୍ତାନ ସହ ତୁଳନା କରି ଏବେ ଅଡୁଆରେ ବିଜେପି ନେତା ବୈଜୟନ୍ତ ପଣ୍ଡା । ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ପୋଲିସ ରାସ୍ତାରୁ ଉଠାଇ ନେଇ ଜେରା କରିବା ଘଟଣାକୁ ନିଜ ଟୁଟର ପେଜରେ ସମାଲୋଚନା କରିଛନ୍ତି ବୈଜୟନ୍ତ...

କୋଲ୍ ସ୍କାମରେ ଦିଲୀପ ରାୟ ଦୋଷୀ

କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସ୍ପେଶାଲ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ସୁଚନା ମିଳିଛି । କୋଇଲା ଦୁର୍ନିତିରେ ଜଣେ କେନ୍ଦ୍ରମନ୍ତ୍ରୀ ଦୋଷୀ ସାବ୍ୟସ୍ତ ହେବା ଏହା ପ୍ରଥମ...
video

ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ସଜବାଜ

ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ସଜବାଜ. ଟିକେଟ ପାଇବା ପାଇଁ ନେତାଙ୍କ ପାଖରେ ଚାଲିଛି ଜୋରଦାର ଲବି. ଅନ୍ୟଦଳ ଅପେକ୍ଷା କ୍ଷମତାସୀନ ବିଜୁ ଜନତା ଦଳରେ ଟିକେଟ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ. ସେଥିପାଇଁ ଷ୍ଟ୍ରାଟେଜୀ ତିଆରି...

ହାତ ଧରିଲେ ବିଜେପିର ବିଦ୍ରୋହୀ ନେତା

ବିଜେପି ନେତା ତଥା ବଲିଉଡ଼୍ ଅଭିନେତା ଶତ୍ରୁଘ୍ନ ସିହ୍ନା ଆଜି ପଦ୍ମ ଛାଡି ହାତ ଧରିଛନ୍ତି । ଭାରତୀୟ ଜନତା ପାର୍ଟି ଟିକେଟ ନ ଦେବା ପରେ ଶତ୍ରୁଘ୍ନ ସିହ୍ନା କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା । ଆଜି...

ଶପଥ ନେଲେ ଭୂପେନ୍ଦ୍ର ପଟେଲ

ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ । ଆୟୋଜିତ ବର୍ଣ୍ଣାଢ୍ୟ ଶପଥ ଗ୍ରହଣ ସମାରୋହରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ଗୁଜରାଟରେ ବିଜେପି ସରକାର କ୍ଷମତାରେ ରହିବାରେ ରେକର୍ଡ ପ୍ରତିଷ୍ଠା କରିଛି...

ରାଜ୍ୟ ମହିଳା କଂଗ୍ରେସ ମୁଖ୍ୟ ହେଲେ

ବନ୍ଦିତା ପରିଡା ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ । ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧି ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି । ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

କାହିଁକି ବାଦ ପଡିଲେ ସମୀର, ଦେବାଶୀଷ, ଚନ୍ଦ୍ରସାରଥୀ

ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ପଡିଲେ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ସମୀର ରଞ୍ଜନ ଦାଶ, ଦେବାଶୀଷ ସାମନ୍ତରାୟ, ଚନ୍ଦ୍ର ସାରଥୀ ବେହେରା ଓ କଟକ ମେୟର ସୁବାସ ସିଂ । ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ବି...

ବଢୁଛି ଆତ୍ମବିଶ୍ୱାସ !

ରାଜ୍ୟ କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକ ଚୌକୀରେ ବସିବା ପାଇଁ ସଜ ହେଲେଣି. ଗତ ଅଠରବର୍ଷ ଧରି ଯାହା ହୋଇପାରିନଥିଲା, ଏଥର ନିରଞ୍ଜନ କରି ଦେଖେଇବେ ବୋଲି ସାହସ କୁଳେଇଲେଣି. ପଡୋଶୀ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ କ୍ଷମତାସୀନ...

କଂଗ୍ରେସରେ ଯୋଗ ଦେଲେ ଯଜ୍ଞେଶ୍ୱର

ଶେଷରେ କଂଗ୍ରେସର ହାତ ଧରିଲେ ଓଡିଶା ଜନମୋର୍ଚ୍ଚାର ମହାସଚିବ ଯଜ୍ଞେଶ୍ୱର ବାବୁ. ସେ ଗୁରୁବାର କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି. ସବୁ ଦିଗକୁ ଦୃଷ୍ଟିରେ ରଖି ସେ କଂଗ୍ରେସରେ ଯୋଗ ଦେଇଛନ୍ତି....

କିଏ ହେବେ କଂଗ୍ରେସ ପ୍ରାର୍ଥୀ ?

ଅଜିତ୍‌ଙ୍କ ପରେ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ବିଶ୍ୱକେତନ ହରିଚନ୍ଦନ । ପୁରୀ ସେବା ଦଳର ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି ବିଶ୍ୱକେତନ । ତେବେ ରେସ୍‌ରେ ନିଶିକାନ୍ତ ମିଶ୍ର, ପୂର୍ଣ୍ଣ ସ୍ୱାଇଁ ଏବଂ ମାନଓ ଆଚାର୍ଯ୍ୟ...
- Advertisement -

Latest article

ଯାଜପୁରିଆ ଠିକାଦାରଙ୍କ ଘରେ ଆଇଟି ରେଡ୍

ରାଜଧାନୀ ଭୁବନେଶ୍ବର ଏଲଆଇସି ଅଫିସ ନିକଟରେ ରହିଥିବା ଏକ ଫର୍ଚ୍ୟୁନର ଗାଡିରୁ ଜବତ ହୋଇଛି ପାଞ୍ଚ କୋଟି ଟଙ୍କା । କୌଣସି ସୂତ୍ରରୁ ଖବର ପାଇ ଆୟକର ବିଭାଗ ଏହି ଗାଡିକୁ ଜବତ...

ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ

ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ...

କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ

ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ...