30.1 C
Bhubaneswar
Monday, May 20, 2024
-Advertisement-

ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ

କାମ ଦେଲାନି ବବି ମନ୍ତ୍ର । ସମସ୍ତ ଉଦ୍ୟମ ସତ୍ତ୍ବେ ଧାମନଗର ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ଶେଷ ମୁହୂର୍ତ୍ତରେ ବିଜେଡି ତାଙ୍କୁ ଟିକଟ ନ ଦେଇ ଅବନ୍ତୀ...
video

କଂଗ୍ରେସରେ ଅଶ୍ୱିନୀ ପୂଜାହାରୀ

ସାଧାରଣ ନିର୍ବାଚନ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ଡାକ୍ତର ଅଶ୍ୱିନୀ ପୂଜାରୀ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି.  ବୁର୍ଲା ଭିମସାରର ପୂର୍ବତନ ଅଧିକ୍ଷକ ଡାକ୍ତର ଅଶ୍ୱିନୀ ପୂଜାହାରୀ ଆସନ୍ତା ନିର୍ବାଚନରେ କଂଗ୍ରେସରୁ ନିର୍ବାଚନ ଲଢିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି....

ବିଜେଡିରେ ମିଶିଲେ ପ୍ରଦୀପ ମାଝୀ

ବିଜେଡିରେ ଯୋଗଦେଲେ ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ନବରଙ୍ଗପୁରରେ ଆୟୋଜିତ ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଦୀପ ମାଝୀ ଏବଂ ତାଙ୍କ ସହ ଅନେକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଜିଲ୍ଲାର କିଛି ବରିଷ୍ଠ କଂଗ୍ରେସ...

ବିଜେଡି ବିଧାନସଭା ପ୍ରାର୍ଥୀ ଘୋଷଣା : ପାରାଦୀପରେ ଦାମ ପୁଅଙ୍କୁ ମିଳିଲା ଟିକଟ

ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପ ବିଧାନସଭା ଆସନ ପାଇଁ ଟିକଟ ଦେଲା ବିଜେଡି. ଦାମ ରାଉତଙ୍କୁ ବିଜେଡିରୁ ବହିଷ୍କୃତ କରାଯିବା ପରେ ପୁଅ ସମ୍ବିତ ବିଜେଡି ଛାଡି ନଥିଲେ. ଯଦିଓ ଦାମ ରାଉତ ବିଜେପିରେ ଯୋଗଦେବା ପରେ...

ଚତୁର୍ଥ ଆସନ ପାଇଁ ସମର୍ଥନ ଦେବ ବିଜେପି ?

ତିନିଜଣ ପ୍ରାର୍ଥୀଙ୍କୁ ରାଜ୍ୟସଭା ପଠାଇବା ପାଇଁ ବିଜେଡି ପାଖରେ ସଂଖ୍ୟା ଥିବା ବେଳେ ଦଳ ଚାରିଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି I ଚତୁର୍ଥ ପ୍ରାର୍ଥୀ ଭାବେ ବିଜେଡି ଦଳର ମୟୁରଭଞ୍ଜ ନେତ୍ରୀ ମମତା ମହନ୍ତଙ୍କ ନାଁ ଘୋଷଣା କରିଛି...

ଦାମବାଣ : କେନ୍ଦୁଝରରେ ଜନ୍ମ ହୋଇ ସୌମ୍ୟ ଖଣ୍ଡପଡା ବିଧାୟକ ହେଲେ କେମିତି

ସମ୍ବାଦ ସଂପାଦକୀୟରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆଲେଖ୍ୟକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ଆଜି ଦଳର ବରିଷ୍ଠ ନେତା ଦାମ ରାଉତ ମୁହଁ ଖୋଲିଛନ୍ତି । ସମ୍ବାଦ ସଂପାଦକୀୟରେ ସୌମ୍ୟ ରଂଜନଙ୍କ ଆଳେଖ୍ୟକୁ ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ...

ମହାରାଷ୍ଟ୍ର ରାଜନୀତି : ବିରୋଧୀ ଦଳ ନେତା ପଦ ଛାଡି ଉପମୁଖ୍ୟମନ୍ତ୍ରୀ ହେଲେ ଅଜିତ ପାଓ୍ବାର

ମହାରାଷ୍ଟ୍ର ଏନସିପିରେ ବିଭାଜନ । ବିରୋଧୀ ଦଳ ନେତା ପଦ ଛାଡି ଅଜିତ ପାଓ୍ବାର କିଛି ବିଧାୟକଙ୍କ ସହ ବିଜେପି-ଶିବସେନା ସରକାରରେ ସାମିଲ ହୋଇଛନ୍ତି । ଆଜି ସେ ରାଜଭବନ ଯାଇ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥଗ୍ରହଣ...

ପିସିସି ସଭାପତିଙ୍କ ଉପରକୁ ହେବ ଅଣ୍ଡା ମାଡ !

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଧମକ ଦେଲେ ଗତକାଲି ଛାତ୍ର କଂଗ୍ରେସ୍‌ରୁ ସସ୍‌ପେଣ୍ଡ୍ ହୋଇଥିବା ଇତୀଶ ପ୍ରଧାନ | ପିସିସି ସଭାପତିଙ୍କ ଉପରକୁ ଅଣ୍ଡା ମାଡ କରିବା ନେଇ ଦେଇଛନ୍ତି ଧମକ | ସେ ଯୁଆଡେ ବି ଯିବେ ତାଙ୍କୁ...

ବିଜେଡିରୁ ବିଦା ହେଲେ ଦୁଇ ବିଧାୟକ ସୌମ୍ୟ ପଟ୍ଟନାୟକ ଓ ସୁଧାଂଶୁ ପରିଡା

ଶେଷରେ ବିଜେଡିରୁ ବିଦା ହେଲେ ଖଣ୍ଡପଡା ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ରେମୁଣା ବିଧାୟକ ସୁଧାଂଶୁ ପରିଡା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ବିଧାୟକଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ସାମ୍ବାଦିକମାନଙ୍କୁ କହିଛନ୍ତି । ଏଥିସହିତ...

ପାଟକୁରା ପାଣିପାଗ ,ପଛରେ କଂଗ୍ରେସ, ପୁରା ତାକତ ଲଗାଇ ଦେଇଛି ବିଜେଡି

ଜୁଲାଇ ୨୦ ରେ ହେବ ବହୁପ୍ରତିକ୍ଷିତ ପାଟକୁରା ବିଧାନସଭା ନିର୍ବାଚନ । ପାଟକୁରା ବିଧାନସଭା ନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି । ଉଭୟ ବିଜେଡି ଏବଂ ବିଜେପି ମଧ୍ୟରେ କଡାଟକ୍କର ହେଉଥିବା ବେଳେ ପଛରେ ପଡିଯାଇଛି କଂଗ୍ରେସ ।...
- Advertisement -

Latest article

ଯାଜପୁରିଆ ଠିକାଦାରଙ୍କ ଘରେ ଆଇଟି ରେଡ୍

ରାଜଧାନୀ ଭୁବନେଶ୍ବର ଏଲଆଇସି ଅଫିସ ନିକଟରେ ରହିଥିବା ଏକ ଫର୍ଚ୍ୟୁନର ଗାଡିରୁ ଜବତ ହୋଇଛି ପାଞ୍ଚ କୋଟି ଟଙ୍କା । କୌଣସି ସୂତ୍ରରୁ ଖବର ପାଇ ଆୟକର ବିଭାଗ ଏହି ଗାଡିକୁ ଜବତ...

ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ

ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ...

କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ

ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ...