ବିଜେଡି ଛାଡିଲେ ରଘୁନାଥ
ବିଜେଡିରୁ ଇସ୍ତଫା ଦେଲେ ଦଳର ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦ ଓ ଉପସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି । ଶନିବାର ଉଠାଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା...
ପୁଅକୁ ମିଳିଲାନି ଟିକେଟ, ଶଙ୍ଖ ଛାଡିଲେ ଅର୍ଜୁନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେଡି ସାଂସଦ ଅର୍ଜୁୁନ ସେଠୀ ଶନିବାର ବିଜେଡିରୁ ଇସ୍ତଫା ଦେଇଛନ୍ତି । ପୁଅ ଅଭିମନୁ୍ୟକୁ ଟିକେଟ ଦେବା ପାଇଁ ସେ ଆବେଦନ କରିଥିଲେ । ମାତ୍ର ବିଜେଡି ଟିକେଟ ଘୋଷଣା ପରେ ତାଲିକାରେ ବାପ-ପୁଅ...
ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରଘୁନାଥ
ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ରଘୁନାଥ ମହାନ୍ତି । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ରଘୁନାଥ। ତେବେ ଇସ୍ତଫା ପରେ ସେ ନିର୍ବାଚନ ଲଢିବା...
ପୀତାମ୍ବରଙ୍କ ନାଁରେ ମାମଲା
ବିଜେପିର ହିଞ୍ଜିଳି ପ୍ରାର୍ଥୀ ପୀତାମ୍ୱର ଆଚାର୍ଯ୍ୟଙ୍କ ନାଁରେ ଥାନାରେ ମାମଲା । ଆସିକା ଥାନାରେ ମାମଲା ଦାୟର କରିଛି ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ । ହିଞ୍ଜିଳି ଗସ୍ତ ସମୟରେ ବିଜେପି ପ୍ରାର୍ଥୀ ପୀତାମ୍ୱର ଆଚାର୍ଯ୍ୟ, ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡକୁ...
ବିଜେଡି ବିଧାନସଭା ପ୍ରାର୍ଥୀ ଘୋଷଣା : ପାରାଦୀପରେ ଦାମ ପୁଅଙ୍କୁ ମିଳିଲା ଟିକଟ
ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପ ବିଧାନସଭା ଆସନ ପାଇଁ ଟିକଟ ଦେଲା ବିଜେଡି. ଦାମ ରାଉତଙ୍କୁ ବିଜେଡିରୁ ବହିଷ୍କୃତ କରାଯିବା ପରେ ପୁଅ ସମ୍ବିତ ବିଜେଡି ଛାଡି ନଥିଲେ. ଯଦିଓ ଦାମ ରାଉତ ବିଜେପିରେ ଯୋଗଦେବା ପରେ...
ପଦ୍ମରୁ ଟିକେଟ ନେଇ ଶଙ୍ଖ ଫୁଙ୍କିଲେ ଭାଗିରଥୀ
ବିଜେପିକୁ ଝଟକା । କେନ୍ଦୁଝର ଆନନ୍ଦପୁର ବିଧାନସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟି ଯାହା ଉପରେ ଆଶା ରଖିଥିଲା ସେ ଏବେ ବିଜେଡିରେ ଯୋଗ ଦେଇଛନ୍ତି । ଆନନ୍ଦପୁରର ବିଧାୟକ ପ୍ରାର୍ଥୀ ଭାଗିରଥୀ ସେଠୀ ବିଜେପି ଛାଡ଼ି ବିଜେଡ଼ିରେ ଯୋଗ...
୭ଟି ଲୋକସଭା ଏବଂ ୨୦ଟି ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା
ପୁରୀ-ସତ୍ୟପ୍ରକାଶ ନାୟକ
କେନ୍ଦ୍ରାପଡା- ଧରଣୀଧର ନାୟକ
କେନ୍ଦୁଝର-ଫକୀର ମୋହନ ନାୟକ
ବାଲେଶ୍ୱର-ନବଜ୍ୟୋତି ପଟ୍ଟନାୟକ
ଭଦ୍ରକ- ମଧୁମିତା ସେଠୀ
ଢେଙ୍କାନାଳ- କାମାକ୍ଷା ପ୍ରସାସ ସିଂହଦେଓ
ଜଗତସିଂହପୁର-ପ୍ରତିମା ମଲ୍ଲିକ
୨୦ଟି ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା
ତେଲକୋଇ- ମୋହନ ହେମ୍ବ୍ରମ
ପାଟଣା- ଗୋପେଶ୍ୱର ନାଏକ
ଯଶୀପୁର-ମହେନ୍ଦ୍ର ନାଏକ
ଉଦଳା- ବେଣୁଧର ମହାପାତ୍ର
ବାରିପଦା- ଦଶରଥ ସିଂହ
ଭୋଗରାଇ-ସତ୍ୟଶିବ...
ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଛି ପ୍ରଶ୍ନ ବାଣ
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.କୋଲ୍ ବ୍ଲକ୍ ଆବଣ୍ଟନରେ ମୁଖ୍ୟମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ କରି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ନବୀନଙ୍କୁ. ପ୍ରଥମ ପ୍ରଶ୍ନ ଖଣି ଲିଜ ଦିଆଯାଇଥିବା ମହାରାଷ୍ଟ୍ରର ଜି.ଡି ଡାଗା କିଏ ? ଦ୍ୱିତୀୟ ପ୍ରଶ୍ନ...
ଶଙ୍ଖ ଧରିଲେ ସୁବାସ
ବିଜେଡିରେ ଯୋଗଦେଲେ ସୁବାସ ଚୌହାନ । ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ସୁବାସ । ସୁବାସଙ୍କୁ ଦଳରେ ଭଲ ସ୍ଥାନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମଙ୍ଗଳବାର...
ଅଙ୍ଗଦଙ୍କୁ ଟକ୍କର ଦେବେ ନାରାୟଣ
ଫୁଲବାଣୀ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ଭାବରେ ଅଙ୍ଗଦ କହଁର ନାମାଙ୍କନ କରିଥିବା ବେଳେ ବିଜେପିରୁ ଦେବ ନାରାୟଣ ପ୍ରଧାନ ନାମାଙ୍କନ ଦାଖଲ କରିଛନ୍ତି।