ବିଜେଡିରେ ମିଶିଲେ ପ୍ରଣୟ
ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିବା କଂଗ୍ରେସ ନେତା ପ୍ରଣୟ ସାହୁ ବିଜେଡିରେ ଯୋଗ ଦେଇଛନ୍ତି. ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରଣୟଙ୍କ ସହ ବହୁ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି. ପୂର୍ବ ବର୍ଷ ବିଜେପୁର ଉପ-ନିର୍ବାଚନରେ...
ହାତ ମିଳାଇଲେ ବ୍ରଜ-ଖାରବେଳ
ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଉଷ୍ମତା ବଢିବାରେ ଲାଗିଛି. ବିଭିନ୍ନ ଦଳରେ ଯୋଗ ଓ ବିୟୋଗ ରାଜନୀତି ଚାଲିଥିବା ବେଳେ ଦୁଇ ପୁରୁଖା ନେତା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଏକାଠି ହୋଇ...
ଦୁର୍ବଳ ହେଉଛି କଂଗ୍ରେସ
କଂଗ୍ରେସରୁ ଇସ୍ତଫା ଦେଲେ ବିଜେପୁର କଂଗ୍ରେସ ନେତା ପ୍ରଣୟ ସାହୁ । ଗତବର୍ଷ ଅନୁଷ୍ଠିତ ବିଜେପୁର ବିଧାନସଭା ଉପ-ନିର୍ବାଚନରେ ସେ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଥିଲେ। । ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ତାଙ୍କର ଇସ୍ତଫାପତ୍ର ପଠାଇ...
ଚାରିବର୍ଷ ହେଲାଣି କୋଉଠି ଥିଲେ ଶ୍ରୀକାନ୍ତ
ବିଜେଡି ଦୁଇଦଳ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ଅବଲମ୍ବନ କରିଆସୁଛି ଏବଂ ଦଳର ସୁପ୍ରିମୋ ଏକଥା ବାରମ୍ବାର କହିସାରିଛନ୍ତି. ତେଣୁ କଂଗ୍ରେସରୁ ବହିଷ୍କୃତ ନେତା ଶ୍ରୀକାନ୍ତ ଜେନାଙ୍କ ଅଭିଯ଼ୋଗର କୌଣସି ଆଧାର ନାହିଁ ବୋଲି ବିଜେଡି ସାଂସଦ ତଥା...
ଶଗରିଆଙ୍କ ଅଭିଯୋଗ: ନବୀନ ସରକାର ସହ କଂଗ୍ରେସ ନେତା ହାତ ମିଳାଇଛନ୍ତି
ଆଦିବାସୀ ଓ ପଛୁଆବର୍ଗଙ୍କ ସାମାଜିକ ନ୍ୟାୟ ପାଇଁ ଲଢେଇ କରିବା ଯଦି ଦଳବିରୋଧୀ, ତେବେ ଏମିତି ଦଳବିରୋଧୀ କାର୍ଯ୍ୟ ମୁଁ ବାରମ୍ବାର କରିବି. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶାସନ ବିରୋଧରେ ଲଢେଇ କରିବା ଯଦି ଦଳ ବିରୋଧୀ, ତେବେ ଏମିତି...
ଦଳରୁ ବହିଷ୍କୃତ ହେବା ପରେ ଶ୍ରୀକାନ୍ତଙ୍କ ବିଷୋଦଗାର
ଦଳବିରୋଧୀ ଓ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ କଂଗ୍ରେସରୁ ବହିଷ୍କୃତ ହେବା ପରେ ମୁହଁ ଖୋଲିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା. ଆଜି ଏକ ପ୍ରେସମିଟରେ କଂଗ୍ରେସ ବିରୋଧରେ ସେ ବିଷୋଦଗାରଣ କରିଛନ୍ତି. ଖଣି ମାଫିଆଙ୍କ ହାତରେ...
ଜିଲ୍ଲା ମହିଳା କଂଗ୍ରେସର ପ୍ରତିବାଦ
ଦାରିଙ୍ଗିବାଡି ସେବାଶ୍ରମ ସ୍କୁଲ ଛାତ୍ରୀଙ୍କ ମା ହେବା ପ୍ରସଙ୍ଗକୁ ନେଇ ମହିଳା କଂଗ୍ରେସ ତୀବ୍ର ପ୍ରତିବାଦ କରିଛି । ଆଜି ଏକ ଶୋଭାଯାତ୍ରାରେ ଶତାଧିକ ମହିଳା କଂଗ୍ରେସ କର୍ମକର୍ତ୍ତା ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଛନ୍ତି...
ରାହୁଲଙ୍କ ଗସ୍ତ ପୂର୍ବରୁ ବିସ୍ଫୋରଣ
ଝାରସୁଗୁଡା ବିଧାୟକ ନବ ଦାସଙ୍କ ରାସ୍ତାରେ ଯିବା ପୂର୍ବରୁ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂଙ୍କୁ ପିସିସି ଶୃଙ୍ଖଳା କମିଟି ଦଳରୁ ସସପେଣ୍ଡ୍ କରିଛି. ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମରେ ରହିବେ ନାହିଁ ବୋଲି ପୂର୍ବରୁ ଯୋଗେଶ ରୋକଠୋକ୍ କହିଦେଇଥିଲେ. ସେ ତାଙ୍କ...
ନ୍ୟାୟ ନ ମିଳିଲେ ଆତ୍ମାହୁତି !
ବିଜେପିରେ କୁହୁଳୁଛି ଅସନ୍ତୋଷ . ଦଳର ତଥାକଥିତ ସୁପ୍ରିମୋ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ବିରୋଧ. ଦଳ ଭିତରେ ବିଶୃଙ୍ଖଳା ବଢିଗଲାଣି ଏବଂ ଦଳ ଭିତରେ ଶୃଙ୍ଖଳା ଆଣିବା ପାଇଁ ବିଜେପି ରାଜ୍ୟ କାର୍ୟ୍ୟାଳୟ ଆଗରେ ଧାରଣା ଓ ଅନଶନରେ...
୧୯ରେ କଂଗ୍ରେସର ବିକ୍ଷୋଭ
କନ୍ଧମାଳ ସେବାଶ୍ରମରେ ଛାତ୍ରୀଙ୍କ ପ୍ରସବ ଘଟଣାରେ ତାତିଲେ ପ୍ରଦେଶ ମହିଳା କଂଗ୍ରେସ । ଉକ୍ତ ଘଟଣାରେ ତଳସ୍ତରରୁ କର୍ମଚାରୀମାନଙ୍କୁ ବଦଳି ଓ ନିଲମ୍ବନ କଲେ କେବଳ ଚଳିବ ନାହିଁ ବରଂ ଉକ୍ତ ବିଭାଗର ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଓ...