ନବୀନ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ
ନବୀନ ପଟନାୟକ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ I ଏଡିଆର ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି I ଦେଶର 30 ଜଣ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିକୁ ନେଇ ଏହି ରିପୋର୍ଟ ପ୍ରକାଶ କରାଯାଇଛି I ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସ୍ଥାବର...
କାହିଁକି ସୁଶାନ୍ତ ସିଂଙ୍କୁ ଝାରସୁଗୁଡା ମନା
ଝାରସୁଗୁଡା ଉପନିର୍ବାଚନରୁ ଦଳର ପଶ୍ଚିମ ଓଡିଶାର ପ୍ରଭାବଶାଳୀ ନେତା ସୁଶାନ୍ତ ସିଂଙ୍କୁ ବିଜେଡି ଦୂରେଇ ରଖିଛି । ଝାସୁଗୁଡା ମାଡିବାକୁ ସୁଶାନ୍ତଙ୍କୁ ମନା କରାଯାଇଛି । ଯଦିଓ ଝାରସୁଗୁଡା ବିଧାନସଭା ନିର୍ବାଚନମଣ୍ଡଳୀ ବରଗଡ ଲୋକସଭା ନିର୍ବାଚନମଣ୍ଡଳି ଭିତରେ ଆସୁଛି, ତଥାପି...
ଧନୀ ଆଞ୍ଚଳିକ ଦଳ ତାଲିକାର ଦୁଇ ନମ୍ବରରେ ବିଜେଡି
ଦେଶର ଧନୀ ଆଞ୍ଚଳିକ ଦଳ ତାଲିକାରେ ବିଜେଡି ଦ୍ବିତୀୟ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ରହିଛି ଡିଏମକେ । ଡିଏମକେ ପାଖରେ ସର୍ବାଧିକ 318 କୋଟି ଟଙ୍କାର ପାଣ୍ଠି ରହିଥିବା ବେଳେ ବିଜେଡି ପାଖରେ 307 କୋଟି ଟଙ୍କା...
ବିଜେପିରେ ମିଶିଲେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ
ପୁଣି କଂଗ୍ରେସକୁ ଝଟକା । କେରଳର ଭେଟେରାନ କଂଗ୍ରେସ ନେତା ଏ.କେ. ଆଣ୍ଟୋନୀଙ୍କ ପୁଅ ଅନୀଲ ଆଣ୍ଟୋନୀ ଦଳ ଛାଡି ବିଜେପିରେ ମିଶିବାର ଦିନକ ପରେ ପୁଣି କଂଗ୍ରେସକୁ ଶକ୍ତ ଝଟକା ଲାଗିଛି । ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ...
ନୋ ଆନ୍ଧ୍ର, ଓନଲି ଓଡିଶା
କୋଟିଆରେ ଉତ୍କଳ ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ I ଖାଲି ପାଳନ କଲେନି, ବରଂ କୋଟିଆ ପଂଚାୟତରେ ଥିବା ଆନ୍ଧ୍ର ସରକାରୀ ବାବୁମାନଙ୍କୁ ଘଉଡ଼ାଇଲେ I କହିଲେ ନୋ ଆନ୍ଧ୍ର, ଓନଲି ଓଡିଶା, ଆନ୍ଧ୍ର ଗୋ ବ୍ୟାକ I
କୋଟିଆ...
ପ୍ରାର୍ଥୀ ଘୋଷଣା କଲା ବିଜେଡି
ଝାରସୁଗୁଡା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ । ମେ’ ୧୦ରେ ହେବ ଝାରସୁଗୁଡା ବିଧାନସଭା ଭୋଟ ଗ୍ରହଣ । ବିଜେଡି ଟିକେଟରେ ସ୍ବର୍ଗତ ନେତା ନବ...
ନବୀନଙ୍କ ଉପରେ ଦିପାଳୀଙ୍କ ଏତେ ଭରସା କଣ ପାଇଁ ?
ନବ ଦାସଙ୍କ ମୃତ୍ୟୁକୁ ଆଜି ଦୁଇମାସ ପୁରିଗଲା । ଆଉ ସେହିଦିନରେ ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେଲା । ମୃତ୍ୟୁର ଦୁଇମାସ ପରେ ଜଣାପଡିଲାନି ନବ ଦାସଙ୍କୁ କାହିଁକି ଗୁଳି କରି ମରାଗଲା ? ଗୁଳି କରିଥିବା...
ଦେଶବ୍ୟାପୀ କଂଗ୍ରେସର ଦିନିକିଆ ସତ୍ୟାଗ୍ରହ
ରାହୁଲ ଗାନ୍ଧୀଙ୍କୁ ଲୋକସଭା ସଦସ୍ୟ ପଦରୁ ଅଯୋଗ୍ୟ ଘୋଷଣା କରାଯିବା ପରେ ଆଜି ଦଳ ପକ୍ଷରୁ ଦେଶବ୍ୟାପୀ ସତ୍ୟାଗ୍ରହ ପ୍ରଦର୍ଶନ କରାଯାଉଛି । ଦିଲ୍ଲୀ ରାଜଘାଟରେ ସଂକଳ୍ପ ସମାବେଶ କରିବା ପାଇଁ କଂଗ୍ରେସ ଚାହିଁଥିଲେ ମଧ୍ୟ ଦିଲ୍ଲୀ ପୋଲିସ ଅନୁମତି...
ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟ ପଦ ରଦ୍ଦ
ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହୋଇଛି I ଆଜି ଲୋକସଭା ଅଫିସରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି I ଲୋକ ପ୍ରତିନିଧି ଆଇନ ଅନୁସାରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା...
ରାହୁଲଙ୍କ ଘରେ ପୋଲିସ
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଘରେ ଦିଲ୍ଲୀ ପୋଲିସ । ଭାରତ ଯୋଡୋ ଯାତ୍ରା ବେଳେ ଶ୍ରୀନଗରରେ ମହିଳାଙ୍କ ସଂପର୍କରେ ଦେଇଥିବା ଟିପ୍ପଣୀ ପାଇଁ ରାହୁଲ ଗାନ୍ଧୀଙ୍କୁ ପୂର୍ବରୁ ଦିଲ୍ଲୀ ପୋଲିସ ରାହୁଲ ଗାନ୍ଧୀଙ୍କ ନିକଟକୁ ନୋଟିସ ପଠାଇଥିଲା ।...


















