କଂଗ୍ରେସ କସରତ : କାହାକୁ ପ୍ରାର୍ଥୀ କଲେ ନିର୍ବାଚନ ଜିତିବ କଂଗ୍ରେସ
ରାଜ୍ୟ କଂଗ୍ରେସର ଦୁଇଦିନ ଧରି ମାରାଥନ ବୈଠକ ବସିବା ପରେ ମଙ୍ଗଳବାର ପ୍ରସ୍ତୁତ କରାଯାଇଛି ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଗାଇଡ ଲାଇନ. ଅମାନତ ହରାଇଥିବା ପ୍ରାର୍ଥି ଟିକଟ ପାଇବାର ପ୍ରଶ୍ନ ଉଠୁନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଥିବା ନିରଞ୍ଜନ ଦୋଷୀ...
ମୁଡ୍ ଅଫ ଦି ନେସନ: ଘଣ୍ଟି ବାଜିଯିବ କି ବିଜେପିର !
ସାଧାରଣ ନିର୍ବାଚନ ପୂର୍ବରୁ କଣ ରହିଛି ଦେଶବାସୀଙ୍କ ମୁଡ୍ ? କାହା ସପକ୍ଷରେ ଅଛନ୍ତି ଦେଶବାସୀ ? ଏହାକୁ ନେଇ କରାଯାଇଥିବା ସର୍ଭେ "ମୁଡ୍ ଅଫ ଦି ନେସନ" ରିପୋର୍ଟ ପ୍ରକାଶ ପାଇଛି. ଏଥିରେ ଆସନ୍ତା ସାଧାରଣ ନିର୍ବାଚନ ବିଜେପି...
ପାକିସ୍ତାନ ଗଲେ, ଆଲିଙ୍ଗନ କଲେ, କ’ଣ କହୁଛନ୍ତି ସିଦ୍ଧୁ ?
() ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇ ବିବାଦୀୟ ହୋଇଛନ୍ତି କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁ । ବେଶି ବିବାଦ ହେଲା ସେତେବେଳେ, ଯେତେବେଳେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅମର...
କଂଗ୍ରେସ ହାତ ଧରିଲେ ମିଲି ପଣ୍ଡା
ମାଓ ନେତା ସବ୍ୟସଚୀ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ପଣ୍ଡା ( ମିଲି ପଣ୍ଡା ) ଏବଂ ନୀଳଗିରୀ ରାଣୀ ମନୋଜ ମଞ୍ଜରୀ ଦେବୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ।
ମିଲି ପଣ୍ଡା 2014ରେ...
କ୍ରିକେଟ୍ ମଇଦାନରୁ ରାଜନୀତି, ପଦ୍ମ ଧରିପାରନ୍ତି ଗମ୍ଭୀର
ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଆଗାମୀ 2019 ନିର୍ବାଚନରେ ଲଢିବା ନେଇ ଜାତୀୟ ଗଣମାଧ୍ୟମରେ ଖୁବ ଚର୍ଚ୍ଚା । ଗମ୍ଭୀର ବିଜେପିରେ ଯୋଗ ଦେଇ ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଭାରତୀୟ...
ଓଡିଶା ମାଟିରେ ପହଁଞ୍ଚିବ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି
ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ଆସନ୍ତା 22 ତାରିଖରେ ଓଡିଶାକୁ ଅଣାଯିବ । ଅସ୍ଥି ଓଡିଶାରେ ପହଁଞ୍ଚିବା ପରେ ରାଜ୍ୟ ବିଜେପି କାର୍ଯ୍ୟଳୟରୁ ଆସନ୍ତା 23 ତାରିଖରେ ଶ୍ରୀକ୍ଷେତ୍ର ନିଆଯାଇ ମହୋଦଧିରେ ବିସର୍ଜନ...
ଅମାନତ ହରେଇଥିବା କଂଗ୍ରେସ ନେତା ଟିକଟ ପାଇବେନି
ପ୍ରଥମ ପର୍ଯ୍ୟାୟରେ ୫୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ କଂଗ୍ରେସ ଆରମ୍ଭ କରିଛି କସରତ। ସେଥିପାଇଁ ଆଜି ପ୍ରଦେଶ ନିର୍ବାଚନ କମିଟି ବୈଠକରେ ଦୀର୍ଘ ସମୟ ଧରି ଆଲୋଚନା ହେଇଥିଲା। ପ୍ରାର୍ଥୀ ଚୟନ ପାଇଁ ଗାଇଡ ଲାଇନ...
୧୫ ଦିନରେ ୫୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ କଂଗ୍ରେସ
୨୦୧୯ ନିର୍ବାଚନ ପାଇଁ ଏବେଠୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତିନି ପ୍ରମୁଖ ଦଳ ବିଜେପି ଓ ବିଜେଡି ମଧ୍ୟରେ କଂଗ୍ରେସ ନିର୍ବାଚନ ପ୍ରସ୍ତୁତିକୁ ନେଇ ଆଗରେ ରହିଛି। ନବଗଠିତ ପିସିସି କମିଟିର ପ୍ରଥମ ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି...
ମରିସସରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି : ସମ୍ମାନରେ ନଇଁଲା ରାଷ୍ଟ୍ରୀୟ ପତାକା
ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ଲୋକନାୟକ ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ସମସ୍ତଙ୍କୁ ଶୂନ୍ୟ କରିଦେଇଛି । ନିଜର ଆଦର୍ଶ ଓ ନୀତି ପାଇଁ ସେ ସଦାସର୍ବଦା ସମସ୍ତଙ୍କ ହୃଦୟରେ ବଞ୍ଚି ରହିବେ ।
ଶ୍ରୀଯୁକ୍ତ ବାଜପେୟୀଙ୍କୁ ସମ୍ମାନ ଦେବା...
ବାଜପେୟୀଙ୍କ ଜୀବନଚର୍ଚ୍ଚା
ସମସ୍ତଙ୍କୁ ଛାଡି ଆରପାରିରେ ଭାରତର ରତ୍ନ ଅଟଳ ବିହାରୀ ବାଜପେୟୀ. ଲୋକମାନଙ୍କ ପାଖରେ ପହଂଚିବାକୁ ସର୍ବଦା ଚେଷ୍ଟା କରୁଥିବା ଭାରତୀୟ ଜନତା ପାର୍ଟିର ନେତା ଅଟଳ ବିହାରୀ ବାଜପେୟୀଙ୍କର କାହାଣୀ ଅପେକ୍ଷାକୃତ ରହସ୍ୟପୂର୍ଣ୍ଣ ଥିଲା. ବାଜପେୟୀଙ୍କୁ ସମସ୍ତେ ଅଟଲ ଜୀ...