‘ନୂଆ ଶିକ୍ଷାନୀତି ନୂଆ ପିଢୀକୁ ମାର୍ଗ ଦେଖାଇବ’
ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରାଣାଳୟ ଦାୟିତ୍ବ ଗ୍ରହଣ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆ ଶିକ୍ଷା ନୀତିରେ ନୂଆ ପିଢୀ ପାଇଁ ନୂତନ ମାର୍ଗ ପ୍ରସ୍ତୁତ ହେବ ବୋଲି କହିଛନ୍ତି । ଶିକ୍ଷା ଓ ଦକ୍ଷତା ବିକାଶ...
କାହାକୁ ମିଳିଲା କେଉଁ ଦାୟିତ୍ୱ
ବଦଳିଛି କେନ୍ଦ୍ର କ୍ୟାବିନେଟର ଚେହେରା । ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରସାରଣରେ ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । କ୍ୟାବିନେଟ ମନ୍ତ୍ରୀ ଭାବରେ ୧୫ ଜଣଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି । ମୋଦିଙ୍କର ନୂଆ ଟିମ୍...
ବଦଳିଲା ଧର୍ମେନ୍ଦ୍ରଙ୍କ ବିଭାଗ
ବଦଳିଲା ଧର୍ମେନ୍ଦ୍ରଙ୍କ ବିଭାଗ | କେନ୍ଦ୍ର ମନ୍ତ୍ରୀମଣ୍ଡଳ ପୁର୍ନଗଠନ ପ୍ରକ୍ରିୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରୁ ପେଟ୍ରୋଲିଅମ ବିଭାଗ ନେଇ ଶିକ୍ଷା ଓ ଦକ୍ଷତା ବିକାଶ ଦିଆଗଲା | ପେଟ୍ରୋଲ ଦର ଲିଟର ପିଚ୍ଛା ଶହେ ଟଙ୍କା ଡେଇଁବା ପରେ...
ସାମିଲ ହେଲେ 43 ନୂଆ ଚେହେରା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିମରେ ସାମିଲ ହେବେ 43 ନୂଆ ଚେହେରା ।
ସେମାନେ ହେଲ - (1) ନାରାୟଣ ତାଟୁ ରାଣେ (2) ସର୍ବାନନ୍ଦ ସୋନଓ୍ବାଲ (3) ଡକ୍ଟର ବୀରେନ୍ଦ୍ର କୁମାର (4) ଜ୍ୟୋତିରାଦିତ୍ୟ ସିନ୍ଧିଆ (5)...
ପ୍ରଶଂସକଙ୍କ ଭିତରେ ନୈରାଶ୍ୟ
କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେଉଥିବା ବେଳେ କିଏ ବାଦ ପଡିବେ, କିଏ ସାମିଲ ହେବେ, ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ପ୍ରତାପ ଷଡଙ୍ଗୀ । ଏମଏସଏମଇ ଓ ପଶୁସଂପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ ଥିବା...
ସଂପ୍ରସାରଣ ପୂର୍ବରୁ ଇସ୍ତଫା
ଆଜି ସଂଧ୍ୟାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ପାଇଁ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇସାରିଥିବା ବେଳେ କେଉଁ ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ବାଦ୍ ଦେବେ, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଓ...
ମନ୍ତ୍ରୀ ହେବେ ଅଶ୍ବିନୀ ବୈଷ୍ଣବ, ବିଶେଶ୍ବର ଟୁଡୁ
ଆଜି ସଂଧ୍ୟାରେ ହେବାକୁ ଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ଓଡିଶାରୁ ଆଉ ଦୁଇ ଜଣ ସାଂସଦ ମନ୍ତ୍ରୀ ହେବାକୁ ଯାଉଛନ୍ତି । ବିଜେଡି ସମର୍ଥନରେ ବିଜେପି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
୮ଟି ରାଜ୍ୟରେ ନୂଆ ରାଜ୍ୟପାଳ
ବଦଳିଲେ ୮ଟି ରାଜ୍ୟର ରାଜ୍ୟପାଳ । ୮ଟି ରାଜ୍ୟର ନୂଆ ରାଜ୍ୟପାଳଙ୍କୁ ଦାୟିତ୍ୱ ମିିଳିଛି । ଥାୱରଚନ୍ଦ ଗେହଲଟ କର୍ଣ୍ଣାଟକର ରାଜ୍ୟପାଳ ହୋଇଛନ୍ତି । ଶ୍ରୀଧରନ ପିଲାଇଙ୍କୁ ଗୋଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ମିଜୋରାମର ରାଜ୍ୟପାଳ ପଦରେ...
ହାଲଚାଲ୍ ହଇଚଇ
ବିଜେଡି ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆମ ଘରର ହାଲଚାଲ୍ ସ୍ତମ୍ବ ଲେଖାକୁ ନେଇ ରାଜନୈତିକ ହଇଚଇ । ବିଜେଡି ବିଧାୟକ ହୋଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ଉଠାଇଛନ୍ତି ସୌମ୍ୟ ।...
ନିର୍ବାଚନ ଜିତିଲେ ପ୍ରତି ଘରକୁ ମାଗଣାରେ 300 ୟୁନିଟ ବିଦ୍ୟୁତ
ନିର୍ବାଚନ ଜିତିଲେ ପ୍ରତି ଘରକୁ ମାଗଣା ବିଦ୍ୟୁତ ଦେବୁ । ଚବିଶ ଘଣ୍ଟା ଏବଂ ତିନିଶହ ୟୁନିଟ ବିଦ୍ୟୁତ ମାଗଣାରେ ପାଇପାରିବେ ରାଜ୍ୟର ପ୍ରତ୍ୟେକ ପରିବାର । ପଞ୍ଜାବବାସୀଙ୍କୁ ଏମିତି ପ୍ରତିଶ୍ରୁତି ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ...


















