ଆଣ୍ଡ୍ରିଉ ସାଇମଣ୍ଡସଙ୍କ କ୍ରିମ୍ ରହସ୍ୟ
ଅଷ୍ଟ୍ରେଲିଆର ଅଲରାଉଣ୍ଡର ଆଣ୍ଡ୍ରିଉ ସାଇମଣ୍ଡସ ରବିବାର ରୋଡ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । କ୍ରିକେଟ ଜଗତରେ ସାଇମଣ୍ଡସର ବହୁତ ଫ୍ୟାନ ଫଲୋର୍ସ ରହିଛନ୍ତି । ଅଷ୍ଟ୍ରେଲିଆ ଟିମର ଅଭିଜ୍ଞ ଅଙ୍ଗ ଥିଲେ ସାଇମଣ୍ଡସ ।
ତେବେ କ୍ରିକେଟ...
ଥୋମାସ୍ କପରେ ଭାରତର ଐତିହାସିକ ବିଜୟ
ଇତିହାସ ରଚିଲା ଭାରତ । ଭାରତୀୟ ବ୍ୟାଡମିଣ୍ଟନ ଟିମର ଐତିହାସିକ ସଫଳତା । ଇଣ୍ଡୋନେସିଆକୁ 3-0ରେ ହରାଇ ଥୋମାସ୍ କପ୍ ଜିତିଲା ଭାରତ । ଦୀର୍ଘ 73 ବର୍ଷ ପରେ ଭାରତ ଏହି ଐତିହାସିକ ସଫଳତା ହାସଲ କରିଛି ।...
ଆଇପିଏଲରୁ ଅବସର ଘୋଷଣା କଲେ ଏହି ଖେଳାଳୀ
ଆଇପିଏଲରୁ ସନ୍ନ୍ୟାସ ନେବେ ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ପ୍ଲେୟର ଅମ୍ବତି ରାଇଡୁ । ସେ ନିଜେ ଅବସର ଘୋଷଣା କରିଛନ୍ତି । ୩୬ ବର୍ଷୀୟ ରାଇଡୁ ଏବେ ପର୍ଯ୍ୟନ୍ତ ଆଇପିଏଲରେ ୧୮୭ ମ୍ୟାଚ୍ ଖେଳି ୪୧୮୭ ରନ୍ ସ୍କୋର...
ଆଇପିଏଲରେ ଖାତା ଖୋଲିଲା ଚେନ୍ନାଇ ସୁପରକିଙ୍ଗସ
ଆଇପିଏଲରେ ଖାତା ଖୋଲିଲା ଚେନ୍ନାଇ ସୁପରକିଙ୍ଗସ । ଲଗାତାର ୪ଟି ମ୍ୟାଚ ହାରିବା ପରେ ପ୍ରଥମ ବିଜୟ ହାସଲ କରିଛି ସିଏସକେ । ରୋମାଞ୍ଚକର ମ୍ୟାଚରେ ଆରସିବି ୨୩ ରନରେ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ୨୧୬...
ପାରା ଆଥଲେଟିକରେ ଓଡିଆ ଝିଅ ପାଇଲେ ସ୍ବର୍ଣ୍ଣ
ଜାତୀୟ ପାରା ଆଥଲେଟିକରେ ଓଡିଆ ଝିଅକୁ ସ୍ବର୍ଣ୍ଣ ପଦକ । ଟି – 47 ବର୍ଗର ଶହେ ମିଟର ଦୌଡରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଜୟନ୍ତୀ ବେହେରା । ଭୁବନେଶ୍ବର କଳିଙ୍ଗ ଷ୍ଟାଡିଅମରେ ଚାଲିଥିବା ଜାତୀୟ ପାରା ଆଥଲେଟିକରେ ସ୍ବର୍ଣ୍ଣ...
ନୂଆ କ୍ୟାପଟେନ ଜାଡେଜା
ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡିଲେ ଧୋନୀ । ଆଇପିଏଲ ଆରମ୍ଭରୁ ମହେନ୍ଦ୍ର ସିଂ ଧୋନୀ ସିଏସକେର ଅଧିନାୟକ ଭାବେ ରହି ଆସିଥିଲେ । ତେବେ ଧୋନୀ ପଦ ଛାଡିବା ପରେ ରବୀନ୍ଦ୍ର ଜାଡେଜାଙ୍କୁ ସିଏସକେର କ୍ୟାପଟେନ ଭାବେ...
କେଉଁ ଖେଳାଳୀଙ୍କୁ କିଏ କିଣିଲା
ଭେଟେରାନ ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାୱନ ଏଥର ଆଇପିଏଲରେ ପଞ୍ଜାବ କିଙ୍ଗସ୍ ଇଲେଭନ ପାଇଁ ଖେଳିବେ । ଆଜିଠାରୁ ବେଙ୍ଗାଲୁରୁରେ ଆରମ୍ଭ ହୋଇଥିବା ମେଗା ଆଇପିଏଲ ନିଲାମୀରେ ପଞ୍ଜାବ ଦଳ ଧାୱନଙ୍କୁ ୮.୨୫ କୋଟି ଟଙ୍କାରେ କିଣିଛି । ଧାୱନଙ୍କ...
ଆଇପିଏଲ୍ 2022ର ଦାମୀ ଖେଳାଳି
ଆଇପିଏଲ ମହାନିଲାମୀ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଫେବୃଆରୀ 12 ଓ 13 ରେ ଖେଳାଳିଙ୍କ ନିଲାମୀ କରାଯିବ । ନିଲାମୀ ପ୍ରକ୍ରିୟାରେ ଭାଗନେବେ ଦେଶ ବିଦେଶର 590 ଖେଳାଳି । ନିଲାମି ପ୍ରକ୍ରିୟାରେ ଭାଗ ନେଉଥିବା ଖେଳାଳିଙ୍କ...
ସାନିଆ ମିର୍ଜାଙ୍କ ସନ୍ନ୍ୟାସ ଘୋଷଣା
ନିଜ ଅବସର ଯୋଜନା ଘୋଷଣା କଲେ ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା । ୨୦୨୨ ସିଜିନ ତାଙ୍କ କ୍ୟାରିଅରର ଶେଷ ସିଜିନ ବୋଲି କହିଛନ୍ତି ସାନିଆ ମିର୍ଜା । ଅଷ୍ଟ୍ରେଲିଆନ ଓପନ ମହିଳା ଡବଲ୍ସ ପ୍ରଥମ ରାଉଣ୍ଡରେ ହାରିବା...
ଟିମ୍ ଇଣ୍ଡିଆର ସେଞ୍ଚୁରିଅନ୍ ବିଜୟ
ସେଞ୍ଚୁରିଅନ ବିଜୟ ସହ 2021 ବର୍ଷ ଶେଷ କଲା ଟିମ୍ ଇଣ୍ଡିଆ । ସୁପର୍ ସ୍ପୋର୍ଟ ପାର୍କରେ ଖେଳାଯାଇଥିବା ଟେଷ୍ଟରେ ଦକ୍ଷିଣ ଆଫ୍ରିକାରେ ଭାରତ ୧୧୩ ରନରେ ବିଜୟୀ ହୋଇଛି ।
ଆଜିର ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ...


















