ଭାରତୀୟ କ୍ରିକେଟରୁ ସମ୍ପୂର୍ଣ୍ଣଭାବେ ଅବସର ନେଲେ ରାଇନା
କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସୁରେଶ ରାଇନା । ଆଇପିଏଲ ବି ଖେଳିବେନି ରାଇନା । ନିଜ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ରାଇନା । ସେ ଟ୍ୱିଟ୍ କରି ଲେଖିଛନ୍ତି,...
ମାଉସୀ ଘରେ ତିଆରି ଚାଲିଛି ପୋଡପିଠା
ବାହୁଡା଼ ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଫେରିବା ବେଳେ ମାଉସିମାଙ୍କ ହାତରୁ ପୋଡପିଠା ଖାଇବା ପରମ୍ପରା ରହିଛି । ବାହୁଡା଼ ଯାତ୍ରା ଅବସରରେ ମାଉସୀମା ଙ୍କ ପୂଜକ ବିଶ୍ଵନାଥ ମିଶ୍ର ମାଉସୀମା ମନ୍ଦିରରେ ଏହି ପୋଡ଼ ପିଠା ପ୍ରସ୍ତୁତି ଆରମ୍ଭ କରିଛନ୍ତି...
ମାନିଲା ଗସ୍ତରେ ଅଚ୍ୟୁତ, ଭାରତରେ ଭଲିବଲ୍ର ବିକାଶ ନେଇ କରିବେ ଆଲୋଚନା
ଫେଡ଼େରେସନ୍ ଇଣ୍ଟରନ୍ୟାସ୍ନାଲ୍ ଭଲିବଲ୍ (ଏଫ୍ଆଇଭିବି)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଫିଲିପାଇନ୍ସର ମାନିଲାଠାରେ ଗୁରୁବାର ଆରମ୍ଭ ହୋଇଛି । ଏଫ୍ଆଇଭିବିର ଆମନ୍ତ୍ରଣ କ୍ରମେ ଭାରତୀୟ ଭଲିବଲ୍ ସଂଘ (ଭିଏଫ୍ଆଇ)ର ସଭାପତି ଅଚ୍ୟୁତ ସାମନ୍ତ ଏହି ବୈଠକରେ ଯୋଗ ଦେଇଛନ୍ତି ।...
ବାରବାଟୀରେ ହାରିଲା ଭାରତ
ବାରବାଟୀରେ ହାରିଲା ଟିମ୍ ଇଣ୍ଡିଆ । ବିଜୟୀ ହେଲା ଦକ୍ଷିଣ ଆଫ୍ରିକା । ଟି-ଟ୍ୱେଣ୍ଟିରେ ଭାରତକୁ ୪ ୱିକେଟରେ ହରାଇଛି ଭ୍ରମଣକାରୀ ଦଳ । ପ୍ରଥମେ ବ୍ୟାଟିଂ କରି ୧୪୮ ରନର ଟାର୍ଗେଟ ଦେଇଥିଲା ଭାରତ ।...
ଭାରତ 6 ଉଇକେଟରେ 148
ବାରବାଟୀରେ ଭାରତ 6 ଉଇକେଟରେ 148 ରନ କରିଛି l ପ୍ରଥମେ ବ୍ୟାଟିଂ କରି ଭାରତ 20 ଓଭରରେ 148 ସ୍କୋର କରିଥିବା ବେଳେ ମ୍ୟାଚ ଜିତିବା ପାଇଁ ଦକ୍ଷିଣ ଆଫ୍ରିକା ଆଗରେ ଟାର୍ଗେଟ 149 ରହିଛି. I ବ୍ୟାଟିଂ...
ଓଏଲଏକ୍ସରେ ବାରବାଟୀ ଟିକେଟ
ବାରବାଟୀରେ ହେବାକୁ ଥିବା ଭାରତ – ଦକ୍ଷିଣ ଆଫ୍ରିକା ଟି ଟୋଣ୍ଟି ମ୍ୟାଚ୍ ଟିକେଟ ବ୍ଲାକରେ ବିକ୍ରି ହେଉଛି । ଓଏଲଏକ୍ସରେ ଚଢା ଦରରେ ବାରବାଟୀ ଟିକେଟ ବିକ୍ରି କରୁଛନ୍ତି ଦଲାଲ । ଖୁଲମ ଖୁଲା ଅନଲାଇନରେ ଟିକେଟ ବିକ୍ରି...
ଭୁବନେଶ୍ବରରେ ପହଞ୍ଚିଲେ ଟିମ୍ ଇଣ୍ଡିଆ ଓ ସାଉଥଆଫ୍ରିକା
ଭୁବନେଶ୍ବରରେ ପହଞ୍ଚିଲେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-ଟୋଣ୍ଟି ଟିମ୍ । ବିମାନବନ୍ଦରରେ ଖେଳାଳିମାନଙ୍କୁ ସ୍ବାଗତ କରାଯିବା ପରେ ସେମାନଙ୍କୁ ଦୁଇଟି ବସ୍ ଯୋଗେ କଡା ସୁରକ୍ଷା ଭିତରେ ହୋଟେଲକୁ ନିଆଯାଇଛି । ତେବେ ବିମାନବନ୍ଦର ଠାରୁ ହୋଟେଲ...
ଟିକଟ ପାଇଁ ଧସ୍ତାଧସ୍ତି, ଲାଠିଚାର୍ଜ
ଟିକଟ ପାଇଁ ଧସ୍ତାଧସ୍ତି । ବାରବାଟୀ ମ୍ୟାଚ୍ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଥିବା ବେଳେ ଆଜି ସକାଳୁ ଷ୍ଟାଡିଅମ ଟିକଟ କାଉଣ୍ଟରରେ ଲୋକଙ୍କ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା । ଲୋକେ ରାତି ଅଧରୁ କାଉଣ୍ଟରରେ ଧାଡି ବାନ୍ଧି ଅପେକ୍ଷା କରି...
ମିତାଲି ରାଜଙ୍କ ଅବସର ଘୋଷଣା
ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ଭାରତୀୟ ମହିଳା ଖେଳାଳୀ ମିତାଲି ରାଜ୍ । ଆଜି ଟୁଇଟ କରି ସେ ଅବସର ଘୋଷଣା କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ସେ ଅବସର ନେଇଛନ୍ତି । ୧୯୯୯ ମସିହାରେ ମାତ୍ର...
କିଏ ହେବ ଆଇପିଏଲ ୨୦୨୨ର ଚାମ୍ପିୟନ
ଆଜି ଆଇପିଏଲର ଫାଇନାଲ ଟକ୍କର । ଫାଇନାଲ ମହା ମୁକାବିଲାରେ ମୁହାଁମୁହିଁ ହେବେ ଚଳିତ ସିଜନ୍ର ଦୁଇ ହେଭିୱେଟ୍ ଟିମ୍। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ୍ ଟକ୍କର । କିଏ ହେବ ଆଇପିଏଲ ୨୦୨୨ର ଚାମ୍ପିୟନ ।...


















