ନିର୍ମାଣ ଶ୍ରମିକଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧିନରେ ଥିବା ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ‘ନିର୍ମାଣ କୁସୁମ’ ଯୋଜନାର ରାଜ୍ୟସ୍ତରୀୟ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜୟଦେବଭବନ ଠାରେ...
ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ
ରାଜ୍ୟ ବିଜେପି ପକ୍ଷରୁ ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶନିବାର ଠାରୁ ଆରମ୍ଭ ହେବ । ଆଜି ଅପରାହ୍ନରେ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ...
ଡେନିସ ମୁକେଓ୍ଵଜ ଓ ନାଦିଆ ମୁରାଦ ପାଇବେ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର
ଚଳିତ ବର୍ଷ ଶାନ୍ତି ପଇଁ ନୋବେଲ ପୁରସ୍କାର ପାଇବେ ଆଫ୍ରିକାସ୍ଥିତ କଙ୍ଗୋର ଡାକ୍ତର ଡେନିସ ମୁକେଓ୍ଵଜ ଓ ଇରାକର ସାମାଜିକ କର୍ମୀ ନାଦିଆ ମୁରାଦ. ନୋବେଲ ପୁରସ୍କାର ଟୟନ କମିଟି ଏହି ଘୋଷଣା କରିଛି. ଏଠାରେ ଉଲ୍ଲେଖଯାଗ୍ୟ ଯେ, 2014...
ପୁରୀରୁ ନିର୍ବାଚନ ଲଢିବେ ମୋଦି !
ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଲଢିବା ନେଇ ହେଉଥିବା ଚର୍ଚ୍ଚାକୁ ଖୋରାକ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା. ପୁରୀ ଲୋକସଭା ଆସନରୁ ମୋଦି ଲଢିବା ଲାଗି ରାଜ୍ୟ ବିଜେପି ପ୍ରସ୍ତାବ ଦେବ ବୋଲି ସେ କହିଛନ୍ତି...
କମିଲା ତେଲ ଦର,ବଢିଲା ରାଜନୀତି
ତେଲରୁ ଭାଟ କମାଇବା ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ମାଷ୍ଟର କ୍ୟାଣ୍ଟିନରେ ଭଜପା ଦଳର କର୍ମୀମାନେ ଏକାଠି ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେଇଛନ୍ତି । କହିବାକୁ ଗଲେ ରାଜ୍ୟ ସରକାରଙ୍କୁ ଏକ ପ୍ରକାର ଟାର୍ଗେଟ କରିଛନ୍ତି...
କନିଷ୍ଠ ଖେଳାଳୀ ଭାବେ ଇତିହାସ ରଚିଥିବା ପୃଥ୍ୱୀଙ୍କ ଜୀବନୀ
ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍ ରେ ଭାରତୀୟ ଖେଳାଳୀ ପୃଥ୍ୱୀ ସ ଟେଷ୍ଟ କ୍ୟାରିୟରର ପ୍ରଥମ ମ୍ୟାଚ୍ ରେ ନିଜର ଯାଦୁରେ ସମସ୍ତଙ୍କ ମନ ଜିଣିବାରେ ସକ୍ଷମ ହୋଇପାରିଛନ୍ତି. 18 ବର୍ଷର ଏହି ଯୁବ ଖେଳାଳୀ...
ପୁରୀ ହିଂସାକାଣ୍ଡ ଘଟଣାରେ ୨୦ ଗିରଫ
ଶ୍ରୀମନ୍ଦିର ନିକଟରେ ହୋଇଥିବା ହିଂସାକାଣ୍ଡ ଓ ପୋଡାଜଳା ସମସ୍ତଙ୍କୁ ଆଘାତ ଦେଇଛି । ଏହି ଘଟଣାରେ ପୋଲିସ ୨୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଧାଡି ଦର୍ଶନକୁ ବିରୋଧ କରି ଶ୍ରୀମନ୍ଦିର ପାଖରେ ଭଙ୍ଗାରୁଜା ସହ...
ସଫଳ ହେଲା ଭାରତ-ରୁଷ ଏସ-୪୦୦ କ୍ଷେପଣାସ୍ତ୍ର ଚୁକ୍ତି ସ୍ୱାକ୍ଷର
ଭାରତ-ରୁଷିଆ ମଧ୍ୟରେ ଏସ-୪୦୦ କ୍ଷେପଣାସ୍ତ୍ର ଚୁକ୍ତି ଶୁକ୍ରବାର ସ୍ୱାକ୍ଷରିତ ହୋଇଛି । ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁତିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ସ୍ୱାକ୍ଷର କରିଛନ୍ତି । ଏହି ୩୭ ହଜାର କୋଟି ଟଙ୍କାର ପ୍ରତିରକ୍ଷା ଚୁକ୍ତି ନେଇ...
ICICI ବ୍ୟାଙ୍କ ସିଇଓଙ୍କ ଇସ୍ତଫା
ଭିଡିଓକନ୍ ଲୋନ୍ କୁ ନେଇ ବିବାଦ ଘେରରେ ଥିବା ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଚନ୍ଦା କୋଚର ନିଜ ପଦବୀରୁ ଇସ୍ତପା ଦେଇଛନ୍ତି. ସେ ଏହି ଇସ୍ତଫା ପତ୍ରକୁ ଗୁରୁବାର ଦିନ ଅର୍ଥାତ ଆଜି ଦେଇଛନ୍ତି. ବର୍ତ୍ତମାନ ତାଙ୍କ ଜାଗାରେ ସନ୍ଦୀପ...
ବିଜେଡି ଧାରଣାକୁ ବିଜେପିର ସମାଲୋଚନା
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ଆଇଓସିଏଲ ଅଫିସ ସମ୍ମୁଖରେ ଧାରଣା ଦେଇଥିବା ବିଜେଡି ମହିଳାଙ୍କୁ କଟୁ ସମାଲୋଚନା କରିଛି ବିଜେପି ମହିଳା ମୋର୍ଚ୍ଚା । ଦଳର ରାଜ୍ୟ ସଂପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ୭୦୦ କୋଟି ଡାଲି...









