ଦିଲ୍ଲୀ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅଜୟ ମାକନ
କଂଗ୍ରେସର ବରିଷ୍ଠ ନେତା ଅଜୟ ମାକନ ଦିଲ୍ଲୀ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି. ଅଜୟଙ୍କୁ ସବୁବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ କଂଗ୍ରେସର କାର୍ଯ୍ୟକର୍ତ୍ତା ସମର୍ଥନ କରୁଥିବାରୁ ଇସ୍ତଫା ସମୟରେ ସେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି....
ଭୋଟ ହାତେଇବାର ନୂଆ ପ୍ରୟାସ
ସାଧାରଣତଃ ଆପଣ ଦେଖିଥିବେ ଯେ, ବାହାଘରରେ କିଛି ଗିଫ୍ଟ ନ ନେବା ପାଇଁ ଲୋକମାନେ ଅନୁରୋଧ କରିଥାନ୍ତି କିମ୍ବା ସେହି ପଇସାକୁ ଚାରିଟିରେ ଦେବା ପାଇଁ କହିଥାନ୍ତି. ମାତ୍ର ସୁରାଟର ଏକ ବିବାହରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି. ଆଗକୁ...
ପୁଣି ରାଜଧାନୀରେ ଧଳା ଜହର
ରାଜଧାନୀ ଭୁବନେଶ୍ୱରରୁ ପୁଣି ଧଳା ଜହର ଜବତ କରାଯାଇଛି. ଏହାକୁ ଅବକାରୀ ବିଭାଗ ଦ୍ୱାରା ଜବତ କରାଯାଇଥିବା ବେଳେ 385 ଗ୍ରାମ୍ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ 38 ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି. ତେବେ ଚିନ୍ତାମଣିଶ୍ୱର...
ଆରମ୍ଭ ହେଲା ପକ୍ଷୀଗଣନା
ଚିଲିକାରେ ଶୁକ୍ରବାର ସକାଳ 6ଟାରୁ ଆରମ୍ଭ ହୋଇଯାଇଛି ପକ୍ଷୀ ଗଣନା. 5ଟି ଜୋନରେ 21ଟି ଟିମ୍ ଦ୍ୱାରା ଏହି ଗଣନା କାର୍ଯ୍ୟ ଆରମ୍ଭ କରାଯାଇଛି. ଦିନ 12ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ପକ୍ଷୀଗଣନା କାର୍ଯ୍ୟକ୍ରମରେ ବନବିଭାଗର ପ୍ରାୟ 100ରୁ ଅଧିକ...
108 ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, 2 ମୃତ
ଚାନ୍ଦବାଲିସ୍ଥିତ ଉଗ୍ରତାରା ନିକଟରେ ଏକ 108 ଆମ୍ବଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି. ଫଳରେ ସେଥିରେ ଯାଉଥିବା ରୋଗୀ ଉପେନ୍ଦ୍ର ସାହୁ ଓ ହେଲପର ପ୍ରମୋଦ ପରିଡାଙ୍କ ମୃତ୍ୟୁ ହୋଇଛି. ସୂଚନା ଅନୁସାରେ, ଗୁରୁବାର ଉପେନ୍ଦ୍ରଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ...
ବସ୍ ଓଲଟି 10 ଜଣ ଆହତ
ସୁନ୍ଦରଗଡ ଜିଲ୍ଲା ଲହୁଣିପଡା ଥାନା ଅନ୍ତର୍ଗତ ଲୁଥୁରବା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି. ଯେଉଁଥିରେ ଏ-ୱାନ୍ ନାମକ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି. ମିଳିଥିବା ସୂଚନା ଅନୁସାରେ, ଭୋର୍ ପ୍ରାୟ 4 ଟା ସମୟରେ ବସଟି ବଣାଇ...
ଜୁଇରେ ଜଳିଲା ହସିଣା ଗାଁର ଖୁସି
କାନ୍ଦ ବୋବାଳିରେ କମ୍ପୁଛି ହସିଣା ଗାଁ . ନୂଆବର୍ଷ ପାଳନର ସବୁ ଖୁସି ଧୋଇ ଯାଇଛି ଦୁଃଖଦ ଡଙ୍ଗାବୁଡିରେ. ବୁଧବାର ରାତି ତମାମ ମହାନଦୀରେ ଉଦ୍ଧାର ପରେ ଗୁରୁବାର ୯ ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା. ବ୍ୟବଚ୍ଛେଦ ପରେ...
କାନ୍ଦ ବୋବାଳିରେ କମ୍ପୁଛି ହସିଣା ଗାଁ
କାନ୍ଦ ବୋବାଳିରେ କମ୍ପୁଛି ହସିଣା ଗାଁ . ନୂଆବର୍ଷ ପାଳନର ସବୁ ଖୁସି ଧୋଇ ଯାଇଛି ଦୁଃଖଦ ଡଙ୍ଗାବୁଡିରେ. ବୁଧବାର ରାତି ତମାମ ମହାନଦୀରେ ଉଦ୍ଧାର ପରେ ଗୁରୁବାର ୯ ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା. ବ୍ୟବଚ୍ଛେଦ ପରେ...
ରମାକାନ୍ତ ଆଚରେକରଙ୍କ ଶେଷକୃତ୍ୟ
ଦିବଂଗତ କ୍ରିକେଟ୍ କୋଚ୍ ରମାକାନ୍ତ ଆଚରେକରଙ୍କ ଶେଷକୃତ୍ୟ ମୁମ୍ବାଇ ଶ୍ମଶାନରେ କରାଯାଇଛି । ଏଥିରେ ଆଚରେକରଙ୍କ ଶିଷ୍ୟ ତଥା କ୍ରିକେଟର ସଚିନ ତେନ୍ଦୁଲକର, ବିନୋଦ କାମ୍ବଲି, ଚନ୍ଦ୍ରକାନ୍ତ ପଣ୍ଡିତ ଯୋଗ ଦେଇଥିଲେ। ରମାକାନ୍ତଙ୍କ ମରଶରୀରକୁ ମୁମ୍ବାଇ ବାସଭବନରୁ ଷ୍ଟାଡିୟମ ଯାଏଁ...
ନୌକା ଚାଳକକୁ ଛାଡିବା ଦାବିରେ ରାସ୍ତାରୋକ
ଅନ୍ଧାର ରାତିରେ ଆସିଥିଲା ଯମ । ଆଖି ପିଛୁଳାକେ ଚାଲିଗଲା ୯ ଟି ଜୀବନ । ୯ଟି ଜୀବନ ମଧ୍ୟରୁ ନୌକା ଚାଳକର ପରିବାର ବି ସାମିଲ ଥିଲେ । ଡଙ୍ଗା ଚାଳକକୁ ପୋଲିସ ବାନ୍ଧି ନେଇଥିବା ବେଳେ ତା...















