ଆଜିଠୁ ରାଜଧାନୀ ପୁସ୍ତକ ମେଳା
ଶନିବାରଠାରୁ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେବାକୁ ଯାଉଛି ‘19 ତମ ରାଜଧାନୀ ପୁସ୍ତକ ମେଳା’. ଏହାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉଦଘାଟନ କରିବାକୁ ଥିବା ବେଳେ ଏହି ଉତ୍ସବରେ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’...
ବିଶ୍ୱର ସବୁଠୁ ହ୍ୟାଣ୍ଡସମ୍ ହିରୋ
ପ୍ରକାଶ ପାଇଛି 2018 ବିଶ୍ୱ ହ୍ୟାଣ୍ଡସମ୍ ହିରୋର ତାଲିକା. ଆଉ ସବୁଠୁ ଟପ୍ ରେ ଯିଏ ଅଛନ୍ତି , ତାଙ୍କ ନା ଜାଣିଲେ ଆପଣମାନେ ମଧ୍ୟ ଖୁସି ହୋଇଯିବେ. ତେବେ ସେ ଆଉ କେହି ନୁହନ୍ତି. ସେ ହେଉଛନ୍ତି ଦ...
ବର୍ଷ ଆରମ୍ଭରୁ ମହାଲଢେଇ
ଗୋଟିଏ ଦିନରେ ନବୀନ ଓ ମୋଦିଙ୍କ ବଡ ସଭା. ଗୋଟିଏପଟେ ନବୀନ ଶନିବାର ପୁରୀ ଗସ୍ତ କରୁଥିବା ବେଳେ ଅନ୍ୟପଟେ ମୋଦି ଓଡିଶା ଗସ୍ତ କରୁଛନ୍ତି. ତେବେ ପୁରୀରେ ନବୀନ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି...
ବିଜେଡିରେ ଯ଼ୋଗଦେଲେ କଂଗ୍ରେସ ଓ ବିଜେପି ନେତା
ଉମରକୋଟର କଂଗ୍ରେସ ନେତା ପରେଶ ପୂଜାରୀ ଓ ବିଜେପିର ପର୍ଶୁରାମ ଗଣ୍ଡ ବିଜୁ ଜନତା ଦଳରେ ଯ଼ୋଗଦେଇଛନ୍ତି. ନବୀନ ନିବାସରେ ଦୁଇ ନେତା ସେମାନଙ୍କ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେବା ସହ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଉପରେ ଆସ୍ଥା...
୬ରୁ ଖୋଲିବ ରାଜ ଭବନ ଉଦ୍ୟାନ
ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ । ପ୍ରତିବର୍ଷ ଭଳି ଚଳିତ ବର୍ଷ ଜାନୁୟାରୀ ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ରଜଭବନ ଉଦ୍ୟାନ ସମସ୍ତଙ୍କ ପାଇଁ ଖୋଲା ରହିବ । ଛୁଟିଦିନ ଓ ରବିବାର ସମେତ ପ୍ରତ୍ୟେହ ଅପରାହ୍ନ ୨ଟାରୁ...
ଏଥର ଦିଲ୍ଲୀରେ ପ୍ରତିବାଦ
ଆଉ ଭୁବନେଶ୍ୱର ନୁହେଁ, ଏଥର କେନ୍ଦ୍ର ଅବହେଳା ପ୍ରତିବାଦରେ ଦିଲ୍ଲୀ ଯିବ ବିଜେଡି । ବିଶେଷକରି ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି ଦାବିରେ ଦିଲ୍ଲୀରେ ଧାରଣା ଦେବାକୁ ବିଜେଡି ନିଷ୍ପତ୍ତି ନେଇଛି । ଆସନ୍ତା ୮ ତାରିଖରେ ଦିଲ୍ଲୀର...
କେନ୍ଦ୍ର ଅବହେଳା ପ୍ରତିବାଦରେ ଦସ୍ତଖତ ଅଭିଯାନ
ଓଡିଶାର ଅନୂସୁଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ କୁଠାରଘାତ ବିରୋଧରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜି ନିକଟରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ୫...
ସୂର୍ଯ୍ୟ ପାତ୍ରଙ୍କ ଘର ଘେରାଉ କଲା ବିଜେପି କୃଷକ ମୋର୍ଚ୍ଚା
ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ବିଜେପି କୃଷକ ମୋର୍ଚ୍ଚାର ଆନ୍ଦୋଳନ । ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି କୃଷକ ମୋର୍ଚ୍ଚା । ଧାନମଣ୍ଡିରେ ଅବ୍ୟବସ୍ଥା ନେଇ ପ୍ରତିବାଦ କରିବା ସହିତ ଆନ୍ଦୋଳନ କରିଥିଲେ...
ଭିଜିଲାନ୍ସ ଜାଲରେ ଅମୀନ
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ଢେଙ୍କାନାଳ ତହସିଲ୍ ଅଫିସର ଅମୀନ ଶୁଭ୍ରଜ୍ୟୋତି ସାହୁ. ଜମିଚିହ୍ନଟ କରଣର ସାର୍ଟିଫାଏଡ କପି ପାଇଁ ସେ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରିଛି. ସୂଚନା...
ଏଣିକି ଏୟାରପୋର୍ଟରେ ହେବ ମାଗଣା ପାର୍କିଂ
ଡିସେମ୍ବର 10 ତାରିଖ, 2018 ମସିହାରେ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ଘୋଷଣା କରିଥିବା ନୂଆ ପଲିସି ଅନୁସାରେ ଏଣିକି ବିମାନ ବନ୍ଦର ଭିତରେ ଗାଡି ପାର୍କିଂ କଲେ ଆଉ ଚାର୍ଜେସ ଦେବାକୁ ପଡିବ ନାହିଁ ବୋଲି ସୂଚନା ଦେଇଛନ୍ତି ବେସାମରିକ...



















