ନୂଆ ବର୍ଷରେ ନୂଆ ଅତିଥି
ଶନିବାର ନନ୍ଦନକାନନକୁ ପୂରିଛି 59 ବର୍ଷ. ଏଥିପାଇଁ ନନ୍ଦନକାନନ କତ୍ତୃପକ୍ଷଙ୍କ ତରଫରୁ ବିଶେଷ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା. ଏହି କାର୍ଯ୍ୟକ୍ରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଯୋଗ ଦେଇ ପ୍ରାଣୀ ଉଦ୍ୟାନ ସଂପର୍କରେ ଆଲୋକପାତ କରିଥିଲେ....
ଅସଦାଚରଣ ଅଭିଯୋଗରେ ଶ୍ରୀମନ୍ଦିର ପୋଲିସ ନିଲମ୍ବିତ
ନାବାଳିକାକୁ ଅସଦାଚରଣ କରିଥିବା ପୋଲିସ ବାବୁଙ୍କୁ ଶେଷରେ ଚିହ୍ନଟ କରାଯାଇଛି. ସେ ହେଉଛନ୍ତି ଆଇଆରବି 9ମ ବାଟାଲିୟନର କନେଷ୍ଟବଲ ଛୁକେଶ ମେହେର. ନୂଆବର୍ଷ ଛୁଟି ପାଇଁ ସେ କୋରାପୁଟରୁ ପୁରୀ ଆସିଥିବା ସୂଚନା ମିଳିଛି. ତେବେ ଚିହ୍ନଟ ପରେ ପୋଲିସ...
ଓଡିଆ ଲଭର୍ ପାଇଁ ଭୁବନେଶ୍ୱର ଆସିବ ଗହମଗୋରୀ
ପ୍ରେମର ଆକର୍ଷଣ ଅଦ୍ଭୁତ. ପ୍ରେମ କିଛି ମାନେ ନାହିଁ. ଯେତେ ଝଡଝଞ୍ଜା ଆସିଲେ ମଧ୍ୟ ଦୁଇଟି ମନ ଏକ୍ ହବା ପାଇଁ ବ୍ୟାକୁଳ ହୋଇଥାନ୍ତି. ଯେକୌଣସି ପ୍ରତିବନ୍ଧକୁ ମୁକାବିଲା କରିବା ପାଇଁ ପ୍ରେମୀ ପ୍ରସ୍ତୁତ ହୋଇଯାନ୍ତି. ସୀମା,ସରହଦ ଡେଇଁ ଏକାଠି...
ନୀତିକାନ୍ତି ବିଳମ୍ବ ନେଇ ପୁରୀ ଗଜପତିଙ୍କ ପ୍ରତିକ୍ରିୟା
ଶୁକ୍ରବାର ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ହେବା ନେଇ ଶନିବାର ପୁରୀ ଗଜପତି ଦିବ୍ୟସିଂହ ଦେବ ନିଜ ପ୍ରତିକ୍ରିୟା ରଖି କ୍ଷୋଭ ପ୍ରକାଶ କରିଛନ୍ତି. ଏହି ସମସ୍ୟା ପଛରେ ରାଜ୍ୟ ସରକାର ଦାୟୀ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି. ଅନ୍ୟପଟେ...
ସେବାୟତଙ୍କ ବିରୋଧରେ କି ଦଫା ଲାଗିବ ?
ଶ୍ରୀମନ୍ଦିର ଏବେ କାହା ନିୟନ୍ତ୍ରଣରେ ? ସରକାର ନା ସେବାୟତ ? ଗତକାଲିର ଘଟଣାରୁ ଯାହା ଜଣାପଡୁଛି, ଶ୍ରୀମନ୍ଦିର ଆଉ ସରକାରଙ୍କ ଆୟତ୍ତରେ ନାହିଁ ! ସେବାୟତ ଯେତେବେଳେ ଯାହା ଚାହିଁବେ, ତାହା କରିବେ. ସତେ ଯେମିତି ସେବାୟତମାନେ ସରକାର...
ପୁଲୱାମାରେ ଏନକାଉଣ୍ଟର, 4 ଆତଙ୍କବାଦୀ ନିହତ
ଶନିବାର ସକାଳେ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲା ରାଜପୋରାରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି. ଫଳରେ 4 ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ 16 ଜଣ ଆହତ ହୋଇଥିବା ସୂଚନା ମିଳିଛି. ମାତ୍ର...
ଶ୍ରୀମନ୍ଦିର ପୋଲିସ ନାଁ ରେ ଅସଦାଚରଣ ଅଭିଯୋଗ
ପୁରୀ ଶ୍ରୀମନ୍ଦିରରେ କାର୍ଯ୍ୟରତ ଥିବା ଜଣେ ପୋଲିସ ବାବୁଙ୍କ ନା ରେ ଆସିଛି ଏକ ଅଭିଯୋଗ. ସିଂହଦ୍ୱାର ଥାନାରେ ଜଣେ ପୋଲିସ ବାବୁଙ୍କ ନାରେ ଅଭିଯୋଗ ଆଣିଛନ୍ତି ଜଣେ ନାବାଳିକା. ଶ୍ରୀମନ୍ଦିର ବାହାରକାଠ ନିକଟରେ ପୋଲିସ ବାବୁ ଦୁର୍ବ୍ୟବହାର କରିଥିବା...
କୁକୁଡା ଚିଆଁ ଗବେଷଣା କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ
ବାରିପଦା ରାସଗୋବିନ୍ଦପୁର ବ୍ଲକ ଛନତା ଠାରେ ଥିବା କୁକୁଡା ଚିଆଁ ଗବେଷଣା କେନ୍ଦ୍ରରେ ଦୁର୍ଭାଗ୍ୟବଶତଃ ନିଆଁ ଲାଗିଯାଇଛି. ଫଳରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ଯନ୍ତ୍ରାଂଶ ପୋଡି ଯାଇଥିବା ସୂଚନା ମିଳିଛି. ଏହି ଖବର ପାଇବା ପରେ 3 ଦମକଳ ବାହିନୀ...
କାକୁଭାଇଙ୍କ ଭବିଷ୍ୟବାଣୀ ଆଜି ସତ
ହଁ, ଅଭିନେତାଙ୍କ ବାପାଙ୍କ ଭବିଷ୍ୟବାଣୀ. ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହୁଛୁ ଯିଏ 41 ବର୍ଷ ପୂର୍ବେ ଯେଉଁ ଭବିଷ୍ୟବାଣୀ କରିଥିଲେ, ଆଜି ତାହା ସତ ହୋଇଛି. କହିବାକୁ ଗଲେ, ଅମ୍ବାନୀ ପରିବାର କେବଳ ଦେଶ ନୁହେଁ ବରଂ...
ଅସହାୟ ପ୍ରଶାସନ: ୧୩ ଘଣ୍ଟା ପରେ ଖୋଲିଲା କବାଟ
ପୁଲିସ ଓ ସେବାୟତଙ୍କ ମଧ୍ୟରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବିବାଦର ସମାଧାନ ପରେ ଶ୍ରୀମନ୍ଦିରର ଭିତର କବାଟ ଶୁକ୍ରବାର ସନ୍ଧ୍ୟାରେ ଖୋଲିଛି। ଶ୍ରୀମନ୍ଦିର ଭିତର କବାଟ ପ୍ରାୟ ସାଢ଼େ ୧୩ ଘଣ୍ଟା ପରେ ଖୋଲିଥିବାରୁ ଭକ୍ତଙ୍କ ମନରେ ଉତ୍ସାହ...







