27.1 C
Bhubaneswar
Sunday, October 25, 2026
-Advertisement-

ନଭେମ୍ବର ୧୧ରୁ ମେକ ଇନ୍ ଓଡିଶା କନକ୍ଲେଭ, ଯୋଗଦେବେ ମୁକେଶ ଅମ୍ବାନି

ନଭେମ୍ବର ୧୧ ତାରିଖରୁ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ କାର୍ଯ୍ୟକ୍ରମ । ଏହା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ଉଦଘାଟନୀ ଦିବସର ବିଭିନ୍ନ କାର୍ୟ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ...

ସିଆରପିଏଫ ଯବାନ ଗୁରୁତର

ଗୁରୁତର ଅବସ୍ଥାରେ ସିଆରପିଏଫ ଯବାନ ଉଦ୍ଧାର । କୋଟଗଡ ଶ୍ରୀରାମପୁର ଅଷ୍ଟମ ବାଟାଲିଅନ ଯବାନ ଗୁରୁତର ହୋଇଛନ୍ତି । ଯବାନଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । କୋଟଗଡ ଜଙ୍ଗଲରେ ସିଆରପିଏଫ ଯବାନ ଏବଂ ମାଓବାଦୀ ମୁହାଁମୁହିଁ...

ଆତ୍ମସମର୍ପଣ କଲେ ୬୨ ହାର୍ଡକୋର ନକ୍ସଲ

ଛତିଶଗଡ଼ର ନାରାୟଣପୁର ପୁଲିସ ନିକଟରେ ୬୨ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ୬୨ ହାର୍ଡକୋର ନକ୍ସଲ ଅବୁଝମାଡ଼ ସର୍କଲର ବୋଲି ଜଣାପଡ଼ିଛି। ସୁଚନାନୁସାରେ, ନକ୍ସଲମାନେ ବସ୍ତର ଆଇଜି ବିବେକାନନ୍ଦ ସିହ୍ନା ଓ ଅନ୍ୟ ବରିଷ୍ଠ ସଦସ୍ୟଙ୍କ ନିକଟରେ ଏହି...

କୃଷି ଉତ୍ପାଦନ କ୍ଲଷ୍ଟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଥିବା ଉଚ୍ଚ ଜମି ଅଂଚଳ ପାଇଁ କୃଷି ଉତ୍ପାଦନ କ୍ଲଷ୍ଟର୍‌ର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ଏହି ଯୋଜନାରେ ଆଗାମି ୪ ବର୍ଷ ମଧ୍ୟରେ ରାଜ୍ୟରେ ୧୨ ଗୋଟି ଢିପଜମି...

ଲାଲଗଡରେ ଡିଜିଙ୍କ ସମୀକ୍ଷା

ଡିଜିପି ଆର.ପି. ଶର୍ମା ମଙ୍ଗଳବାର ମାଲକାନଗିରିରେ ପହଁଞ୍ଚିଛନ୍ତି । ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ପହଁଞ୍ଚିବା ପରେ ବିଏସଏଫ କ୍ୟାମ୍ପରେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ମାଓଦମନ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ପରେ ସ୍ଥାନୀୟ ଡିପିଓରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ...

ଧରାପଡିଲା ସୁନ୍ଦରୀ

ଶେଷରେ କାବୁ ହେଲା ମଣିଷଖିଆ ସୁନ୍ଦରୀ । ଦୀର୍ଘ ପ୍ରଚେଷ୍ଟା ପରେ ସୁନ୍ଦରୀକୁ ଟ୍ରାଙ୍ଗୁଲାଇଜ କରାଯାଇଛି । କୁମକୀ ହାତୀ ଯଶୋଦା ସହାୟତାରେ ଅପରେସନ ସଫଳ ହୋଇଛି । ସୁନ୍ଦରୀକୁ ଧରିବା ପାଇଁ ବିଶେଷଜ୍ଞ ଦଳଙ୍କ ଅଳ୍କାନ୍ତ ପରିଶ୍ରମ ପରେ...

‘ମୋ ବସ୍’ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ  

ଆଜି ଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ‘ ମୋ ବସ୍’ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁପଟ୍ଟନାୟକ ବିମାନବନ୍ଦର ଠାରେ ‘ ମୋ ବସ୍‌’ସେବାର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ବସଗୁଡ଼ିକରେ ଓ୍ଵାଇଫାଇ ସେବା ସହିତ...

ଆଜି ଧନତେରସ: ଦେଶବାସୀଙ୍କୁ ମୋଦୀଙ୍କ ଶୁଭେଚ୍ଛା

ସମଗ୍ର ଦେଶରେ ଆଜି ଲୋକମାନେ ଧନତେରସ ଉସôବ ପାଳନ କରୁଛନ୍ତି । ଦିପାବଳୀର ଦୁଇଦିନ ପୂର୍ବରୁ ଲୋକମାନେ ଏହି ଉସôବକୁ ବେଶ୍ ଧୂମଧାମରେ ପାଳନ କରନ୍ତି । ଏହି ଦିନ ସୁନା , ଗହଣା, ବାସନକୁସନ ମଧ୍ୟ କିଣାଯାଏ ।...

ରାଜ୍ୟ ସରକାରଙ୍କ ଦିପାବଳୀ ଭେଟି: ବଢିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସରକାରୀ ଉଦ୍ୟୋଗ(ପିଏସୟୁ) କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି। ସେମାନଙ୍କ ପାଇଁ ଅତିରିକ୍ତ ମହଙ୍ଗା ଭତ୍ତା ମଞ୍ଜୁର କରିଛନ୍ତି ସରକାର। ଏହାଦ୍ୱାରା ମହଙ୍ଗା ଭତ୍ତା ୭ରୁ ୮...
video

୧୪୪ ଧାରାକୁ ଫୁ : ରାଜଧାନୀକୁ ଧସେଇ ପଶିଲେ ଚାଷୀ,ନେତାଙ୍କ ଶହ ଶତାଧିକ ଚାଷୀ ଗିରଫ

ଉଗ୍ର ରୂପ ନେଇଛି ଚାଷୀ ଆନ୍ଦୋଳନ । ୧୪୪ ଧାରା ଜାରି ସତ୍ତ୍ୱେ ତମାଣ୍ଡୋରୁ ରାଜଧାନୀକୁ ମାଡି ଆସିଛନ୍ତି ଚାଷୀ । ପୋଲିସ କର୍ଡନ ଭାଙ୍ଗି ଭୁବନେଶ୍ୱର ଭିତରକୁ ଧସେଇ ପଶିଛନ୍ତି ଚାଷୀ । ନବନିର୍ମାଣ କୃଷକ ସଂଘର ଆନ୍ଦୋଳନ...
- Advertisement -

Latest article

Krok po kroku: Jak wykorzystać kody darmowych spinów w Lolajack

Spis treściRejestracja konta i weryfikacja w kasynie LolajackGdzie i jak wprowadzić kod promocyjny LolajackWarunki obrotu i wypłata wygranych z free spinsRozwiązywanie typowych problemów i...

ଅପରେସନ ସିନ୍ଦୂରକୁ ନେଇ ପାକିସ୍ତାନକୁ ବାୟୁସେନା ମୁଖ୍ୟଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’କୁ ନେଇ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏ.ପି. ସିଂହ ପାକିସ୍ତାନକୁ ଏକ କଡ଼ା ଚେତାବନୀ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ ଦୃଢ଼ୋକ୍ତି ପ୍ରକାଶ...

Twindor VIP Free Spins: Wielkość i Częstotliwość

Spis treściStruktura programu VIP w TwindorTypowa liczba free spinów na różnych poziomach VIPCzęstotliwość otrzymywania free spinówWarunki obrotu i kluczowe ograniczeniaJak aktywować i odebrać free...