ବିଜେପିରେ ଯୋଗ ଦେଲେ ଇସ୍ରୋର ପୂର୍ବତନ ମୁଖ୍ୟ ମାଧବନ ନାୟାର୍
ଇସ୍ରୋର ପୂର୍ବତନ ମୁଖ୍ୟ ମାଧବନ ନାୟାର୍ ରବିବାର ଭାଜପାରେ ଯୋଗ ଦେଇଛନ୍ତି। ଦଳ ଅଧ୍ୟକ୍ଷ ଅମିତ ଶାହ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି। ସେ ପୂର୍ବରୁ ଅନ୍ତରୀକ୍ଷ ଆୟୋଗର ଅଧ୍ୟକ୍ଷ ଥିଲେ। ନାୟାରଙ୍କୁ ୧୯୯୮ରେ ପଦ୍ମ ଭୂଷଣ ଓ...
୨ଦିନିଆ ରିମାଣ୍ଡ ପରେ କୋଣାର୍କ ଜେଏମଏଫସି କୋର୍ଟରେ ଅଭିଜିତ ହାଜର
କୋଣାର୍କ ଜେଏମଏଫସି କୋର୍ଟରେ ଅଭିଜିତ ଆୟାର ହାଜର ହୋଇଛନ୍ତି । ୨ଦିନିଆ ରିମାଣ୍ଡ ପରେ କଡା ସୁରକ୍ଷା ଭିତରେ ଅଭିଜିତଙ୍କୁ ଆଜି ହାଜର କରାଯାଇଛି । କୋଣାର୍କ ସମ୍ପର୍କରେ ଦେଇଥିବା ଅରୁଚିକର ମନ୍ତବ୍ୟ ଓ ବିବାଦୀୟ ଭିଡିଓକୁ ନେଇ ପୋଲିସ...
ଆଇପିଏସ ପୁଅକୁ ସାଲ୍ୟୁଟ ମାରି କନେଷ୍ଟବଳ ବାପାଙ୍କ ଛାତି କୁଣ୍ଢେମୋଟ
ଗୋଟିଏ ଆଇପିଏସ ପୁଅକୁ ଜଣେ କନେଷ୍ଟବଳ ବାପା ସାଲ୍ୟୁଟ ମାରିବା ସମସ୍ତେ ଫିଲ୍ମରେ ଦେଖିଥିବେ. ହେଲେ ଏହା କୌଣସି ଫିଲ୍ମ ନୁହେଁ. ଲକ୍ଷ୍ମୌରେ ଜଣେ କନେଷ୍ଟବଳ ଆଇପିଏସ ପାଇଥିବା ନିଜ ପୁଅକୁ ସାଲ୍ୟୁଟ ମାରି ବହୁତ ଗର୍ବିତ ଅନୁଭବ କରିଛନ୍ତି....
ଶହୀଦ ହୋଇଗଲେ କେନ୍ଦୁଝର ନଦୁଆଁ ଗାଁର ବ୍ରଜ ମୋହନ
ଛତିଶଗଡ ଜିଲ୍ଲାର ବିଜାପୁରରେ ମାଓବାଦୀମାନେ ପୁଣି ଆତଙ୍କ ଖେଳାଇଛନ୍ତି. ସୁରକ୍ଷାକର୍ମୀଙ୍କ ବୁଲେଟପ୍ରୁଫ୍ ଗାଡିକୁ ମାଓବାଦୀମାନେ ଉଡାଇଦେଇଛନ୍ତି. ଫଳରେ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସର ଚାରିଜଣ ଯବାନ ଶହିଦ ହୋଇଛନ୍ତି ଓ ଦୁଇ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି. ତେବେ ସବୁଠୁ...
ମନ୍ କି ବାତ୍ ରେ ପଟେଲଙ୍କୁ ମନେପକାଇଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ୪୯ତମ ସଂସ୍କରଣରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ମନେପକାଇଛନ୍ତି. ସର୍ଦ୍ଦାର ପଟେଲ କଠିନ ପରିସ୍ଥିତିରେ କିଭଳି ଦେଶକୁ ସମ୍ଭାଳିଥିଲେ ଏବଂ ଦେଶକୁ ଏକତା ସୂତ୍ରରେ ବାନ୍ଧିବା...
ହାତୀ ମୃତ୍ୟୁ ପାଇଁ ଦାୟୀ କିଏ? କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଢେଙ୍କାନାଳ ଜିଲା କମଳାଙ୍ଗ ଗାଁ ପାଖରେ ବିଦ୍ୟୁତ ତାର ଲାଗି ୭ ହାତୀ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ...
ତିତଲି ପ୍ରଭାବିତଙ୍କୁ 300 କୋଟି ଟଙ୍କା ଦେଲେ ରାଜ୍ୟ ସରକାର
ତିତଲିର ପ୍ରଭାବରେ ଅସ୍ତବ୍ୟସ୍ତ ଗଜପତି ଜିଲ୍ଲା । ପରିସ୍ଥିତିକୁ ସୁଧାରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରଭାବିତଙ୍କୁ ପ୍ରଥମ କରି 300 କୋଟି ଟଙ୍କା ଦିଆଯିବ ବୋଲି ସୂଚନା ଦେଇଛନ୍ତି ଏସଆରସି । ପ୍ରଭାବିତଙ୍କ ଖାତାକୁ ସିଧାସଳଖ ଯିବ ପଇସା । ଏ ସଂପର୍କରେ ଟ୍ୱିଟ୍...
ସୁପ୍ରିମକୋର୍ଟରେ ରାଫେଲ ତଥ୍ୟ ରଖିଲେ କେନ୍ଦ୍ର ସରକାର
ରାଫେଲ ଚୁକ୍ତିକୁ ନେଇ ବିବାଦ ଘେରକୁ ଆସିଥିବା କେନ୍ଦ୍ର ସରକାର ଶନିବାର ସମସ୍ତ ଦସ୍ତାବିଜ୍ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ସଞ୍ଜୟ କିଶନ ଓ ଜଷ୍ଟିସ୍ ଏମ୍ ଜୋଶେଙ୍କୁ ନେଇ ଗଠିତ ୩ ଜଣିଆ...
ରବିବାର ଠାରୁ ତିନିଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା
ବାତ୍ୟା ତିତଲିଜନିତ ବର୍ଷା ପ୍ରକୋପକୁ ନେଇ ସରକାର ନୟାନ୍ତ ହୋଇପଡିଥିବା ବେଳେ ଏବେ ପାଣିପାଗ ବିଭାଗ ପୁଣି ଏକ ଲଘୁଚାପ ବର୍ଷାର ପୂର୍ବାନୁମାନ କରିଛି. ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଲଘୁଚାପର...
ହାତୀ ମୃତ୍ୟୁ: ଦୋଷ ଠେଲାଠେଲି ହେଲେ ସେସୁ ଓ ବନ ବିଭାଗ
ଢେଙ୍କାନାଳ ସଦର ରେଞ୍ଜ କମଳାଙ୍ଗ ଗାଁରେ ଏକକାଳୀନ ୭ଟି ହାତୀ ମୃତ୍ୟୁ ନେଇ ବନ ବିଭାଗ ଓ ବିଦ୍ୟୁତ ବିଭାଗ ଦୋଷ ଠେଲାଠେଲି ହୋଇଛନ୍ତି । ବନ ବିଭାଗ ସେସୁକୁ ଏଥିପାଇଁ ଦାୟୀ କରିଛି । ଏ ନେଇ ପିସିସିଏଫ୍...







